Breaking News

ଯାତ୍ରା ଜଗତକୁ ବଡ ଝଟକା, ଏହି ବଡ କଳାକାରଙ୍କ ର ହେଲା ଦେ-ହା-ନ୍ତ, ତାଙ୍କ ପାଇଁ ମଞ୍ଚ ଉପରେ ହେଲା ଶୋ-କ ସଭା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ମଣିଷ ଜୀବନ ରେ କିଛି ବି ନାହିଁ , କାରଣ ମଣିଷ ଜୀବନ ରେ ଦୁଇ ଟି ସତ୍ ତାହା ହେଉଛି ଜନ୍ମ ଓ ମରଣ । ଏହି ଦୁଇ ଟି ଜିନିଷ କୁ ଛାଡି ଦେଲେ ଏହି ମଣିଷ ଜୀବନ ରେ କିଛି ସୁଖ ନାହିଁ । ମଣିଷ ମୃ-ତ୍ୟୁ କରିବା ପରେ ସେତେବେଳେ ଅମର ହୋଇଯାଏ ଥାଏ ଯେତେବେଳେ ସେ ମରିବା ପୂର୍ବ ରୁ ଲୋକ ମାନ ଙ୍କ ପାଇଁ କିଛି କାର୍ଯ୍ୟ ଓ ମଣିଷ ଙ୍କ ପ୍ରତି ଭଲ ଭଲପାଇବା ଦେଖାଇ ଥାଏ ସେ ମୃ-ତ୍ୟୁ କରିଥିଲେ ସେ ଅମର ହୋଇ ଯାଇଥାଏ ।

ଜୀବନ ରେ ଯଦି କିଛି ବି ନାହିଁ , ତାହେଲେ କଣ ନିଜ ଧନ କୁ ନେଇ ଗର୍ବ କରିବା । ଧନ କୁ ନେଇ ଗର୍ବ କରୁଥିବା ଲୋକ ଯେତେବେଳେ ଚାଲି ଯାଇଥାଏ ବା ମୃ-ତ୍ୟୁ କରିଥାଏ ତେବେ ତା ସାଙ୍ଗ ରେ କିଛି ନେଇ ନ ଥାଏ ଓ ପରେ ଆତ୍ମା ହେବା ପରେ ସେ ଅନେକ କଥା ଭାବିଥାଏ ଓ ତାର ଧନ କୁ ତାର ଅଂଶୀଦାର ମାନେ ଭାଗ ଭାଗ କରି ନେଇ ଯାଇ ଥାଆନ୍ତି ।

ବର୍ତ୍ତମାନ୍ ସମୟ ରେ ଆପଣ ମାନେ ଜାଣିଥିବେ ଯେ ଏହି ସଙ୍ଗୀତ ଦୁନିଆ ରେ ଅନେକ ଲୋକ ପ୍ରିୟ ଗାୟକ ଅଛନ୍ତି । ଏହି ଗାୟକ ମାନେ ନିଜ ଜବରଦସ୍ତ କଣ୍ଠ ରେ ଗୀତ ଗାଈ ବେଶ୍ ଲୋକ ପରିଚିତ ହୋଇ ଥାଆନ୍ତି । ଏହି ଗାୟକ ମାନ ଙ୍କୁ ଲୋକ ପ୍ରିୟ କରାଇବା ପଛ ରେ ଆହୁରି କିଛି କଳାକାର ଅଛନ୍ତି , ହଁ ବନ୍ଧୁ ସେମାନେ ହେଉଛନ୍ତି ଗୀତ ସହ ବାଜୁଥିବା ମ୍ୟୁଯିକ ସାଉଣ୍ଡ ।

ବିଭିନ୍ନ ବାଦ୍ୟ ଯନ୍ତ୍ର ର ସାଉଣ୍ଡ ମିଶି ମ୍ୟୁଜିକ ସାଉଣ୍ଡ ହୋଇଥାଏ , କିଏ ତାବେଲା ବା ଢୋଲ ବଜାଇ ଥାଏ ତ ଆଉ କିଏ ହର୍ମୋନୀୟମ , ତାହେଲେ ସମସ୍ତେ ଗୋଟେ ଗୋଟେ କଳାକାର । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଯାତ୍ରା ଜଗତ ରୁ ଆସି ଯାଇଛି ଏକ ଦୁଃଖ ଖବର । ସୂର୍ଯ୍ୟ ମନ୍ଦିର ର ଗୀତାରିଷ୍ଟ ଙ୍କ ବର୍ତ୍ତମାନ୍ ସମୟ ରେ ଦେ-ହା-ନ୍ତ ହୋଇଛି ।

ଅପେରା ସୂର୍ଯ୍ୟ ମନ୍ଦିର ଗୀତାରିଷ୍ଟ ମୃ-ତ୍ୟୁ ହେବା ପରେ ତାଙ୍କ ପାଇଁ ପ୍ରାର୍ଥନା ହୋଇଛି କୋଣାର୍କ ଗଣନାଟ୍ୟ ରେ । ଯାତ୍ରା ପରିବେଷଣ କରିବା ପୂର୍ବ ରୁ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଏହି ନୀରବ ପ୍ରାର୍ଥନା ରେ କୋଣାର୍କ ଗଣନାଟ୍ୟ ର କଳାକାର ଓ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ଠିଆ କିଛି ସମୟ ତାଙ୍କୁ ମନେ ପକାଇ ପ୍ରାର୍ଥନା କରିଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *