ଆପଣ ମାନେ ଜାଣି ଥିବେ ଯାତ୍ରା କୁ ଲୋକ ମାନେ ଦେଖି ବାକୁ ବହୁତ ଭଲ ଥାଆନ୍ତି ତାହା ଏବେ ନୁହେଁ ବହୁତ ଆଗରୁ ଦର୍ଶକ ମାନେ ବହୁତ ଭଲ ପାଇଥାନ୍ତି ନାଟକ ବା ଯାତ୍ରା କୁ ଭଲ ପାଆନ୍ତି ଦେଖିବା ପାଇଁ ତେବେ ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଭଲ ଅଭିନୟ କରି ଦର୍ଶକ ମାନଙ୍କ ପାଇଁ ।
ଲୋକ ମାନେ ଏବେ ବି ଯାତ୍ରା କୁ ବହୁତ ଭଲ ପାଆନ୍ତି କାରଣ ଜାତ୍ରା ର କାହାଣୀ ଥାଏ ନିଆରା ଆଉ କାହାଣୀ ଗୁଡିକ ବହୁତ ଭଲ ଥାଏ ପାରିବାରିକ କାହାଣୀ କୁ ନେଇ ନାଟକ କରା ଯାଇ ଥାଏ । ଆଉ ଏବେ ବି ସେ ଛୋଟ ପିଲା ହେଉ କିମ୍ବା ବୟସ୍କ ଲୋକ ସମସ୍ତେ ବହୁତ ଭଲ ପାଆନ୍ତି ନାଟକ କୁ ଦେଖିବା ପାଇଁ ।
ଆପଣ ମାନେ ଜାଣି ଥିବେ ଦୀର୍ଘ 2 ବର୍ଷ ହେବ ଯାତ୍ରା ବନ୍ଦ ହୋଉ ଥିଲା କାରଣ କୋଭିଡ୍ କଟକଣା ପାଇଁ । କୋଭିଡ ପାଇଁ ଦର୍ଶକ ମାନେ ଯାତ୍ରା କୁ ଦେଖିବାକୁ ସୁଯୋଗ ପାଇ ନଥିଲେ କି ଅଭିନୟ କରିବା ପାଇଁ କୌଣସି ପ୍ରସାସନ କୁ ସ୍ୱୀକୃତି ମିଳି ନଥିଲା କାରଣ କୋଭିଡ୍ ପାଇଁ ବହୁତ ଲୋକ ଙ୍କ ଜୀବନ କୁ ବିପଦ ଥିଲା ତେଣୁ ଯାତ୍ରା ବନ୍ଦ ଥିଲା ।
ତେବେ ବାର୍ତମାନ ସମୟ ରେ କୌଣସି କଟକଣା ନାହିଁ ତେଣୁ ନାଟକ ହେବାରେ କୌଣସି ଏବେ ଅସୁବିଧା ହେଉ ନାହିଁ । ବନ୍ଧୁଗଣ ଆପଣ ମାନେ କୋଣାର୍କ ଗଣନାଟ୍ୟ ବିଷୟ ରେ ବହୁତ ଭଲ ଭାବରେ ଜାଣିଥିବେ । କୋଣାର୍କ ଗଣନାଟ୍ୟ ଏକ ନାମୀ ଦାମୀ ଗଣନାଟ୍ୟ ଅଟେ । କୋଣାର୍କ ଗଣନାଟ୍ୟ କୁ ସାରା ଓଡିଶା ବାସୀ ବହୁତ ଭଲ ପାଇବା ଦେଇ ଥାନ୍ତି ।
କୋଣାର୍କ ଗଣନାଟ୍ୟ ରେ ବହୁତ ଭଲ ଭଲ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଆଉ ଏହାର କାହାଣୀ ସବୁ ମଧ୍ୟ ବହୁତ ଭଲ ହୋଇ ଥାଏ । ଆଉ କୋଣାର୍କ ର ନାଟକ କୁ ଦେଖିବା ପାଇଁ ଦର୍ଶକ ମାନେ ଚାହିଁ ବସି ଥାନ୍ତି କିନ୍ତୁ ଯେଉଁ କୋଣାର୍କ ଗଣନାଟ୍ୟ ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବାରେ ବ୍ୟସ୍ତ ଥାଆନ୍ତି ଆଜି ସେହି କୋଣାର୍କ ଗଣନାଟ୍ୟ ରେ ଶୋକ ର ଛାୟା ଘେରି ଯାଇଛି ।
ବନ୍ଧୁଗଣ ଯାହାଙ୍କ ପାଇଁ ଏ ଅନୁଷ୍ଠାନ ଏ କମେଡି ଉପକୃତ ହୋଇଛି । ଏହି ନାଟକ ରେ କମେଡି ପାଇଁ ଯାହାର ଥିଲା ବହୁତ ଅବଦାନ ରହିଛି ତେବେ ବହୁତ ଦୁଃଖ ର କଥା ସେ ବର୍ତ୍ତମାନ ସମୟରେ ଏ ଦୁନିଆ ରେ ଆଉ ନାହାନ୍ତି । 2 ଜଣ ଥିଲେ ମହାନ ବ୍ୟକ୍ତିତ୍ୱ ହିରୋ ବାବୁ ଓ କାଳିଆ ବାବୁ । ଯାତ୍ରା କର୍ମୀ କମେଡି କର୍ତା ଦୁଇ ଜଣ ଯାକ ଦୁର୍ଭାଗ୍ଯ ଯୋଗୁ ଆର ପାରିରେ ଅଛନ୍ତି ଆଉ ଏ ଦୁନିଆ ରେ ନାହାନ୍ତି । ଅନୁଷ୍ଠାନ୍ ତରଫ ରୁ ଯାତ୍ରା କମେଡି ତରଫରୁ ଓ ଯାତ୍ରା କମିଣ୍ଟି ତରଫ ରୁ ଓ ସେଠାରେ ଥିବା ଦର୍ଶକ ମାନେ ମିଶି ସେମାନଙ୍କ ର ମହାନ ଆତ୍ମା ର ଶାନ୍ତି ପାଇଁ 30 ସେକେଣ୍ଡ ର ନିରବ ପ୍ରାର୍ଥନା କରି ଥିଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।