Breaking News

ଯାତ୍ରା ମଞ୍ଚରେ ଡ୍ୟାନ୍ସର ରାନୀ (Rani Priyadarshini) କରୁଥିଲେ ଅ-ଶ୍ଳୀ-ଳ ନୃତ୍ୟ, ଜୋ-ତା ଫିଙ୍ଗିଲେ ମହିଳା ଦର୍ଶକ – ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣି ଥିବେ ଯାତ୍ରା ଅଭିନେତ୍ରୀ ଙ୍କ ଉପରକୁ ଜଣେ ମହିଳା ଙ୍କ ର ଚପଲ୍ ମାଡ଼ କଥା ଏହି ଖବର ଟି ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେବାକୁ ଲାଗୁଚି । ଯାହାକି ଏହି ଘଟଣା ଟି ଭଦ୍ରକ ଜିଲ୍ଲା ରେ ହୋଇଛି ଯାତ୍ରା ରେ ମେଲୋଡି ହେବା ସମୟ ରେ ଜଣେ ଅଭିନେତ୍ରୀ ଙ୍କ ଉପର କୁ ଜଣେ ମହିଳା ଚପଲ ମାଡ଼ କରଛନ୍ତି ।

ତେବେ ଏହି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଏହି ଚପଲ୍ ମାଡ଼ ଖବର ଟି ସୋସିଆଲ୍ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବାକୁ ଲାଗୁଚି । ଏହି ଅପେରା ଟି ଭଦ୍ରକ ଜିଲ୍ଲା ରେ ହୋଇ ଥିଲା ଯେଉଁଥି ରେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ନୃତ୍ୟ କରୁ ଥିବା ସମୟ ରେ ହଠାତ ଜଣେ ମହିଳା ଚପଲ୍ ମାରି ଥିଲେ ଆଉ ପରେ ଏହି ନୃତ୍ୟ କୁ ବନ୍ଧ କରି ଷ୍ଟେଜ୍ ଉପର କୁ ଯାଇ ଥିଲେ ।

ମହିଳା ଜଣକ କହିଛନ୍ତି କି ରାନୀ ପ୍ରିୟଦର୍ଶିନୀ ଅ-ଶ୍ଳୀ-ଳ ତା ର ସହ ଡ୍ୟାନ୍ସ କରୁ ଥିଲେ ଯାହା ଆମ ସଂସ୍କୃତି କୁ ଖରାପ ପ୍ରଭାବ ପକାଉଛି । ଆପଣ ମାନେ ଏହି ଭାଇରାଲ ଭିଡିଓ ମାଧ୍ୟମ ରେ ଦେଖି ପାରୁ ଥିବେ ଯାତ୍ରା ରାଜନନ୍ଦିନି ଯେତେବେଳେ ଚାଲି ଥିଲା କାଳୀ ପୂଜା ଅବସର ରହିଛି ରାନୀ ପ୍ରିୟଦର୍ଶିନୀ ଯିଏ ଅଭିନେତ୍ରୀ ଥିଲେ ଷ୍ଟେଜ୍ ରେ ନାଚୁ ଥିଲେ ।

କିନ୍ତୁ ବଡ଼ କଥା ହେଉଛି ଏହି ନାଚ କୁ ନେଇ ସେତେବେଳେ ବିବାଦ ଭିତର କୁ ଯାଇ ଥିଲା ଯେତେବେଳେ ଦର୍ଶକ ଭାବରେ ଦେଖୁ ଥିବା ଜଣେ ମହିଳା ତାଙ୍କ ନାଚ କୁ ସମ୍ପୁର୍ଣ୍ଣ। ଭାବରେ ବିରୋଦ୍ଧ କରୁ ଥିଲେ । ସେ ସେଠାରେ ଚେଲେଇ କି କହିଛନ୍ତି ଯେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଅ-ଶ୍ଳୀ-ଳ ଇଙ୍ଗିତ କରି ନାଚୁ ଥିଲେ ।

ଆଉ ସେଠାକୁ ସେହି ମହିଳା ଜଣକ ପରିବାର ନେଇ ଯାଇ ଦେଖୁ ଥିଲେ ନାଟକ ସେହି ନୃତ୍ୟ ଦେଖି ତାଙ୍କୁ ଖରାପ ଲାଗି ଥିଲା ଆଉ ସିଧାସଳଖ ତାକୁ ବନ୍ଦ କରିବା ପାଇଁ ଚପଲ୍ ଫୋପାଡ଼ି ଥିଲେ ସେହି ଅଭିନେତ୍ରୀ ଉପର କୁ ।  ସେଥି ପାଇଁ ଯାତ୍ରା କିଛି ସମୟ ପାଇଁ ବନ୍ଦ ରହି ଥିଲା ଆଉ ଯାତ୍ରା ରେ ଯେଉଁ କମିଣ୍ଟି ମେମ୍ବର ଥିଲେ ସେମାନେ ମଧ୍ୟ ସେହି ମହିଳା ଙ୍କ ସହ କଥା ହେଉ ଥିଲେ ଆଉ କିଛି ସମୟ ପାଇଁ ଯୁକ୍ତି ମଧ୍ୟ ହୋଇ ଥିଲା । ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *