Breaking News

ମୋ ଭଉଣୀର ସିନେମା ରିଲିଜ ହୋଇଛି, ବହୁତ ଏକସାଇଟ ଅଛି – ଲିପ୍ସା ମିଶ୍ର (Lipsa Mishra) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନ ଙ୍କ ମନୋରଂଜନ କରାଇବା ପାଇଁ ପ୍ରତି ବର୍ଷ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଥାଏ । ଯାହାକୁ ଦର୍ଶକ ମାନେ ଦେଖିବା ସିନେମା ହଲ ଯାଇ ଥାଆନ୍ତି ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଦର୍ଶକ ମାନ ଙ୍କ ସଂଖ୍ୟା କମିବା ରେ ଲାଗିଛି କାରଣ ଲୋକ ଯେଉଁଭଳି ଚଳଚ୍ଚିତ୍ର ଦେଖିବା ପାଇଁ ଚାହୁଁଛନ୍ତି ତାହା ସେ ଦେଖିବାକୁ ପାଉ ନାହାଁନ୍ତି ।
ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି। ରେ ଏମିତି ଏକ ଚଳଚ୍ଚିତ୍ର ନିର୍ମିତ ହେଉଛି ଯାହାକି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଦର୍ଶକ ମାନେ ଏହି ଚଳଚ୍ଚିତ୍ର ଟି କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି , ହଁ ବନ୍ଧୁ ଏହି ଚଳଚ୍ଚିତ୍ର ରେ ଆମ ଓଡ଼ିଶା ର ପରମ୍ପରା ସଂସ୍କୃତି ବିଷୟ ରେ ରହିବା ସହ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନେଇ ଏହି ଚଳଚ୍ଚିତ୍ର ଟି ହୋଇଛି ।

ଏହି ଚଳଚ୍ଚିତ୍ର ଟି ହେଉଛି ମହାବାହୁ , ଏହି ଚଳଚ୍ଚିତ୍ର ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଚଳଚ୍ଚିତ୍ର ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସୁଛନ୍ତି । କିଛି ସିନେମା ହଲ ରେ ମଧ୍ୟ ରିଲିଯ ହୋଇଛି , ଏହି ଚଳଚ୍ଚିତ୍ର ଟି କୁ ଦେଖି ଅନେକ ଦର୍ଶକ ମାନେ କାନ୍ଦି ଛନ୍ତି । ଏହି ଚଳଚ୍ଚିତ୍ର ର ପ୍ରଡ୍ୟୁସର ହେଉଛନ୍ତି ରମେଶ ବାରିକ ।

ତାଙ୍କର ସମସ୍ତ ଚଳଚ୍ଚିତ୍ର ଠାରୁ ଏହି ମହାବାହୁ ଚଳଚ୍ଚିତ୍ର ଟି ସବୁଠୁ ସୁପର ହିଟ ହୋଇଛି ।ରମେଶ ବାରିକ ଙ୍କ ଓଡିଆ ଇଣ୍ଡଷ୍ଟ୍ରି ରେ ୨୨ ଟି ଚଳଚ୍ଚିତ୍ର କରିଛନ୍ତି ଓ ତାଙ୍କ ପ୍ରଥମ ଚଳଚ୍ଚିତ୍ର ଟି ହେଉଛି ରୋମିଓ ଜୁଲିଏଟ । ବନ୍ଧୁଗଣ ଏହି ଚଳଚ୍ଚିତ୍ର ରେ ନଜର ଆସୁଛନ୍ତି ଅଭିନେତା ଆକାଶ ଓ ଶ୍ରୀତମ ଦାସ । ଏହି ମହାବାହୁ ଚଳଚ୍ଚିତ୍ର ରେ ଅଭିନେତ୍ରୀ ପୂନମ ନଜର ଆସୁଛନ୍ତି ଏବଂ ଶିଶୁ ଚରିତ୍ର ରେ ନଜର ଆସୁଛନ୍ତି ଅଭିନେତା ଶ୍ରୀତମ ଦାସ ଙ୍କ ଝିଅ ।

ବର୍ତ୍ତମାନ୍ ସମୟ ରେ ଏହି ଫିଲ୍ମ ଟି ସୂପଟ ହିଟ ହୋଇଛି ଓ ଏହାକୁ ନେଇ ଅଭିନେତ୍ରୀ ଲିପ୍ସା ମିଶ୍ର କହିଛନ୍ତି ଯେ ଫିଲ୍ମ୍ ଟି ଭଲ ହୋଇଛି ଓ ଏହି ଫିଲ୍ମ ରେ ମୋ ଭଉଣୀ ପୂନମ ଙ୍କ ଚଳଚିତ୍ର ସିନେମା ହଲ ରେ ରିଲିଯି ହେଉଛି ଓ ସେଥିପାଇଁ ସେ ବହୁତ୍ ଏକ୍ସାଇଟେଡ ଅଛନ୍ତି ବୋଲି କହିଛନ୍ତି । ଏହି ଭଳି ଅନେକ କଥା କହିଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *