ଆପଣ ମାନେ ଜାଣିଛନ୍ତି ଜୀବନ ରେ ହସ ଆଉ ଖୁସି ର କେତେ ଗୁରୁତ୍ବ ପୂର୍ଣ୍ଣ୍ ରହିଛି । ଜୀବନ ରେ ହସ ଆଉ ଖୁସି କୁ ସମସ୍ତେ ଚାହାନ୍ତି କିନ୍ତୁ ଏ ବ୍ୟସ୍ତ ବହୁଳ ଜୀବନ ରେ ବାସ୍ ହସିବା ପାଇଁ କିଛି ସୁଯୋଗ ହିଁ ମିଳେ ନାହିଁ ବାସ ହସିବା ର ଗୋଟିଏ ବାହାନା ଦରକାର । ତେବେ ଆପଣ ମାନେ ଜାଣିଛନ୍ତି ସୋସିଆଲ୍ ମିଡ଼ିଆ ହେଉ କି ଟିଭି ସବୁଥିରେ କିଛି ନା କିଛି ପୋଗ୍ରାମ ଆସୁଛି ।
ତେବେ ଯାତ୍ରା ହେଉ କି ସିନେମା କିମ୍ବା ହେଉ ଧାରାବହିକ ସବୁଥିରେ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ର ଦମଦାର ଅଭିନୟ ପାଇଁ ଭଲ ସମସ୍ତ ଦର୍ଶକ ମାନଙ୍କ ହୃଦୟ ରେ ରାଜ କରି ଥାଆନ୍ତି । କିନ୍ତୁ ସବୁ ଠାରୁ ହାସ୍ୟ ଅଭିନେତା ଓ ଅଭିନେତ୍ରୀ ଙ୍କ ଅଭିନୟ ଅଧିକ ଭଲ ଲାଗେ । କାରଣ ସେ ସମସ୍ତ ଙ୍କୁ ହସେଇ ଥାଏ ।
ତେବେ ହାସ୍ୟ ଅଭିନେତା ଅଭିନେତ୍ରୀ ଙ୍କୁ ନେଇ ସବୁ ବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି । ତେବେ ହାସ୍ୟ ଅଭିନୟ କୁ ଲୋକ ମାନେ ବହୁତ ଭଲ ପାଆନ୍ତି ଦେଖିବାକୁ । ତେବେ ହାସ୍ୟ ଅଭିନେତା ଓ ଅଭିନେତ୍ରୀ ତାର ଅଭିନୟ ଦ୍ବାରା ସେ ସମସ୍ତ ଙ୍କୁ ହସେଇ ହସେଇ ଗଡେଇ ଦିଅନ୍ତି । ଅଭିନୟ ଏପରି ଏକ କଳା ଯାହା ସମସ୍ତ ଙ୍କ ଦ୍ବାରା ସମ୍ଭବ ନୁହଁ ଆଉ ଯେଉଁ ମାନେ କରନ୍ତି ତାଙ୍କ ପାଖ ରେ ବହୁତ ଅଭିନୟ ର ଟ୍ୟାଲେଣ୍ଟ୍ ଥାଏ ।
ତେବେ ଆସନ୍ତୁ ଜାଣିବା ଜଣେ ହାସ୍ୟ ଅଭିନେତ୍ରି ଙ୍କ ବିଷୟ ରେ । ଆପଣ ମାନେ ଜାଣିଛନ୍ତି ରାନୁ ଙ୍କ ବିଷୟ ରେ ଯିଏ ଯାତ୍ରା ରେ କମେଡି ସିନ୍ କରନ୍ତି । ରାନୁ ଙ୍କୁ ଅଭିନୟ କରିବା ପାଇଁ ବହୁତ ଭଲ ଲାଗେ ସେ ତାଙ୍କ ଦାଦା ଖୁଡି ଙ୍କ ସହ ଛୋଟ ବେଳୁ ଆସି ଅଭିନୟ କରିଛନ୍ତି ଆଉ ତାଙ୍କୁ ଯାତ୍ରା ବହୁତ ଭଲ ଲାଗେ ତେଣୁ ସେ ଆଉ ଯାତ୍ରା ଛାଡିକି ଯାଇ ନାହାନ୍ତି ।
ଯାତ୍ରା ରେ ମିଶିବାର 13 ରୁ 14 ବର୍ଷ ହୋଇ ଗଲାଣି । ଯାତ୍ରା ରେ ଯେତେବେଳେ ଏଣ୍ଟ୍ରି କଲେ ସେତେବେଳେ ସେ ଯାତ୍ରା ପାର୍ଟି ରେ ଡ୍ୟାନ୍ସ କରୁ ଥିଲେ । ଡ୍ୟାନ୍ସ ପରେ କ୍ୟାରକ୍ଟର କରିଥିଲେ । ରାନୁ ଙ୍କ ର ସବୁଠାରୁ ପ୍ରିୟ ନାଟକ ହେଉଛି ସୀତା ର ଜଳୁଛି ଚିତା । ସେଇଥିରେ ସେ ହିରୋଇନ ର ଭୂମିକା ରେ ପାଗଳ ରୋଲ କରୁଥିଲେ । ବର୍ତ୍ତମାନ ସମୟରେ ସେ ଧଉଳି ପାର୍ଟି ରେ ଅଛନ୍ତି । ରାନୁ ଙ୍କୁ ମଣି ନନା ଙ୍କ ସହ ଅଭିନୟ କରିବା ପାଇଁ ବହୁତ ଭଲ ପାଆନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।