Breaking News

‘ମୋ ବେକରେ ଚପଲ ମାଳ ପକାଅ’ , ଅନଶନ ଚାଲିବା ବେଳେ ଡ୍ରାଇଭର ଭାଇ କହିଲେ ଏମିତି … ଦେଖନ୍ତୁ

ନିକଟରେ ରାଜଧାନୀ ଭୁବନେଶ୍ୱର ରେ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଛନ୍ତି। ତାଙ୍କର ଦାବି ପୁରଣ ନ ହେବା ଯାଏ ସେ ଅନଶନ କରି ରଖିବେ ବୋଲି କହିଛନ୍ତି । ତାଙ୍କର ରାଜ୍ୟ ସରକାର ଙ୍କ ପାଖରେ ଦାବି ରହିଛି ଯେ ଡ୍ରାଇଭର ମାନଙ୍କ ପାଇଁ ସ୍ବତନ୍ତ୍ର ବିଚାର କରାଯାଉ। ତାଙ୍କୁ ସମ୍ମାନ ଦିଆଯାଉ ଏବଂ ଡ୍ରାଇଭର ମାନଙ୍କ ପାଇଁ ପେନସନ ର ସୁବିଧା ଦିଆଯାଉ ।

ରାଜ୍ୟ ର ସବୁ ଡ୍ରାଇଭର ମାନେ ଅନଶନ ରେ ବସି ଥିବା ବେଳେ ଜଣେ ଷ୍ଟେସନ ଅଟୋ ଡ୍ରାଇଭର ପାସେଞ୍ଜର ନେଇଥିଲେ । ଏବଂ ତାଙ୍କୁ ଅନଶନ ରେ ବସିଥିବା କିଛି ଡ୍ରାଇଭର ତାଙ୍କ ଗାଡ଼ି ଅଟକାଇ ତାଙ୍କ ବେକରେ ଫୁଲ ମାଳ ପକାଇ ତାଙ୍କର ପୂଜା କରିଥିଲେ ଆଉ କିଛି ବାଟ ଯିବା ପରେ ତାଙ୍କ ବେକରେ ସ୍ଲେଟ୍ ପକାଇ ବାକୁ ମଧ୍ଯ ଚେଷ୍ଟା କରିଥିଲେ । ଏବଂ ଅନ୍ୟ ଜଣେ ଲୋକ ତାଙ୍କୁ ଆଗକୁ ନ ଯିବା ପାଇଁ ବାରଣ କରିଥିଲେ ।

ଏହି ସବୁ କୁ ନେଇ ସେହି ଡ୍ରାଇଭର ଙ୍କ ର ପ୍ରତିକ୍ରିୟା ନିଆ ଯାଇଛି । ଡ୍ରାଇଭର ଜଣଙ୍କ କହିଛନ୍ତି ଯେ ଯେତେବେଳେ ତାଙ୍କ ବେକରେ ଫୁଲ ମାଳ ପକାଇ ତାଙ୍କର ପୂଜା କରିଥିଲେ ସେତେବେଳେ ତାଙ୍କୁ ବହୁତ୍ ଖରାପ ଲାଗୁଥିଲା ଆଉ ଯେତେବେଳେ ସ୍ଲେଟ ପକାଇ ବାକୁ ଆସିଥିଲେ ସେତେବେଳେ ବି ବହୁତ୍ ଖରାପ୍ ଲାଗିଥିଲା । ଆଉ ଘରକୁ ଫେରିବା ପରେ ସେ ବହୁତ୍ ଅନୁତାପ କରିଛନ୍ତି ତାଙ୍କ ଭୁଲ୍ କୁ ନେଇକି।

ଆଉ ଯେ ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିଛି ସେହି ଭିତରେ ସେ କେବେ ହେଲେ ଗାଡ଼ି ଚଳାଇବେ ନାହିଁ । ଆଉ ଯଦି ଗାଡ଼ି ଚଳାନ୍ତି ତାହେଲେ ତାଙ୍କ ବେକରେ ଚପଲ ମାଳ ପକେଇଲେ ବି ସେ ଖରାପ ଭାବିବେ ନାହିଁ ସେ ସେଥିପାଇଁ ଯୋଗ୍ୟ ବୋଲି କହିଛନ୍ତି ।ଆଉ ସେ ସବୁ ଡ୍ରାଇଭର ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘ ର ଏହି ଅନଶନ ଜାରି ରହିଛି ସେ ପର୍ଯ୍ୟନ୍ତ କେହି ବି ଡ୍ରାଇଭର ଗାଡ଼ି ଚଲାନ୍ତୁ ନାହିଁ । କାହିଁକି ନା ସେମାନେ ଯାହା ବି କରୁଛନ୍ତି ସେଥିରେ ସବୁ ଡ୍ରାଇଭର ମାନଙ୍କ ର ପ୍ରୋଫିଟ ହେବ । ସେ ତାଙ୍କ ଭୁଲ୍ ବୁଝି ପାରିଛନ୍ତି ଏବଂ କ୍ଷମା ମାଗିଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *