ବନ୍ଧୁଗଣ ଦୀପାବଳୀ ହେଉଛି ଆନନ୍ଦ ର ପର୍ବ । ଏହି ଆନନ୍ଦ ପର୍ବ ରେ ସମସ୍ତେ ବହୁତ ମଜ୍ଜା ମସ୍ତି କରି ଥାନ୍ତି । ଦୀପାବଳୀ କୁ ସମସ୍ତେ ବହୁତ ଆଗ୍ରହ ସହିତ ଅପେକ୍ଷା କରି ଥାନ୍ତି । ଏହି ପର୍ବ ହେଉଛି ମାଆ କାଳି ଙ୍କ ର ପର୍ବ ଆଉ ଏହି ପର୍ବ ଟି କର୍ତ୍ତିକ ମାସ ଅମାବାସ୍ଯା ତିଥି ରେ ପଡି ଥାଏ । ଅମାବାସ୍ଯା ରାତି ବହୁତ ଅନ୍ଧାର ର ରାତି ହୋଇ ଥାଏ କିନ୍ତୁ ମାଆ ଙ୍କ ପାଇଁ ଜଳୁ ଥିବା ଏହି ଦୀପ ର ଅଲୋକ୍ ରେ ହଜି ଯାଇ ଥାଏ ଏ ଭୟଙ୍କର ଅନ୍ଧାର ।
ଯାହା ଆମ ଜୀବନ କୁ ଖୁସି ନେଇ ଆସେ ଏହି ଆଲୋକ । ତେବେ ବନ୍ଧୁଗଣ ଆପଣ ମାନେ ଯାତ୍ରା ଅଭିନେତ୍ରି ମିଟୁନା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ସୁନ୍ଦର ଅଭିନୟ ରେ ସବୁ ଦର୍ଶକ ମାନଂକୁ ବହୁତ ସୁନ୍ଦର ଭାବରେ ନିଜ ର ଅଭିନୟ କୁ ଦେଖାଇ ଥାନ୍ତି ଆଉ ଏହି ଅଭିନୟ ପାଇଁ ଦର୍ଶକ ମାନେ ଅଭିନେତା ଓ ଅଭିନେତ୍ରି ଙ୍କୁ ବହୁତ ଭଲ ପାଇବା ଦେଇ ଥାନ୍ତି ।
ସେହି ଅଭିନେତ୍ରୀ ଯାତ୍ରା ରେ ତାଙ୍କ ର ସୁନ୍ଦର ଅଭିନୟ ଆପଣ ମାନେ ସବୁବେଳେ ଦେଖି ଥାନ୍ତି । ତେବେ କାଲି ଥିଲା ଦୀପାବଳୀ ଆଉ ଏହି ଦୀପାବଳୀ ରେ ମିଟୁନା ଆଉ ତାଙ୍କ ସ୍ବାମି କେମିତି ଏଞ୍ଜଏ କରିଛନ୍ତି ସେହି ବିଷୟ ରେ ଆପଣ ମାନେ ନିଶ୍ଚିନ୍ତ ଭାବରେ ଜାଣିବାକୁ ଚାହୁଁ ଥିବେ । ଯଦି ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ଏହି ଦୀପାବଳୀ ରେ ମିଟୁନା ତାଙ୍କ ବ୍ଲଗ୍ ମାଧ୍ୟମ ରେ ସେ ଆଉ ତାଙ୍କ ସ୍ବାମି ସମସ୍ତ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଦୀପାବଳୀ ଉପଲକ୍ଷେ । ତାହା ସହ କହିଛନ୍ତି କି ସମସ୍ତେ ତ ବାଣ ଫୁଟେଇ ଥାନ୍ତି ଯେହେତୁ ଏହା ଏକ ଖୁସି ର ସମୟ ଦୀପାବଳୀ ପର୍ବ ଅଟେ କିନ୍ତୁ ସତର୍କ ସହ ବାଣ ଫୁଟେଇବା ଦରକାର ।
ଏହି ବାଣ ଠାରୁ ପିଲା ମାନଂକୁ ଦୁରେଇ ରଖିବା ଦରକାର । ଯେହେତୁ ଆଜି ଦୀପାବଳୀ ଆଉ ଦୀପାବଳୀ ରେ ବାହାରେ ପାର୍ଟି ରେ ନାଟକ ନକରି ସେ ଘରେ ଆଜି ପରିବାର ସହ ଆଜି ସମୟ ବିତେଉଛନ୍ତି । ମିଟୁନା ଙ୍କ ପରିବାର ବହୁତ ଛୋଟ ପରିବାର ତାଙ୍କ ପରିବାର ସେ ଆଉ ତାଙ୍କ ସ୍ବାମି ଓ ତାଙ୍କ ପୁଅ । ପୁଅ ବାହାରେ ରହି ପାଠ ପଢୁଛନ୍ତି ହଷ୍ଟେଲ୍ ରହି ତେଣୁ ଦୁହେଁ ଏକା ଏବେ ଅଛନ୍ତି ଦୀପାବଳୀ ଘର କୁ ସଜେଇଛନ୍ତି ।
ଆଉ ଏହି ଦୀପାବଳୀ ଧୁମ ମଜ୍ଜା ଓ ମସ୍ତି କରି ଥିବାର ନଜର ରେ ଆସିଛନ୍ତି ଏହାର ଭିଡିଓ କରି ମଧ୍ୟ ସୋସିଆଲ୍ ମିଡ଼ିଆ ରେ ସେୟାର କରିଛନ୍ତି ଯାହା ଏବେ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଚି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।