Breaking News

ଯାତ୍ରା ଅଭିନେତା କାହ୍ନା (Kanha) – ମୁଁ କାହାର ନୁହେଁ ନା ଏ ସମାଜ ର ନା ମୋ ପରିବାର ର ଏମିତି କଣ ପାଇଁ କହିଲେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଯାତ୍ରା ରେ ଅଭିନୟ କରୁଥିବା ସବୁ ଅଭିନେତା ଓ ଅଭିନେତ୍ରୀ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । କାରଣ ଯାତ୍ରା କୁ ଆଜି ବି ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଆଉ ଚାହିଁ ବସି ଥାନ୍ତି ଯାତ୍ରା ବା ନାଟକ କୁ ଦେଖିବା ପାଇଁ । ସତରେ ଆଗରୁ ଲୋକ ଯେମିତି ଭଲ ପାଉଥିଲେ ନାଟକ କୁ ଦେଖିବା ପାଇଁ ଠିକ ସେମିତି ଆଜି ବି ଦର୍ଶକ ମାନେ ଯାତ୍ରା କୁ ବହୁତ ଭଲ ପାଆନ୍ତି ଦେଖିବା ପାଇଁ ।

ଆଉ ଦର୍ଶକ ମାନେ ଜାଣି ଥିବେ ଦୀର୍ଘ 2 ବର୍ଷ ହୋଇ ଯିବ କୋଭିଡ୍ କଟକଣା ପାଇଁ ଯାତ୍ରା ବନ୍ଦ ଥିଲା ଆଉ 2 ବର୍ଷ ପରେ ଯେତେବେଳେ ନାଟକ ପଡୁଛି ସେତେବେଳେ ସିଟ ଫୁଲ୍ ଆଉ ଟିକେଟ ସରି ଯାଉଛି ହେଲେ ଲୋକ ଙ୍କ ଭିଡ଼ ସରୁ ନାହିଁ । ଆଜି ଆମେ ଆପଣ ଙ୍କୁ ଏମିତି ଏକ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି ।

ତାଙ୍କ ଖଳନାୟକ ଭାବରେ ସମସ୍ତେ ଜାଣନ୍ତି ଆଉ ତାଙ୍କ ଅଭିନୟ ରେ ମଜ୍ଜି ଯାଆନ୍ତି ଦର୍ଶକ ମାନେ ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ମାନଙ୍କ ର ପ୍ରିୟ ଖଳନାୟକ ଅଭିନେତା କାହ୍ନା । ଯାହାଙ୍କର ଖଳନାୟକ ଶବ୍ଦ ରେ ଡରି ଯାଆନ୍ତି ଦର୍ଶକ ମାନେ । ତେବେ ଏହି ସବୁ ବିଷୟ ରେ ସମ୍ପୁର୍ଣ୍ଣ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ତାହେଲେ ଆପଣ ମାନେ ସମସ୍ତ ଖବର ପ୍ରଥମ ରୁ ଶେଷ ଯାଏ ପାଇଁ ପାରିବେ ।

ଏ ବର୍ଷ 3 ଟି ନାଟକ କରିଛନ୍ତି ଯାହାର ନାଁ ହେଲା ଆଖି ତୋର ଲୁହ ମୋର , ସଜନୀ ତ ବାଟ ରହିଛି ଚାହିଁ , ରାତି ଲାଗେ ମିଛ ସାଥି ଲାଗେ ମିଛ । ଏହି ସବୁ ନାଟକ ବହୁତ ଭଲ ହେଇଚି କିନ୍ତୁ ସବୁ ଠାରୁ ଭଲ ନାଟକ ହେଇଚି ଆଖି ତୋର ଲୁହ ମୋର ଏହି ନାଟକ ରେ ଦର୍ଶକ ମାନେ ବହୁତ କାନ୍ଦି ପକେଇ ଥିଲେ ଆଉ କାହାଣୀ ମଧ୍ୟ ବହୁତ ଭଲ ଥିଲା ଆଉ ବହୁତ ଦର୍ଶକ ମାନେ ଦେଖିବାକୁ ଭଲ ପାଇଛନ୍ତି । ସେଥିରେ କାହ୍ନା ଙ୍କ ର ବହୁତ ଭଲ ଭଲ ଡାଇଲଗ କୁ ଦେଖିବାକୁ ପାଇବେ ।

ରାତି ଲାଗେ ମିଛ ଆଉ ସାଥି ଲାଗେ ମିଛ ରେ ସେ ଦୁଷ୍ମନ୍ତ ପାଇକରାୟ୍ ରେ ଭୂମିକା ରେ ଅଭିନୟ କରିଥିଲେ ଆଉ ଅଭିନୟ ଦର୍ସକ ମାନଂକୁ ବହୁତ ଭଲ ଲାଗିଥିଲା । ଆଉ ଏହି ନାଟକ ରେ ସେ ଖଳନାୟକ ଭାବରେ ଅଭିନୟ କରିଥିଲେ ଯାହା କି ଏକ ପୋଲିସ ଭାବରେ ଅଭିନୟ କରିଥିବାର୍ ନଜର ରେ ଆସିଛନ୍ତି । ଯାହାର ଏବେ ତାଙ୍କ ର ଭିଡିଓ ଭାଇରାଲ୍ ହେବାକୁ ଲାଗୁଚି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *