ଆପଣ ମାନେ ଜାଣିଥିବେ କିଛି ଘଟଣା ଘଟିଥିଲା ଯାହାକି ସୋସିଆଲ୍ ମିଡିଆ ରେ ଭାଇରାଲ ହୋଇଛି । ଆପଣ ମାନେସବୁବେଳେ ସୋସିଆଲ୍ ମିଡ଼ିଆ ରେ କିଛି ନା କିଛି ଭିଡିଓ ଭାଇରାଲ୍ ହେବାକୁ ଲାଗୁଚି । ତେବେ ଆପଣ ମାନେ ଜାଣିଥିବେଯଦି ଆପଣ ମାନେ ଏହି ବିଷୟ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମର ଲେଖି ଥିବା ଏହି ଲେଖାଟିକୁ ଆପଣ ମାନେ ସମ୍ପୁର୍ଣ୍ଣ ରୂପେ ପଢ଼ନ୍ତୁ ତାହେଲେ ଆପଣ ମାନେ ଜାଣି ପାରିବେ ସମ୍ପୁକ୍ତ ବିବରଣୀ ବିଷୟ ରେ ପ୍ରକୃତି ମିଶ୍ର କଣ କହୁଛନ୍ତି ଆସନ୍ତୁ ଜାଣିବା ।
ଆପଣ ମାନେ ଜାଣିଛନ୍ତି କିପରି ଭାବରେ ଭିଡିଓ ଗୁଡିକ ଭାଇରାଲ୍ ହେଉଛି । ତେବେ ସେ ସାଧରଣତ ଲୋକ ନୁହଁ ସେଥିରେ ସେଲିବ୍ରିଟି ଭିଡିଓ ଆଦି ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି । ଏହି କିଛି ଦିନ ହେଲା ବାବୁଶାନ୍ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କ ଭିଡିଓ ପୁରା ନିଆଁ ଭଳି ଭାଇରାଲ୍ ହେଇଚି । ଏହା ହେବା ଦ୍ବାର ସମାଜ କୁ ଖରାପ ପ୍ରଭାବ ପକାବ ତାହେଲେ ଏ ସବୁ ବହୁତ ଖରାପ କଥା ଆଉ ସମସ୍ତେ ଖରାପ ଭାବିବେ ତାହା ସହ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ବହୁତ ଖରାପ ରେ ଗତି କରିବେ ।
ତେବେ ଏହି ଖରାପ ପ୍ରଭାବ କେବଳ ସାଧାରଣ ଲୋକ ଙ୍କ ଉପରେ ନୁହଁ କୁ ସିନେମା ଉପରେ ନୁହେଁ ଏହା ମଧ୍ୟ କିଛି ଲୋକ ଙ୍କ ବ୍ୟକ୍ତିକତ୍ ଭାବରେ ଭି ପଡିବ । କାରଣ ବାବୁଶାନ୍ ହେଉ ପ୍ରକୃତି ଏମାନେ କେବଳ ସେଲିବ୍ରିଟି ନୁହନ୍ତି ଏମାନେ ଗୋଟିଏ ଗୋଟିଏ ପରିବାର ର ସଦସ୍ୟ ମଧ୍ୟ ଅଟନ୍ତି । ତେଣୁ ଏହି ଝଗଡା ମଧ୍ୟ ଥମି ଯାଇଥିଲା । ଏହି କିଛି ଦିନ ତଳେ ବାବୁଶାନ୍ ସୋସିଆଲ ମିଡ଼ିଆ ମାଧ୍ୟମ ରେ କ୍ଷମା ମାଗି ଥିଲେ ଆଉ କହିଥିଲେ ଏମିତି ଆଉ ଭୁଲ ହେବ ନାହିଁ ।
ଏହି ଭିଡିଓ ଭାଇରାଲ୍ ହେବାରେ 3 ଦିଜ୍ ହେଇନି ଏପଟେ ପ୍ରକୃତି ମିଶ୍ର ଙ୍କ ର ଏକ ଭିଡିଓ ନିଆଁ ଭଳି ଭାଇରାଲ ହେଉଛି । ଯେଉଁଠି ରେ ସେ କହିଛନ୍ତି ତାଙ୍କୁ ନ୍ୟାୟ ଦେବା ପାଇଁ । ତେବେ ଏ ନେଇ ପ୍ରକୃତି ମିଶ୍ର କ’ଣ କହିଛନ୍ତି ଆସନ୍ତୁ ଜାଣିବା । ପ୍ରକୃତି ମିଶ୍ର କହିଛନ୍ତି ମୋ ସାଙ୍ଗରେ ଯାହା ବି ହେଇଛି ଜଷ୍ଟିସ କି ଇନ୍ ଜଷ୍ଟିସ ଆପଣ ମାନେ ସମେସ୍ତେ ଜାଣିଛନ୍ତି ବା ସାରା ଦୁନିଆ ଦେଖିଛି । ମାନ୍ୟବର କୋର୍ଟ ଉପରେ ବହୁତ ବଡ଼ ବିସ୍ଵାସ ଓ ଭରସା ଅଛି । ମୋତେ ମୋ ସେୟାର ଅଫ୍ ଜଷ୍ଟିସ ମିଳିବ ।