Breaking News

ଯାତ୍ରା ନାୟିକା ପିଙ୍କି କହିଲେ ହିରୋ ସୁଭାଶିଷ (Subhasish) ମୋତେ ବହୁତ…. ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଯାତ୍ରା ରେ ଅଭିନୟ କରୁଥିବା ସବୁ ଅଭିନେତା ଓ ଅଭିନେତ୍ରୀ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । କାରଣ ଯାତ୍ରା କୁ ଆଜି ବି ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଆଉ ଚାହିଁ ବସି ଥାନ୍ତି ଯାତ୍ରା ବା ନାଟକ କୁ ଦେଖିବା ପାଇଁ । ସତରେ ଆଗରୁ ଲୋକ ଯେମିତି ଭଲ ପାଉଥିଲେ ନାଟକ କୁ ଦେଖିବା ପାଇଁ ଠିକ ସେମିତି ଆଜି ବି ଦର୍ଶକ ମାନେ ଯାତ୍ରା କୁ ବହୁତ ଭଲ ପାଆନ୍ତି ଦେଖିବା ପାଇଁ ।

ଆଉ ଦର୍ଶକ ମାନେ ଜାଣି ଥିବେ ଦୀର୍ଘ 2 ବର୍ଷ ହୋଇ ଯିବ କୋଭିଡ୍ କଟକଣା ପାଇଁ ଯାତ୍ରା ବନ୍ଦ ଥିଲା ଆଉ 2 ବର୍ଷ ପରେ ଯେତେବେଳେ ନାଟକ ପଡୁଛି ସେତେବେଳେ ସିଟ ଫୁଲ୍ ଆଉ ଟିକେଟ ସରି ଯାଉଛି ହେଲେ ଲୋକ ଙ୍କ ଭିଡ଼ ସରୁ ନାହିଁ ।

ତେବେ ଆଜି ଆମେ ଆପଣ ମାନଂକୁ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାଙ୍କ ର ଅଭିନୟ ରେ ବହୁତ ମନ । ସେ ତାଙ୍କ ଅଭିନୟ କୁ ବହୁତ ଭଲ ପାଆନ୍ତି ଆଉ ଅଭିନୟ କରି ଦର୍ଶକ ମାନଂକୁ ଭେଟି ଦେବାକୁ ଚାହୁଛନ୍ତି । ବନ୍ଧୁଗଣ ଯଦି ଆପଣ ମାନେ ସମ୍ପୂର୍ଣ୍ଣ ବିବରଣୀ ଟିକୁ ଜାଣି ବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।


ତେବେ ଏହି ଅଭିନେତ୍ରୀ ଆଉ କେହି ନୁହନ୍ତି ସେ ହେଉଛନ୍ତି ଯାତ୍ରା ର ଅଭିନେତ୍ରୀ ପିଙ୍କି । ଯିଏ ତାଙ୍କ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି । ଆଉ ତାଙ୍କ ଅଭିନୟ ରେ ସମସ୍ତେ ମଜ୍ଜି ଜାଆନ୍ତି । ବନ୍ଧୁଗଣ ସେ ରଙ୍ଗ ମହଲ ର ଅଭିନେତ୍ରୀ । ପିଙ୍କି ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ଆପଣ ମାନେ । ସେ ତାଙ୍କ ଅଭିନୟ ମାଧ୍ୟମ ରେ ସାରା ଦର୍ଶକ ମାନଂକୁ ମନୋରଞ୍ଜନ କରିବାରେ ସଫଳତା ହୋଇ ପାରିଛନ୍ତି ।

ଏ ବର୍ଷ ରଙ୍ଗ ମହଲ ରେ 6 ଖଣ୍ଡ ନାଟକ ହେଇଚି । ପ୍ରାୟ ନାଟକ ରେ ସେ ନେଗେଟିଭ୍ ଓ ପଜେଟିଭି ରେ ଅଭିନୟ ଦେଖି ବାକୁ ମିଳିଛି । ଆଉ ସେ ତାଙ୍କ ଭୂମିକା କୁ ବହୁତ ସୁନ୍ଦର୍ ଭାବରେ ଦର୍ଶକ ଙ୍କ ସାମ୍ନା କୁ ଆଣି ପାରି ଛନ୍ତି । ପିଙ୍କି ଙ୍କୁ ନେଗେଟିଭ୍ ରେ ସପୋର୍ଟ କରନ୍ତି ସୁବାସିସ୍ ଭାଇ । ଦୁହେଁ ମିଶି ବହୁତ ସୁନ୍ଦର ସୁନ୍ଦର ଅଭିନୟ କରି ଦର୍ଶକ ସାମ୍ନା ଙ୍କୁ ଆଣି ଥାନ୍ତି ।

ତାଙ୍କ ର ସୁନ୍ଦର ଅଭିନୟ ପାଇଁ ସେ ହିରୋଇନ ଭୂମିକା ରେ ମଧ୍ୟ ଅଭିନୟ କରୁଛନ୍ତି ଆଉ ଅଭିନୟ କରି ଦର୍ଶକ ମାନଂକୁ ବହୁତ ଭଲ ପାଇବା ମଧ୍ୟ ଦେବାରେ ସକ୍ଷମ୍ ହେଉଛନ୍ତି ପିଙ୍କି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *