Breaking News

ଯଦି ବିବାହ ସମୟରେ କନ୍ୟାର ଋ-ତୁ-ଶ୍ରା-ବ ହୁଏ ତେବେ ଏହି ସମୟରେ କଣ କରିବେ ଜାଣନ୍ତୁ

ଦର୍ଶକ ବନ୍ଧୁ ବିବାହ ହେଉଛି ୮ ପ୍ରକାର ଓ ସେଗୁଡିକ ହେଉଛି ବ୍ରହ୍ମ, ଦୈବ, ଆର୍ଷ, ପ୍ରଜାପତ୍ୟ, ଆସୁର, ଗାନ୍ଧର୍ବ୍ୟ, ରାକ୍ଷସ ଓ ପିଶାଚ । ତେବେ ଏଥି ମଧ୍ୟ ରୁ ୪ ପ୍ରକାର ବିବାହ ଶାସ୍ତ୍ର ସମ୍ମତ ହୋଇଥାଏ ଓ ଏହି ୪ ଟି ହେଉଛି ବ୍ରହ୍ମ, ଦୈବ, ଆର୍ଷ୍ ଓ ପ୍ରଯାପତ୍ୟ ।


ତେବେ ବନ୍ଧୁଗଣ ବର୍ ଠାରୁ ଧନ ଦେଇ ତାକୁ କନ୍ୟା ଦେଲେ ତାହାକୁ ଆସୂର୍ ବିବାହ କୁହାଯାଇ ଥାଏ । ତେବେ ଯଦି ନିଜ ଇଚ୍ଛା ଅନୁଯାୟୀ ବର୍ କନ୍ୟା କୁ ବିବାହ କରିଥାଏ ତାହା କୁ ଗାନ୍ଧାର୍ବ୍ୟ ବିବାହ କୁହାଯାଏ । ତେବେ ବନ୍ଧୁଗଣ ସେହି ଗୁଡ଼ିକ ରାକ୍ଷସ ବିବାହ ହେଉଛି ଯେଉଁ ମାନେ କନ୍ୟା ବାପା ଠାରୁ କନ୍ୟା କୁ ଛଡ଼ାଇ ଆଣି ଥାଆନ୍ତି ।

ତେବେ କନ୍ୟା ମିଛ କହି କପଟ କରି ବିବାହ କଲେ ତାକୁ ପି-ଶା-ଚ ବିବାହ କୁହାଯାଏ । ନିଜ ଘର କୁ ବର୍ କୁ ନିମନ୍ତ୍ରଣ କରି ଆଣି ଶକ୍ତି କନ୍ୟା କୁ ଅଳଙ୍କୃତ କରି ବିବାହ ଦେଲେ ତାଙ୍କ ଠାରୁ ଉତ୍ପନ ପୁତ୍ର ଉଭୟ କୁଳ ର ଏକୋଇସ ପୁରୁଷ ଉଦ୍ଧାର କରି ଥାଏ ।

ବାତୁଲ , ପତିତ, କୁଷ୍ଠରୋଗ, ନପୁଂସକ ଓ ନିଜ ଗୋତ୍ର ରେ ଜାତ, ଅନ୍ଧ ବଧିର ଓ ଅପସ୍କର ରୋଗୀ ଙ୍କୁ କନ୍ୟା ଦେବା ଅନୁଚିତ୍ । ତେବେ ବର୍ କୁଲ , ସ୍ବଭାବ,ବୟସ, ରୂପ, ବିଦ୍ୟା ଧନ ଓ ପିତ୍ରାଦି ର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦାନ କରିବା ଉଚିତ୍ ।

ଯେଉଁ ପୁରୁଷ ର ଗୃହ ଓ ଗ୍ରୀବା ସୁଦୃଢ଼ ହୋଇଥିବ , ଶୁକ୍ର ଗାଢ଼ ହୋଇଥିବ, ମୂତ୍ର ଶବ୍ଦ ଓ ଫେଣ ମୁକ୍ତ ହୋଇଥିବ ତାକୁ ଉତ୍ତମ ଲକ୍ଷଣ ଯୁକ୍ତ ପୁରୁଷ କୁହାଯାଏ ।ବର୍ ର ମାତା ନାମ ସହିତ କନ୍ୟା ର ନାମ ଯଦି ସମ୍ମାନ ହୋଇଥାଏ ତେବେ ବିବାହ ସେଠାରେ ଅନୁଚିତ୍ ।

ଯେଉଁ କନ୍ୟା ମାନେ ଲ-ଜ୍ଜ୍ୟା ହିନ, ସ୍ବଭାବ ଉଗ୍ର , ଦାନ୍ତ ଅସୁନ୍ଦରତା , ଆଖି ଟା ପିଙ୍ଗଲ ବର୍ଣ୍ଣ , ସର୍ବାଙ୍ଗ ଲୋମ ଯୁକ୍ତ ଭଳି ଏହି ପରି କନ୍ୟା କୁ ବିବାହ କରିବା ଅନୁଚିତ୍ । ତେବେ ଯେଉଁ କନ୍ୟା ର କେସ ଉତ୍ତମ , ଶ୍ୟାମା,ଦେହ ରେ ଅଳ୍ପ ଲୋମ ଯୁକ୍ତ, ଚରିତ୍ର ଭଲ, ଦାନ୍ତ ସୁନ୍ଦର ତେବେ ଯୁବତୀ ଙ୍କୁ ବିବାହ କରିବା ପାଇଁ ଯୋଗ୍ୟ ଅଟେ ।

ତେବେ ସମାନ ପ୍ରକାରର ଜାତ କନ୍ୟା , ଗୁରୁ ର ସନ୍ତତି, ଶିଷ୍ୟ ର ସନ୍ତତି ଏହି ଭଳି ଙ୍କୁ ବିବାହ କରିବା ନିଶିଦ୍ଧ ଅଟେ । ବଡ ଭାଇ କରିବା ପୂର୍ବ ରୁ ସାନ ଭାଇ ବିବାହ କଲେ ତାକୁ ପତିତ କୁହା ଯାଇଥାଏ । ତେବେ ବଡ ଭାଇ ଶା-ରି-ରୀ-କ ରୋଗ ରେ ପୀଡ଼ିତ କିମ୍ବା ବିଦେଶ ରେ ରହି ଥାଆନ୍ତି ତେବେ ସାନ ଭାଇ କୁ ବିବାହ କରିବା ଉଚିତ୍ ।

ତେବେ ଗୋଟିଏ ବର୍ଷ ରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ୍ । ତେବେ କନ୍ୟା ବିଧବା ହୋଇଯାଇଥାଏ ଯଦି ସେ ୬ ମାସ ଭିତରେ ବିବାହ କରି ଥାଆନ୍ତି । ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇ ଥିବା ସନ୍ତାନ ଏକ ଦିନ ରେ ଓ ଏକ ମଣ୍ଡପ ରେ ବିବାହ କରି ପାରିବେ ।

ବିବାହ ଚାଲୁଥିବା ସମୟ ରେ ଅଶୌଚ ଘଟିଲେ କର୍ମ ବନ୍ଦ କରିବା ଉଚିତ ନୁହେଁ । ବିବାହ ଆରମ୍ଭ ହେବ ପୂର୍ବ ରୁ ଅ-ଶୌ-ଚ ଘଟିଲେ କର୍ମ ବନ୍ଦ ହେବା ଉଚିତ । ବିବାହ ସମୟ ରେ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସଂସ୍କାର କରାଇ ବିବାହ କରାଇବା ଉଚିତ୍ । କନ୍ୟା ଦାନ , ଦୀପ ଦାନ ଅନ୍ନ ଦାନ , ଆଶ୍ରୟ ଦାନ ଓ ଅଭୟ ଦାନ ରାତ୍ର କାଳ ରେ କରାଗଲେ ଅଶୁଭ ହୋଇଥାଏ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *