ଆପଣ ମାନେ ମିଷ୍ଟର୍ ଗୁଲୁଆ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ କମେଡିୟାନ ଭିଡିଓ ମାଧ୍ୟମ୍ ରେ ଖୁବ୍ ପରିଚିତ୍ ଅଛନ୍ତି । ଆପଣା ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ ୟ୍ୟୁଟୁବର ମାନେ ବହୁତ ପ୍ରକାର ର ଭିଡିଓ ବନାନ୍ତି ଆଉ ୟ୍ୟୁଟବ ରେ ବହୁତ ପ୍ରକାର ଭିଡିଓ ଦେଖିବାକୁ ବହୁତ ଭଲ ମଧ୍ୟ ପାଇଥାନ୍ତି ।
ମିଷ୍ଟର୍ ଗୁଲୁଆ ଙ୍କ ସବୁ ଭିଡିଓ ଦେଖି ଥିବେ ଆପଣ ମାନେ ଆଉ ସେହି ସବୁ ଭିଡିଓ ବହୁତ ମଜ୍ଜା ମସ୍ତି କରିଥିଲେ । ଆପଣ ମାନେ ବିଷୟ ରେ ଜାଣିବାକୁ ଚାହୁଁଛନ୍ତି ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତାପରେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣି ପାରିବେ ।
ମିଷ୍ଟର୍ ଗୁଲୁଆ ଆଉ ତାଙ୍କ ଗ୍ୟାଙ୍ଗ୍ ବିଷୟ ରେ ସମସ୍ତେ ଜାଣିଛନ୍ତି । ତାଙ୍କ ଗ୍ରୁପ ରେ ଯେଉଁ ମାନେ ଅଛନ୍ତି ସେମାନେ ନିଜ ର ଅଭିନୟ କୁ ବହୁତ ଭଲ ଭାବରେ କରିଥାନ୍ତି । ତେବେ ସିନେମା କୁ ଯେପରି ଦର୍ଶକ ମାନେ ଦେଖି ମଜ୍ଜା ଉଠାଉଛନ୍ତି ସେହି ପରି ଦର୍ଶକ ମାନେ ଏହି ୟ୍ୟୁଟବ୍ ଭିଡିଓ କୁ ଦେଖି ମଜ୍ଜା ଉଠାଉଛନ୍ତି । ଆଉ ଦର୍ଶକ ମାନେ ଏହି ୟ୍ୟୁଟୁବ୍ ଭିଡିଓ କୁ ଏତେ ଭଲ ପାଅନ୍ତି ଯେ କେବଳ ଏହି ଭିଡିଓ ଗୁଡିକ ହିଁ ଦେଖି ଥାନ୍ତି ।
ବହୁତ ପ୍ରକାର ର ୟ୍ୟୁଟୁବ୍ ରେ ଭିଡିଓ ବନି ଥାଏ । ସେ କିଛି କାହାଣୀ କୁ ନେଇ କିମ୍ବା କମେଡିଆନ୍ । ଏମାନ ଙ୍କ ମନୋରଞ୍ଜନ କେଉଁ ସିନେମା ଠାରୁ ମଧ୍ୟ କମ୍ ନୁହଁ । ଆପଣ ମାନେ ଜଣିଥିବେ ୟ୍ୟୁଟୁବ୍ ରେ ମଧ୍ୟ ବହୁତ ସୁନ୍ଦର ସୁନ୍ଦର କମେଡି ଦେଖି ବାକୁ ପାଉଥିବେ । ତେବେ ବର୍ତ୍ତମାନ ସମୟ ରେ ମିଷ୍ଟର ଗୁଲୁଆ ଏକ ଭିଡିଓ ସେୟାର କରିଛନ୍ତି ଯାହା କି ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଚି ସୋସିଆଲ୍ ମିଡ଼ିଆ ରେ ।
ଆପଣ ମାନେ ଜାଣି ଥିବେ ବନ୍ଧୁଗଣ କି ମିଷ୍ଟର୍ ଗୁଲୁଆ ବହୁତ ଭଲ ଡ୍ୟାନ୍ସ ମଧ୍ୟ କରି ଥାନ୍ତି ତାହା ସହ ରାନୀ ପଣ୍ଡା ଙ୍କୁ ବି ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ସେ ବି ବହୁତ ଭଲ ଡ୍ୟାନ୍ସ କରନ୍ତି କାରଣ ସେ ଯାତ୍ରା ରେ ବହୁତ ଅଭିନୟ କରନ୍ତି ଆଉ ଡ୍ୟାନ୍ସ ମଧ୍ୟ କରନ୍ତି ।
ତେବେ ବନ୍ଧୁଗଣ ଏବେ ରାନୀ ପଣ୍ଡା ଓ ମିଷ୍ଟର୍ ଗୁଲୁଅ ଏକାଠି ନଜର ରେ ଆସି ଛନ୍ତି ଦୁହେଁ ମିଶି ଏ ମସ୍ତ ଡ୍ୟାନ୍ସ କରିଛନ୍ତି ଯାହା କୁ ଯିଏ ବି ଦେଖିବ ସେ ମସ୍ତ ବୋଲି କହିବ । ଦୁହେଁ ଏକ ଗୀତ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଯାହା ଏବେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି ଆପଣ ମାନେ ଥରେ ଦେଖନ୍ତୁ ଜାଣି ପାରିବେ ଦୁହେଁ ମିଶି ବହୁତ ମସ୍ତ ଡ୍ୟାନ୍ସ କରିଛନ୍ତି ଯାହା ଏବେ ନିଆଁ ଭଳି ଭାଇରାଲ ହେବାକୁ ଲାଗୁଚି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।