Breaking News

ଯାତ୍ରା ଟାଇଗର ଦୈତାରୀ ପଣ୍ଡା (Daitari Panda) ଙ୍କ ଭୁବନେଶ୍ଵର ଘର ପ୍ରଥମ ଥର ପାଇଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଯାତ୍ରା ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତାହାଲେ ଯାତ୍ରା ଜଗତ ର ଏମିତି କିଛିଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁ ମାନେ ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହିତ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି । ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ଦୈତାରି ପଣ୍ଡା , ଯିଏ ନିଜ ଜବରଦସ୍ତ ଅଭିନୟ ପାଇଁ ସବୁଠିପରିଚିତ ।

ଯାତ୍ରା ଜଗତ କହିଲେ ସର୍ଵ ପ୍ରଥମେ ଦୈତାରୀ ପଣ୍ଡା ମନେ ପଡନ୍ତି । ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଦୈତାରୀ ଙ୍କୁ ଛୋଟ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ଓଡ଼ିଶା ର ଘର୍ ଘରେ ଏହି ଅଭିନେତା ଜନକ ବେଶ୍ ପରିଚିତ । ତାହେଲେ ବନ୍ଧୁଗଣ ଆଜି ଆମେ ଅଭିନେତା ଦୈତାରୀ ପଣ୍ଡା ଙ୍କ ଘର କେଉଁଠି ଜାଣିବା ବା ବର୍ତ୍ତମାନ୍ ସମୟ ରେ ସେ କେଉଁ ଠାରେ ଅଛନ୍ତି ଜାଣିବା ।

ଆସନ୍ତୁ ଜାଣିବା , ଦୈତାରୀ ପଣ୍ଡା ଯାତ୍ରା ଜଗତର ଲୋକ ପ୍ରିୟ ଅଭିନେତା , ତେବେ ଖଳଚରିତ୍ର ତାଙ୍କୁ ବେଶ୍ ଲୋକ ପରିଚିତ କରାଇ ପାରିଥିଲା ଦୈତାରୀ ଙ୍କୁ ଆପଣ ମାନେ ତାଙ୍କୁ ବହୁତ୍ ନାଟକ ରେ ଦେଖିଥିବେ ସେ ଖଳ ନାୟକ ଚରିତ୍ର ରେ ନଜର ଆସିବା ସହ ପାର୍ଥେଟିକ ଚରିତ୍ର ରେ ମଧ୍ଯ ନଜର ଆସି ଥାଆନ୍ତି । ଦୈତାରୀ ପଣ୍ଡା ଙ୍କୁ ବହୁତ୍ ବୟସ ହୋଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ହାର ମାନି ନାହାଁନ୍ତି ସେ ନିଜ ଦର୍ଶକ ମାନ ଙ୍କ ପାଇଁ ନିଜ ଅଭିନୟ ଜାରି ରଖିଛନ୍ତି ଓ ସୁସ୍ଥ ଥିଲା ପର୍ଯ୍ୟନ୍ତ ସେ ଜାରି ରଖିବେ ।

ବର୍ତ୍ତମାନ ସମୟ ରେ ସେ ଭୁବନେଶ୍ୱର ର ପଟିଆ ରେ ଅଛନ୍ତି , ପଟିଆ ରେ ଥିବା ତାଙ୍କ ଘରେ ବହୁ ଦେବା ଦେବୀ ଅଛନ୍ତି କାରଣ ସେ ଜଣେ ଉପାସକ ଓ ସେ ବ୍ରାହ୍ମଣ ମଧ୍ୟ । ବର୍ତ୍ତମାନ୍ ସମୟ ରେ ଦୈତାରୀ ପଣ୍ଡା ଙ୍କ ବାସ ଭବନ ଙ୍କୁ ତାଙ୍କ ପୁରୁଣା ସାଙ୍ଗ ମାନେ ଆସିଛନ୍ତି ଓ ନିଜ ସାଙ୍ଗ ମାନ ଙ୍କ ସହ ମିଶି କିଛି ସମୟ ତାଙ୍କ ସହ ଅତି ବାହିତ କରିଛନ୍ତି । ସବୁ ଚରିତ୍ର ରେ ଦୈତାରୀ ପଣ୍ଡା ଅଭିନୟ କରିଛନ୍ତି ,।

ଏହି ଭିଡିଓ ରେ ଦୈତାରୀ ପଣ୍ଡା ସମ୍ମାନିତ କରାଯାଇଥିବା ଅନେକ ସମ୍ମାନ ଦେଖିବାକୁ ମିଳିଛି , ସେ ଏକାଧିକ ସମ୍ନାନ ପାଇଛନ୍ତି ଆପଣ ମାନେ ଆମର ଏହି ପେଜ ରେ ଦିଆ ଯାଇଥିବା ଭିଡିଓ ରେ ଦେଖିବାକୁ ପାଉଥିବେ ଅଭିନେତା ଦୈତାରୀ ପଣ୍ଡା ଙ୍କ ବାସ ଭବନ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *