ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅନେକ ନକଲି ସୁପର ଷ୍ଟାର୍ ବାହାରିଛନ୍ତି । ହଁ ବନ୍ଧୁ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ସୁପର ଷ୍ଟାର୍ ହିରୋ ମାନ ଙ୍କଭଳି ଅବିକଳ ଦେଖା ଯାଇ ଥାଆନ୍ତି ଓ ସେହି ଭଳି ଭାବେ ନାଚ ମଧ୍ୟ କରନ୍ତି । ଅନେକ ନକଲି , ସୁପର ଷ୍ଟାର୍ ଅଛନ୍ତି । ଆଜି ଆମେ ସେହି ଭଳି ଜଣେ ନକଲି ସୁପର ଷ୍ଟାର୍ ଙ୍କ ବିଷୟ ରେ ଜାଣିବା ଆମ ଓଡ଼ିଶା ର ,
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବଲିଉଡ୍ ଇଣ୍ଡଷ୍ଟ୍ରି ଠାରୁ ସାଉଥ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ସୁପର ଷ୍ଟାର ଅଛନ୍ତି । ଏହି ଷ୍ଟାର୍ ମାନ ଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବେଶ୍ ଇଚ୍ଛୁକ ଅଛନ୍ତି ଓ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ବନ୍ଧୁଗଣ ଆପଣ ମାନେ ବଲିଉଡ୍ ସୁପର ଷ୍ଟାର ଗୋବିନ୍ଦା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଭିନ୍ନ ଧରଣ ର ଅଭିନୟ ଓ ନାଚ ପାଇଁ ସେ ଓଡ଼ିଶା ଘର୍ ଘରେ ପରିଚିତ , ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଙ୍କ ନକଲ ଅନେକ ବ୍ୟକ୍ତି କରୁଛନ୍ତି ଓ ଯାହାକି ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିଥିବେ । ଆଜି ଆମେ ସେହିଭଳି ଜଣେ ନକଲି ଗୋବିନ୍ଦା ଙ୍କୁ ଦେଖିବା । ଏହି ନକଲି ଗୋବିନ୍ଦା ଆମ ଓଡ଼ିଶା ର
ନକଲି ଗୋବିନ୍ଦା ଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି । ଏହି ନକଲି ଗୋବିନ୍ଦା ଙ୍କ ଅଭିନୟ ଓ ନାଚ ,ତାଙ୍କ୍ ଢଙ୍ଗ ଆପଣ ମାନେ ଦେଖିଲେ କହିବେ ବଲିଉଡ୍ ର ଗୋବିନ୍ଦା ଯାତ୍ରା ଜଗତ ରେ । ତାହେଲେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜଣେ ବ୍ୟକ୍ତି ଯିଏ କି ଏଭର୍ ଗ୍ରୀନ ଷ୍ଟାର୍ ଗୋବିନ୍ଦା ଙ୍କ ଭଳି ଦେଖା ଯାଉଛନ୍ତି ।
ସେ ଷ୍ଟେଜ ରେ ଯେଉଁ ଭଳି ଭାବେ ନାଚ କରୁଛନ୍ତି ତାହା ଅସଲି ଗୋବିନ୍ଦା ଙ୍କ ନାଚ ସହ ମ୍ୟାଚ୍ କରୁଛି । ଏହି ଦୃଶ୍ୟ ଟି ଦେଖିବାକୁ ମିଳିଛି ଯାତ୍ରା ଜଗତ ର ଲୋକ ପ୍ରିୟ ଗଣନାଟ୍ୟ କୋଣାର୍କ ରେ । କୋଣାର୍କ ଗଣନାଟ୍ୟ ପେଣ୍ଡାଲ ରେ ନକଲି ଗୋବିନ୍ଦା , ଅସଲି ଗୋବିନ୍ଦା ଙ୍କ ଭଳି ନାଚ କରି ଦର୍ଶକ ମାନ ଙ୍କ ମନୋରଂଜନ କରାଇଛନ୍ତି । ଜବରଦସ୍ତ ନାଚ କରୁଛନ୍ତି ଗୋବିନ୍ଦା ଙ୍କ ଅନେକ ଗୀତ ରେ ।
ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ , ନାଚ କୁ ଦେଖି ବେଶ୍ ପସନ୍ଦ କରିଛନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଦୃଶ୍ୟ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି ଓ ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।