Breaking News

ଯାତ୍ରା ଷ୍ଟେଜରେ ଅଭିନେତ୍ରୀ ଏଲିନା ସାମନ୍ତରାୟ (Elina Samant roy)ହେଲେ ସ୍କୁଲ ଦିଦି , ସୋସିଆଲ୍ ମିଡ଼ିଆ ରେ ଭିଡିଓ … ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ୍ନ୍ବିସୟ୍ ରେ ବହୁତ କିଛି ଜାଣି ଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ଚୁଲବୁଲ୍ ନାୟିକା । ସେ ତାଙ୍କ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ସ୍ବତନ୍ତ୍ର୍ ଜାଗା ତିଆରି କରି ପାରିଛନ୍ତି । ଏଲିନା ଙ୍କ ସମସ୍ତେ ବହୁତ ଭଲ ଭନ୍ରେ ଜାଣିଛନ୍ତି ତେବେ ତାଙ୍କୁ ନେଇ ଏକ ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି । ଏ ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ତରଙ୍ଗ ଟିଭି ରେ ଏକ ରିୟାଲିଟ୍ ସୋ ପ୍ରସାରିତ ହେଉ ଥିଲା ଯାହାର ନାଁ ହେଉଛି କିଏ ହେବ ମୋ ହିରୋଇନ ଯାହା କୁ ହିରୋ ଅରିନ୍ଦମ ଙ୍କ ପାଇଁ ବଛା ଯାଇ ଥିଲା ଆଉ ଏହି ସୋ ରେ ବିଜେତା ହୋଇ ଥିଲେ ଏଲିନା ସାମନ୍ତରାୟ । ତାଙ୍କ ର ପ୍ରଥମ ସିନେମା ର ନାଁ ହେଲା ଇକ୍ସ୍ ତୁ ହି ତୁ । ଏହି ସିନେମା ରେ ହିରୋ ଥିଲେ ଅରିନ୍ଦମ । ସିନେମା ଟି ବହୁତ ସୁପରହିଟ୍ ହୋଇ ଥିଲା ଆଉ ଏହି ସିନେମା ର ଗୀତ ମଧ୍ୟ ଆହୁରି ସୁପରହିଟ୍ ହୋଇ ଥିଲେ । ଏହି ସିନେମା ପରେ ପରେ ଏଲିନା ଲୋକ ନଜର କୁ ଆସି ଥିଲେ ।

ଆଉ ପରେ ପରେ ଏଲିନା ବହୁତ ସିନେମା ରେ ଅଭିନୟ କରିଛନ୍ତି ସେ ବହୁତ ସୁପରଷ୍ଟାର ଙ୍କ ସହ ମଧ୍ୟ ସିନେମା କରିଛନ୍ତି । ଅନୁଭବ ସବ୍ୟସାଚ୍ଚୀ ବାବୁଶାନ୍ ମହାନ୍ତି ଏମିତି ବହୁତ ଷ୍ଟାର୍ ଙ୍କ ସେ ବହୁତ ଭଲ ଭଲ ସିନେମା କରିଛନ୍ତି ଯେଉଁଥି ପାଇଁ ଦର୍ଶକ ମାନେ ତାଙ୍କ ସିନେମା କୁ ବହୁତ ଭଲ ପାଆନ୍ତି । ଏଲିନା ପିଲା ବେଳୁ ଅଭିନୟ କୁ ବହୁତ ଭଲ ପାଉ ଥିଲେ ଆଉ ସବୁବେଳେ ଚେଷ୍ଟା କରିଥିଲେ ସିନେମା ରେ ଏଣ୍ଟ୍ରି କରିବା ପାଇଁ ଆଉ ତାଙ୍କୁ ଏକ ରିୟାଲିଟ୍ ସୋ ସୁଯୋଗ ଦେଇ ଥିଲେ । ଏଲିନା ତାଙ୍କ ସୁନ୍ଦର ଅଭିନୟ ପାଇଁ ସବୁ ଦର୍ଶକ ମାନଙ୍କ ର ପ୍ରିୟ ଅଭିନେତ୍ରୀ ଭାବରେ ପରିଚିତ ଅଛନ୍ତି । ବର୍ତ୍ତମାନ ସମୟରେ ଏକ ଯାତ୍ରା ଷ୍ଟେଜ୍ ରେ ଏଲିନା ନଜର ରେ ଆସିଛନ୍ତି ।

ପାର୍ବତୀ ଗଣନାଟ୍ୟ ରେ ନଜର ରେ ଆସିଛନ୍ତି ଏଲିନା । ତାଙ୍କୁ ଏ ମଞ୍ଚ କୁ ଦାକି ଥିବାରୁ ସେ ସମସ୍ତ ଙ୍କୁ ଧନ୍ୟଵାଦ କହିଛନ୍ତି ଆଉ ସେ ଅଧିକ ଖୁସି ଥିଲେ ଆଉ ବହୁତ ନରଭସ୍ ମଧ୍ୟ ହୋଇ ଯାଇଥିଲେ କାରଣ ଯେଉଁ ଜାଗା ରେ ଏହି ଯାତ୍ରା ହେଉଛି ସେହି ଜାଗା ରେ ବା ଏରିଆ ରେ ଏଲିନା ସ୍କୁଲ ରେ ପାଠ ପଢୁ ଥିଲେ ଆଉ ସେ ଜାଗା କୁ ଯାତ୍ରା ଦେଖିବାକୁ ଆସି ଥିଲେ ତାଙ୍କ ସ୍କୁଲ ଟିଚର୍ ଆଉ ସମସ୍ତ ଆଗ ରେ ପ୍ରଫୋମ୍ କରିବା ତାଙ୍କୁ ଟିକେ ନରଭସ୍ କରି ଦେଇ ଥିଲା

କିନ୍ତୁ ସେ ଟିଚର୍ ଙ୍କୁ ଦେଖି ଏଲିନା ବହୁତ ଖୁସି ହୋଇ ଯାଇଥିଲେ ଆଉ ସେ କହିଲେ କି ଏହା ତାଙ୍କ ର ସୌଭାଗ୍ଯ ଯାହା କି ସେ ଆଜି ପ୍ରଫୋମାନ୍ସ ଦେଉ ଥିବାର ତାଙ୍କ ଟିଚର୍ ଦେଖିଛନ୍ତି । ତାହା ସହ ଏଲିନା ବହୁତ ସୁନ୍ଦର ଡ୍ୟାନ୍ସ କରିଛନ୍ତି ଷ୍ଟେଜ୍ ରେ ଆଉ ସେ ନିଜ ର ପ୍ରଫୋମାନ୍ସ ରେ ପାର୍ବତୀ ଗଣନାଟ୍ୟ ରେ ଧମାଲ୍ କରି ଦେଇଛନ୍ତି ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *