ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବହୁତ ଲୋକ ମାନେ ଅଛନ୍ତି ଯେଉଁ ମାନେ କଳା କ୍ଷେତ୍ର୍ କୁ ବହୁତ ଭଲ ପାଇବା ଦେଇ ଥାନ୍ତି । ତେବେ ଏମିତି ଜଣେ ଅଛନ୍ତି ଯିଏ କି ନିଜ ନର୍ସ ଚାକିରୀ ଛାଡି କି ମେଲୋଡି ରେ ପଶି ଥିଲେ । ଆଉ ସେ ଏମିତି ସୁନ୍ଦର ଗୀତ ଗାଆନ୍ତି କି ତାଙ୍କ ଗୀତ ଯିଏ ବି ଶୁଣିବ ସେ ମନ୍ତ୍ର ମୁଗ୍ଧ ହୋଇ ଯିବ ।
ତେବେ ବନ୍ଧୁ ଗଣ ଆପଣ ମାନେ ଏହି ବିବରଣୀ କୁ ଯଦି ସମ୍ପୂର୍ଣ୍ଣ ଭାବରେ ଜାଣିବାକୁ ଚାହୁଁ ଛନ୍ତି ତେହେଲେ ଆପଣ ମାନେ ଆମ ଦେଇ ଥିବା ବିବରଣୀ କୁ ସମ୍ପୂର୍ଣ୍ଣ ପଢନ୍ତୁ ତଥା ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଯାଇ ଆପଣ ସମ୍ପୂର୍ଣ୍ଣ ତଥ୍ୟ କୁ ଜାଣି ପାରିବେ । ମିଟୁ ପ୍ରଧାନ ଆଉ ନମିତା ସିଙ୍ଗର ଦୁହେଁ ସ୍ବାମି ସ୍ତ୍ରୀ । ଦୁହେଁ ଏମିତି ସୁନ୍ଦର ଗୀତ ଗାଆନ୍ତି ଯାହା ଶୁଣିଲେ ଯିଏ ନାହିଁ ସେ କହିବ କେତେ ଭଲ ହେଇଚି ।
ସେ ଗୋଟିଏ ନାଟକ ରେ ଅଭିନୟ କରୁଛନ୍ତି ଆଖି କୁ ଜଣା ଲୁହ ଠିକଣା । ଏହି ନାଟକ ର ଯିଏ ପ୍ରଜୋଜକ୍ ଅଛନ୍ତି ଅନନ୍ତ ନାରାୟଣ ବେହେରା ହିଁ ପ୍ରଥମ ସୁଯୋଗ ଦେଇଛନ୍ତି ଏହି ସ୍ବାମି ସ୍ତ୍ରୀ ଙ୍କୁ । ଏହା ଆଙ୍କ ର ପ୍ରଥମ ନାଟକ ବହୁତ ନରଭସ ଥିଲେ ବି ବହୁତ ଭଲ କାମ କରିଛନ୍ତି ତେଣୁ ସେ ଅନୁରୋଧ କରିଛନ୍ତି ଦର୍ଶକ ମାନଂକୁ ।
ଏହି ନାଟକ୍ ପୂର୍ବ ରୁ ସେ ମେଲୋଡି ରେ କାମ କରୁଥିଲେ । ନମିତା ପ୍ରଥମେ ନର୍ସ ଥିଲେ ସମ ହସ୍ପିଟାଲରେ । ତାପରେ ତାଙ୍କୁ ବହୁତ ଇଚ୍ଛା ଥିଲା ଏହି ଲାଇନ କୁ ଆସିବା ପାଇଁ ଆଉ ଏହି ଲାଇନ କୁ ଆସିଲେ ମଧ୍ୟ । ଏହି ଲାଇନ କୁ ଆସିଲା ପରେ ତାଙ୍କ ର ମିଟୁ ଙ୍କ ସହ ଦେଖା ହେଲା ଆଉ ତାପରେ ଲଭ ହେଲା ଆଉ ବାହାଘର ମଧ୍ୟ ହେଲା । ଛୋଟ ବେଳୁ ନମିତା ଙ୍କ ର ଇଚ୍ଛା ଥିଲା ଗୀତ ଗାଇବା ପାଇଁ ଆଉ ଗୀତ ଗାଇବା ର ଇଚ୍ଛା ହେଲା ଆଉ ସେ ମେଲୋଡି ରେ ବି ମିଶିଗଲେ ।
ନର୍ସ ଚାକିରୀ ଛାଡି କି ମେଲୋଡି ରେ ମିଶିଲେ ଆଉ ସେଇଠି ଦୁହିଁ ଙ୍କ ର ଦେଖା ହେଲା ଆଉ ଭଲ ପାଇବା ସୃଷ୍ଟି ହୋଇ ବାହାଘର ବି ହେଲା । ପ୍ରଥମ ଥର ପାଇଁ ଯାତ୍ରା ରେ ଅଭିନୟ କରି ବହୁତ ଖୁସି ଅଛନ୍ତି ଆଉ ତାଙ୍କ କଣ୍ଠ ରେ ଗୋଟିଏ ଗୀତ ଥିଲା ଯାହା କି ନାଁ ହେଲା ” ଆଜି କାଲି କାହିଁ ଭଲ ଲାଗେ ଦିନ ରାତି ” ଏହି ଗୀତ ଗାଇ ଏବେ ବହୁତ ଚର୍ଚ୍ଚା ରେ ଅଛନ୍ତି ଏ ଦୁହେଁ । ଯାହାର ଭିଡିଓ ବହୁତ ଭାଇରାଲ ହେବାକୁ ଲାଗୁଚି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।