ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଅଭିନୟ ଅପେକ୍ଷା ନିଜ ବିବାଦ ପାଇଁ ବେଶ୍ ଲୋକ ପରିଚିତ ।
ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ରାନୀ । ତାହେଲେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବହୁତ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ରାନୀ ପଣ୍ଡା ପୁଣି ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ରାନୀ ପଣ୍ଡା ଗଣ ମାଧ୍ୟମ ନିକଟ ରେ ସିଧା କହିଛନ୍ତି ପୂର୍ବ ରୁ ପଛ ପଟ ଖୋଲିଥିଲି ଏଥର ଆଗ ପଟୁ ଖୋଲିବି ।
ଏହି ଭଳି ପ୍ରତିକ୍ରିୟା ରାନୀ ପଣ୍ଡା କଣ ପାଇଁ ଦେଲେ ତାହା ଆଜି ଆମେ ଜାଣିବା । ଅଭିନେତ୍ରୀ ରାନୀ ପଣ୍ଡା ନିଜ ଜବରଦସ୍ତ ଅଭିନୟ ଓ ନାଚ ପାଇଁ ସେ ବେଶ୍ ଲୋକ ପ୍ରିୟ ହେବା ସହିତ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବ ରେ ବେଶ୍ ପରିଚିତ ।
ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅନେକ ବିବାଦ ର ଏକୁଟିଆ ସାମ୍ନା କରି ବେଶ୍ ଲୋକ ପରିଚିତ ହୋଇପାରିଥିଲେ । ଖଣ୍ଡଗିରି ଯାତ୍ରା ରେ ଏକ ନାଟକ ପ୍ରସ୍ତୁତ ହୋଇଛି ଯାହାକି ରାନୀ ପଣ୍ଡା ଅତୀତ ର ଘଟଣା କୁ ନେଇ ହୋଇଛି ଓ ସେଥିପାଇଁ ସେ କହିଛନ୍ତି ଦର୍ଶକ ମାନ ଙ୍କୁ ଆପଣ ମାନେ ଆସି ଏହି ଯାତ୍ରା ଟି କୁ ଦେଖନ୍ତୁ ।
ଯଦି ଯାତ୍ରା ସ୍ଵର୍ଣ୍ଣ ମନ୍ଦିର କୁ ରାନୀ ପଣ୍ଡା କୁ ଖଣ୍ଡଗିରି ମନା ତାହେଲେ ପୁଣି ଆଗ ପଟ ଖୋଲିବି, କଣ ହେବ ରାନୀ ପଣ୍ଡା କହି ପାରିବେ ନାହିଁ ତାଙ୍କୁ କେହି ଦୋଷ ଦେବେ ନାହିଁ ବୋଲି ସେ କହିଛନ୍ତି । ରାନୀ ପଣ୍ଡା କାହାକୁ ବି ଭୟ କରନ୍ତିନି କାରଣ ସେ କାହାର ଖାଈ ନାହାଁନ୍ତି , ଏହି ଭଳି ଭାବେ ସେ ଅନେକ କଥା କହିଛନ୍ତି ।
ସେ ଏହା କରିବା ପରେ ତାଙ୍କୁ କେହି ବି ଦୋଷ ଦେବେ ନାହିଁ ବୋଲି ସେ ଆଗୁଆ କହି ସାରିଛନ୍ତି ସମାଜ ସେବୀ ମାନ ଙ୍କୁ । ଆପଣ ମାନେ ଜାଣିଥିବେ ଯେ ରାନୀ ପଣ୍ଡା କାହାକୁ ବି ଡରନ୍ତିନି । ରୋକ ଠୋକ କଥା କହି ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ଯେମିତି କି ବର୍ତ୍ତମାନ୍ ବେଶ୍ ଚର୍ଚ୍ଚା ଅଛନ୍ତି ନିଜ ପ୍ରତିକ୍ରିୟା କୁ ନେଇ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।