Breaking News

ଯାତ୍ରା ଅଭିନେତ୍ରୀ ରାଜଶ୍ରୀ ସାହୁ (Rajashree Sahu), କୁନି ନିଜ ସଂଘର୍ଷମୟ ଜୀବନର କିଛି ଅଭୂଲା କଥା କହିଲେ ବାପା ବାଡେଇ ବାଡେଇ ଯାତ୍ରାରୁ ନେଇଯାଇଥିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ଯାତ୍ରା ଜଗତ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ତାହେଲେ ଆଜି ଆମେ ଯାତ୍ରା ଜଗତ ର ଅଭିନେତ୍ରୀ ରାଜଶ୍ରୀ ସାହୁ ଙ୍କ ବିଷୟ ରେ ଜାଣିବା ।  ଆପଣ ଅଭିନେତ୍ରୀ ରାଜଶ୍ରୀ ଙ୍କୁ ବେଶ୍ ଭଲ ଭାବରେ ରେ ଜାଣିଥିବେ ।

ଅଭିନେତ୍ରୀ ରାଜଶ୍ରୀ ଆଉ ଏକ ନାମ ରେ ମଧ୍ୟ ବେଶ୍ ପରିଚିତ ଓ ଏହି ନାମ ଟି ହେଉଛି କୁନି । କୁନି ନାମ ରେ ଦର୍ଶକ ମାନେ ଜାଣିଛନ୍ତି । ଆଜି ଆମେ ରାଜଶ୍ରୀ ଙ୍କ ଜୀବନୀ ବିଷୟ ରେ ଜାଣିବା ଯାହାକି ସେ ନିଜେ କହିଛନ୍ତି ।ରାଜଶ୍ରୀ ଏକ ସାକ୍ଷାତକାର ରେ କହିଛନ୍ତି ଯେ ସେ ୧୯୯୫ ମସିହା ରେ ଯାତ୍ରା ଜଗତ କୁ ଏଣ୍ଟ୍ରି କରିଥିଲେ । ସେ ପ୍ରଥମେ ଡ୍ୟାନ୍ସର୍ ରୂପେ ଏଣ୍ଟ୍ରି କରିଥିଲେ ତେବେ ୫ ବର୍ଷ ରହିବା ପରେ ସେ କମିଡି ଚରିତ୍ର ରେ ଅଭିନୟ କରିଥିଲେ ଓ ସେହି ସମୟ ରେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା ।

ଏହି ଅଭିନେତ୍ରୀ ଙ୍କୁ ଲୋକ ପରିଚିତ କରାଇ ପାରିଛି ଦୁଇ ଟି ନାଟକ ସୁନା ଝିଅ ଶିବାନୀ, ବଦନାମ ଗଲି ର ଝିଅ । ଅଷ୍ଟଶମ୍ଭୁ , ତ୍ରିନାଥ , ଶିବାନୀ , ବାଘା , ସୋମନାଥ ଭଳି ଅନେକ ଗଣନାଟ୍ୟ ରେ କାମ କରିଛନ୍ତି । ସେ ମଝି ରେ ୩ ବର୍ଷ ପାଇଁ ଯାତ୍ରା ଜଗତ ରୁ ଟିକିଏ ଦୂରେଇ ରହିଥିଲେ ତାଙ୍କ ପୁଅ ପାଠ ପଢା ପାଇଁ ବର୍ତ୍ତମାନ୍ ସମୟ ରେ ତାଙ୍କ ପୁଅ ର ଦଶମ ସରିଲା ଓ ସେ ବର୍ତ୍ତମାନ୍ ସମୟ ରେ ଏକାଦଶ ପଢୁଛନ୍ତି ଓ ରାଜଶ୍ରୀ ମଧ୍ୟ ତାଙ୍କ ଅଭିନୟ ପାଇଁ ଏଣ୍ଟ୍ରି କରିଛନ୍ତି ।

ଅଭିନୟ ପ୍ରତି ତାଙ୍କର ଇଚ୍ଛା ପିଲା ଟି ଦିନ ରୁ ରହିଛି । ସେ ଛୋଟ ବେଳେ ଏକ ଯାତ୍ରା ପାର୍ଟି ତାଙ୍କ ଗାଆଁ ରେ ପଡ଼ିଥିଲା ଓ ସେ ଅଭିନୟ କରିବା ପାଇଁ ଯାଉଥିଲେ କିନ୍ତୁ ଗାଆଁ ଲୋକମାନେ ତାଙ୍କ ବାପା ଙ୍କୁ ନିନ୍ଦା କରିବାରୁ , ତାଙ୍କ ବାପା ତାଙ୍କୁ ବାଡେଇ ବାଡେଇ ସେହି ଯାତ୍ରା ରୁ ନେଇ ଆସୁଥିଲେ । ବର୍ତ୍ତମାନ୍ ସମୟ ରେ ଗାଆଁ ଲୋକ ସପୋର୍ଟ କରୁଛନ୍ତି । ସେତେବେଳେ ଗାଆଁ ଲୋକ କହୁଥିଲେ ଯେ ରାଜଶ୍ରୀ ଅଲଗା ଜାତି ର ପୁଅ କୁ ବିବାହ କରିବ ବୋଲି କାରଣ ସେ ଯାତ୍ରା ଜଗତ ରେ କାମ କରୁଥିବାରୁ ।

କିନ୍ତୁ ମୁଁ ନିଜ ଜାତି ଅନୁସାରେ ବିବାହ କରିଛି ସେ ପୁଣି ଆମ ଗାଆଁ ର । ତାଙ୍କ ସହିତ ମୋ ଭଉଣୀ ର ବାହାଘର ହୋଇଥାନ୍ତା କିନ୍ତୁ ହୋଇପାରି ନଥିଲା । ପରେ ଯାତ୍ରା ରେ ସାକ୍ଷାତ ହେବା ପରେ ପ୍ରେମ ବିବାହ କରିଥିଲୁ ।ତେବେ ଶାଳୀ ହୋଇଥାନ୍ତି ସ୍ତ୍ରୀ ହୋଇଗଲି , ଗାଆଁ ରେ ଯେଉଁ ଭଳି ରୀତି ନୀତି ଅନୁସାରେ ହେବା କଥା ସେହିଭଳି ହେଲା । ଏହି ଭଳି ଅନେକ କଥା କହିଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *