Breaking News

ଯାତ୍ରା ସ୍ଵପ୍ନମହଲରେ ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କୁ (Raimohan Parida) ସୀତା ଲୋ ଆଜି ଜଳୁଛି ଶ୍ରଦ୍ଧାଞ୍ଜଳି ଦେଲେ ଦର୍ଶକ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ମାନେ ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହିତ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି । ଏହି ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ନ ମିଳିଥିଲେ ମଧ୍ୟ ସେ ସେ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି ।


ଏହି ଅଭିନେତା ଙ୍କ ଅଭିନୟ ଦେଖିବାକୁ ମିଳୁନାହିଁ କିଏ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଛନ୍ତି ତ୍ ଆଉ କିଏ ଏହି ଦୁନିଆ ଛାଡ଼ି ଆର ପାରି କୁ ଚାଲି ଯାଇଛନ୍ତି । ବନ୍ଧୁଗଣ ଆଜି ଆମେ ଏମିତି ଏକ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଆଉ ଏହି ଦୁନିଆ ରେ ନାହାଁନ୍ତି ସେ ସ୍ବର୍ଗ ବାସୀ ହୋଇ ସାରିଛନ୍ତି କିନ୍ତୁ ତାଙ୍କ ପ୍ରଶଂସକ ମାନେ ତାଙ୍କ ସ୍ମୃତି କୁ ମନେ ପକାଇ କିଏ ଅଭିନୟ କରୁଛି ତ ଆଉ କିଏ ତାଙ୍କ ପାଇଁ ଗୀତ ଗାଉଛି

ତାହେଲେ ବନ୍ଧୁଗଣ ସେହିଭଳି ଜଣେ ଅଭିନେତା ହେଉଛନ୍ତି ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସ୍ବର୍ଗତ ରାଇ ମୋହନ ପରିଡା । ଏହି ଅଭିନେତା ନିଜ ଜବରଦସ୍ତ ଅଭିନୟ ପାଇଁ ସବୁଠି ପରିଚିତ ଓଡ଼ିଶା ର ଘର୍ ଘରେ ପରିଚିତ ଓ ଏହି ଅଭିନେତା ଙ୍କୁ ଛୋଟ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ।

ଆଜି ଆମେ ଅଭିନେତା ସ୍ବର୍ଗତ ରାଇ ମୋହନ । ଅଭିନେତା ରାଇ ମୋହନ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଖଳ ନାୟକ, ଏହି ଖଳ ନାୟକ ର ଅଭିନୟ ତାଙ୍କୁ ବେଶ୍ ଲୋକ ପ୍ରିୟ କରାଇ ପାରିଥିଲା । ଆପଣ ମାନେ ଅନେକ ଚଳଚ୍ଚିତ୍ର ରେ ସ୍ବର୍ଗତରାଇମୋହନ ପରିଡ଼ା ଙ୍କ ନେଗେଟିଭ ଚରିତ୍ର ରେ ଅଭିନୟ କରି ଥିବାର ନିଶ୍ଚୟ ଦେଖିଥିବେ ।

ଖାଲି ସେତିକି ନୁହେଁ ବରଂ ଆପଣ ମାନେ ରାଇ ମୋହନ ପରିଡା ଙ୍କ ଅଭିନୟ ଯାତ୍ରା ଜଗତ ରେ ଦେଖିଥିବେ । ସେ ଭିନ୍ନ ଭିନ୍ନ ଚରିତ୍ର ନଜର ଆସି ଥାଆନ୍ତି , ସବୁ ଚରିତ୍ର ରେ ଅଭିନୟ କରିବା ରେ ବେଶ୍ ପାରଙ୍ଗମ ଥିଲେ ଏହି ଅଭିନେତା ଜନକ । ଓଡ଼ିଆ ସିନେମା , ଓଡ଼ିଆ ଧାରାବାହିକ ଓ ଓଡ଼ିଆ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ଥିଲେ ।

ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ଆମ କୁ ଛାଡ଼ି ଚାଲି ଯିବାର ଅନେକ ଦିନ ହୋଇ ଗଲାଣି ଓ ଏହାରି ଭିତରେ ଅତି ନିକଟ ରେ ରାଈ ମୋହନ ଙ୍କୁ ମନେ ପକାଇ ସ୍ବପ୍ନ ମହଲ ର ଗାୟକ ଡି କ୍ରିଷ୍ଣା ଏକ ଗୀତ ଗାଇଛନ୍ତି ଓ ଏହି ଗୀତ ଟି ଥିଲା ସୀତା ଲୋ ଆଜି ଜଳୁଛି ଗୀତ ଟି । ଆପଣ ମାନେ ଏହି ପେଜ ମାଧ୍ୟମ ରେ ଏହି ଭିଡିଓ ଟି କୁ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *