Breaking News

ମୋ ସୀମା ଭିତରେ ରହି ମୁଁ ଡାନ୍ସ କରିଛି , କାହାର ଯଦି କିଛି …: ଆଇଟମ ନାଚକୁ ନେଇ ପ୍ରତିକ୍ରିୟା ରଖିଲେ ରାନୀ( Rani ) … ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଙ୍କ ବିଷୟ ରେ ଯାହାଙ୍କ ଉପରକୁ ଜଣେ ମହିଳା ଙ୍କ ର ଚପଲ୍ ଫିଙ୍ଗି ଥିଲେ ଆଉ ଏହି କଥା ଟି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଚି । ଯାହାକି ଏହି ଘଟଣା ଟି ଭଦ୍ରକ ଜିଲ୍ଲା ରେ ହୋଇଛି ଯାତ୍ରା ରେ ମେଲୋଡି ହେବା ସମୟ ରେ ରାନୀ ପ୍ରିୟଦର୍ଶିନୀ ଙ୍କ ଉପର କୁ ଜଣେ ମହିଳା ଚପଲ ମାଡ଼ କରଛନ୍ତି । ତେବେ ଏହି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ଯାହା ଏପର୍ଯ୍ୟନ୍ତ ଜଣା ପଡିଛି ରାନୀ ପ୍ରିୟଦର୍ଶିନୀ ଅଶ୍ଳୀଳ ଇଙ୍ଗିତ କରି ନାଚୁ ଥିଲେ । ଆଉ ସେଠାକୁ ଚପଲ ଫୋପାଡି ଥିବା ମହିଳା ଜଣକ ପରିବାର ନେଇ ଯାଇ ଦେଖୁ ଥିଲେ ନାଟକ ସେହି ନୃତ୍ୟ ଦେଖି ତାଙ୍କୁ ଖରାପ ଲାଗି ଥିଲା ଆଉ ସିଧାସଳଖ ତାକୁ ବନ୍ଦ କରିବା ପାଇଁ ଚପଲ୍ ଫୋପାଡ଼ି ଥିଲେ ସେହି ଅଭିନେତ୍ରୀ ଉପର କୁ । ଏ ସବୁ ପରେ ମଧ୍ୟ ରାନୀ ପ୍ରିୟଦର୍ଶିନୀ କହୁଛନ୍ତି ସେ ଆଇଟମ ସଙ୍ଗ ରେ କିଛି ଅଶ୍ଳୀଳ କରି ନାହାନ୍ତି କିନ୍ତୁ ଏହି ଅଶ୍ଳୀଳ ନାଚ କୁ ନେଇ ବର୍ତ୍ତମାନ ସମୟରେ ବହୁତ ବିରୋଧ ହେଉଛି ଯାହା ଆପଣ ମାନେ ଭାଇରାଲ ଭିଡିଓ ମାଧ୍ୟମ ରେ ଦେଖି ପାରୁ ଥିବେ ।

ଯେଉଁ ମହିଳା ଚପଲ୍ ଫୋପାଡ଼ି ଥିଲ୍ଵ୍ ସେହି ମହିଳା ଙ୍କ ନାଁ ହେଉଛି ମନ୍ଦାକିନି । ସେ ବହୁତ ଭଲ ପାଆନ୍ତି ନାଟକ କୁ ଯିଏ କି ବହୁତ କଳା ପ୍ରେମୀ ଲୋକ । ଏହି ଅଭିନେତ୍ରୀ ଙ୍କ ର ଅଶ୍ଳୀଳ ଡ୍ୟାନ୍ସ କୁ ଦେଖି ତାଙ୍କୁ ବହୁତ ଖରାପ ଲାଗି ଥିଲା ଯାହା ପାଇଁ ମହିଳା ଜଣକ ଅଭିନେତ୍ରୀ ଉପରକୁ ଚପଲ୍ ପିଙ୍ଗି ଥିଲେ । ଏତେ ସବୁ ହେଲା ପରେ ମଧ୍ୟ ରାନୀ ପ୍ରିୟଦର୍ଶିନୀ ତାଙ୍କ୍ ର ଭୁଲ କୁ ମାନୁ ନାହାନ୍ତି ସେକହୁଛନ୍ତି କି ସେ ଡ୍ୟାନ୍ସ ରେ କୌଣସି ଅଶ୍ଳୀଳତା କରି ନାହାନ୍ତି । ରାନୀ ପ୍ରିୟଦର୍ଶିନୀ ଙ୍କ କହିବା ଅନୁଯାୟୀ ଏବେ ଯାହା ତାଙ୍କୁ ନେଇ ଭିଡିଓ ଚାଲୁଛି ଏ ସବି ବୃଥା ରେ କହୁଛନ୍ତି ତାଙ୍କ ପାଖ ରେ ସମୟ ନାହିଁ ବୋଲି ଅନ୍ୟ ମାନଙ୍କ ର ସମୟ କୁ ନଷ୍ଟ କରୁଛନ୍ତି ।

ଯଦି କିଛି ଦେଖିବାର ଅଛି ତେବେ ରାନୀ ଙ୍କ ର କଳା କୁ ଦେଖନ୍ତୁ ତାଙ୍କ ଡ୍ୟାନ୍ସ କୁ ଦେଖନ୍ତୁ ଏମିତି କାହାକୁ ମିଛ ଆରୋପ ରେ ଫସାନ୍ତୁ ନାହିଁ । ତାହା ସହ ରାନୀ ପ୍ରିୟଦର୍ଶିନୀ କହିଛନ୍ତି ସେ ଡ୍ୟାନ୍ସ କଲା ସମୟ ରେ 5 ହଜାର ଦର୍ଶକ ବହୁତ ପସନ୍ଦ କରୁଥିଲେ ଆଉ ମଜ୍ଜା କରୁ ଥିଲେ ଆଉ ସେ ନିଜର ଡ୍ୟାନ୍ସ ଙ୍କୁ ଭଲ ରେ ଦେଖାଉ ଥିଲେ ଯାହା କି ଆଇଟମ ସଙ୍ଗ ଥିଲା । ରାଣୀ ବରମ୍ବାର କହୁ ଥିବାର ନଜର ରେ ଆସିଛନ୍ତି କି ସେ ତାଙ୍କ ର ସୀମା ଭୀତ ରେ ନାଚିଛନ୍ତି ସେ ସୀମା ଉଲଙ୍ଘନ୍ କରି ନାହାନ୍ତି ତାଙ୍କ ପ୍ରଫୋମାନ୍ସ ପାଇଁ ତାଙ୍କୁ ଦର୍ଶକ ମନ୍ଵ୍ ବହୁତ ଭଲ ପାଆନ୍ତି । ଯେଉଁ ମହିଳା ଜଣକ ଅଭିଯୋଗ କରିଛନ୍ତି ତାହା ତାଙ୍କ ର ବେକାର ଚିନ୍ତଧାରା ସେଥି ପାଇଁ ସେ ଅଭିଯୋଗ କରିଛନ୍ତି ।

ତାଙ୍କ ର ଯଦି ଅଭିଯୋଗ କରିବାର ଥିଲା ତହେଲେ ସେ ଯାତ୍ରା ର ମାଲିକ ଙ୍କୁ ଅଭିଯୋଗ କରି ପାରି ଥାନ୍ତେ କି ମ୍ୟାନେଜର୍ କୁ ଅଭିଯୋଗ କରି ପାରି ଥାନ୍ତେ କି ନହେଲେ ଯାତ୍ରା କମିଣ୍ଟି ଲୋକ ଙ୍କ ସହ ଯାତ୍ରା ପେଣ୍ଡାଲ୍ ପଛରେ କଥା ହୋଇ ପରି ଥାନ୍ତେ ଏମିତି ନିଜେ ଆଇନ କୁ ହାତ ମୁଠା କୁ ନେବା ଠିକ ନଥିଲା ଏମିତି କିଛି କହି ଥିବାର ନଜର ରେ ଆସିଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *