ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଏହି ଅଭିନେତା ଓ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି ।ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସବ୍ୟସଚି । ଏହି ଅଭିନେତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଓଡ଼ିଶା ଘର୍ ଘରେ ପରିଚିତ ହେବା ସହ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିବା ସହ ଅନେକ କିଛି ପାଇଛନ୍ତି । ଅଭିନୟ ଜୀବନୀ ମଧ୍ୟ ରେ ସେ ବହୁ ସାରା ଚଳଚ୍ଚିତ୍ର ରେ ନିଜ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହୋଈ ପାରିଛନ୍ତି ।
କେବଳ ଅଭିନୟ ନୁହେଁ ବାସ୍ତବିକ୍ ଜୀବନ ରେ ସେ ଜଣେ ରିଅଲ ହିରୋ ଯାହାଙ୍କ ସାହାର୍ଯ୍ୟ ପାଇଁ ଆଜି ଅନେକ ଲୋକ ଖୁସି ରେ ଅଛନ୍ତି । ସବ୍ୟ ଅନେକ ଲୋକ ଙ୍କୁ ସାହାର୍ଯ୍ୟ ର ହାତ ବଢ଼ାଇଥିଲେ କରୋନା ସମୟ ରେ । ଠିକ୍ ସେହିପରି ଭାବେ ଆପଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଜୀନା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଏହି ଅଭିନେତ୍ରୀ ଜଣକ ନିଜ ଜୀବନ ରେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ଦେଖାଇ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ବର୍ତ୍ତମାନ୍ ସମୟ ରେ ମଧ୍ୟ ସେ ନିଜ ଅଭିନୟ ଜାରି ରଖିଛନ୍ତି ।
। ତାହେଲେ ବନ୍ଧୁଗଣ ଅଭିନେତା ସବ୍ୟ ଓ ଅଭିନେତ୍ରୀ ଜୀନା ଉଭୟ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଉଭୟ ଙ୍କ ଅଭିନୟ ଆରମ୍ଭ ହୋଇଥିଲା ଆଲବମ୍ ଦୁନିଆ ରୁ , ବର୍ତ୍ତମାନ୍ ସମୟ ରେ ଉଭୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଉଭୟ ଯାତ୍ରା ଷ୍ଟେଜ ଉପରେ ନଜର ଆସିଛନ୍ତି ।
ହଁ ବନ୍ଧୁ କୋଣାର୍କ ଗଣନାଟ୍ୟ ର ଷ୍ଟେଜ ରେ ଉଭୟ ନଜର ଆସିଥିଲେ ଓ ବହୁତ୍ ସାରା ଅଭିନୟ ସାଙ୍ଗ କୁ କମେଡି କରିଥିଲେ ଯାହାକୁ ଦର୍ଶକ ମାନେ ଦେଖି ବେଶ୍ ଖୁସି ହୋଇଥିଲେ । ବିଶେଷ କରି ଅଭିନେତା ସବ୍ୟ ଙ୍କୁ ଦେଖିବା ପାଇଁ ଦର୍ଶକ ମାନେ ବହୁଳ ପରିମାଣରେ ଯାଇଥିଲେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।