Breaking News

ଯାତ୍ରା ସିଙ୍ଗର ବାପି କୁମାର (Bapi Kumar) ରାନୀଙ୍କ ଡାନ୍ସଙ୍କୁ ନେଇ କହିଲେ ଯାତ୍ରାରେ ଟିକେ ନଭେଜ ରହିବ ରାନୀ ତା ପେଟ ପାଇଁ କରୁଛି – ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ ଯାତ୍ରା ଦୁନିଆ ବିଷୟ ରେ ଖୁବ ଭଲ ଭାବରେ । ଯାତ୍ରା ହେଉଛି ସିରିଏଲ ଆଉ ଫିଲ୍ମ ଠାରୁ ସମ୍ପୁର୍ଣ୍ଣ ଅଲଗା । କିନ୍ତୁ ଏହା ଲୋକ ମାନେ ଦେଖିବାକୁ ବହୁତ ପସନ୍ଦ କରି ଥାଆନ୍ତି । ଆଉ ଏବେ ଯାତ୍ରା ରେ ଅଭିନୟ୍ କରୁଥିବା କଳା କାର ମାନେ କଉ ସିନେମା ର କଳା କାର ଙ୍କ ଠାରୁ କିଛି କମ ନୁହଁ ।

ଆଜି ଆମେ ଆପଣ ମାନଂକୁ ଯାତ୍ରା ର ମାୟା ନଗରୀର ଆଙ୍କର ଆଉ ପ୍ଲେ ବ୍ୟାକ ସିଙ୍ଗର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଓଡିଶା ବାସୀ ବହୁତ ଭଲ ପାଉଛନ୍ତି ଆଉ ତାଙ୍କ ନାଁ ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କ ଠାରୁ ମଧ୍ୟ କିଛି ପ୍ରତିକ୍ରିୟା ମିଳିଛି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କ ଘଟଣା କୁ ନେଇ କହିଲେ କି ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କ ସହ ଘଟଣା ଟି ଘଟିବା ପରେ ତା ପରା ଦିନ ସେ ମାୟା ନଗରୀ କୁ ସିଏ ଆସି ଥିଲେ ।

ଆଉ ତାହା ସହ କହିଲେ କି ରାନୀ ପ୍ରିୟଦର୍ଶିନୀ ସାହୁ ଜଣେ କଳା କାର ସିଏ ତାର କଳା କୁ ଦର୍ଶକ ମାନଂକୁ ଦେଖାଇବା ପାଇଁ ସେ ଚେଷ୍ଟା କରେ । ଯଦି ସେ ତାର କଳା ଦେଖାଇବାକୁ କୌଣସି ଅନୁଷ୍ଠାନ୍ କୁ ଯେତେବେଳେ ଆସେ ସେ ତାର ମନ ଇଚ୍ଛା ଆସେ ନାହିଁ । ଯେତେବେଳେ ତାକୁ ନିର୍ଦ୍ଦେସକ ବା କୌଣସି କମିଣ୍ଟି ର ମେମ୍ବର ଯଦି ଡାକନ୍ତି ତାହେଲେ ସେ ଆସିବେ ପ୍ରଫମ୍ କରିବ ।

ଯିଏ ପ୍ରବଚନ୍ କୁ ଡାକିଲେ ସେ ପ୍ରବଚନ ଦେବ ଯଦି ଆଇଟମ ଡ୍ୟାନ୍ସର କୁ ଡାକିଲେ ସେ ଆଇଟମ ଡ୍ୟାନ୍ସ ହିଁ କରିବେ । ରାନୀ ଯାହା ବି କରୁଛି ତାହା କିଛି ବି ଭୁଲ ନୁହଁ କାରଣ ତାକୁ ଯାହା କୁହାଜାଉଛି ବା ଦର୍ଶକ ମାନଙ୍କ ର ଯାହା ଡିମାଣ୍ଡ ରହୁଛି ସେହି ଅନୁଯାୟୀ ସେ ପ୍ରଫୋମ୍ କରୁଛି । ସେ ଡ୍ୟାନ୍ସ ଏମିତି କିଛି ବି ଅ-ଶ୍ଳୀ-ଳ କରି ନାହିଁ ଯାହା ପାଇଁ କିଛି ଖରାପ ଲାଗିବ ।

ଯାତ୍ରା ହେଉଛି ୟଙ୍ଗ ଜେନରେଶନ ପାଇଁ କିନ୍ତୁ ଯଦି ଫ୍ୟାମିଲି ଧରି ଯାଉଛନ୍ତି ଦେଖିବା ପାଇଁ ସେମିତି ଖରାପ କରା ଯାଉ ନାହିଁ ଯାହା ବି କରା ଯାଉଛି ନିଜ ଲିମିଟ ରେ ହିଁ ରହି କରା ଯାଉଛି । ଏହା ସହିତ ଦୈତାରୀ ପଣ୍ଡା କହିଥିଲେ ଏଇଟା ମଞ୍ଚ ଖଟ ନୁହେଁ, ଏହାର ପ୍ରତିକ୍ରିୟା ଦେଇ କହିଛନ୍ତି ସେ ଦୈତାରୀ ପଣ୍ଡାଙ୍କୁ ବହୁତ ସମ୍ମାନ କରନ୍ତି, ଆଉ ବାପି କହିଛନ୍ତି ମୁଁ ତାଙ୍କ ପାଦ ଧୁଳିକୁ ସମାନ ନୁହେଁ ତାଙ୍କୁ ଖରାପ ଲାଗିଥିବ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ଭାଇନା ରାନୀ ତା ପେଟ ପାଇଁ କରୁଛି, ସେ ସେମିତି କିଛି ଖରାପ କରିନି, ଆପଣ ଟିକେ ରିଲାକ୍ସ ହୋଇ ଯାଆନ୍ତୁ । ଏହା ପରେ କହିଛନ୍ତି ଯାତ୍ରାରେ ଏଇଟା ରହିବ ହିଁ ରହିବ । ଦର୍ଶକଙ୍କୁ ଟିକେ ନନ ଭେଜ ଦରକାର କିନ୍ତୁ ଲିମିଟ ଭିତରେ ରହି କରିବା ଦରକାର । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *