Breaking News

ଯାତ୍ରା ହିରୋ ଗୌର ଦାସ (Gour Das) ନିଜର ଅକୁହା କଥା କହିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରି ଭଳି ବେଶ୍ ଲୋକ ପ୍ରିୟ ହୋଇ ପାରିଛି ଯାତ୍ରା ଜଗତ । ଏହି ଯାତ୍ରା ଜଗତ ବେଶ୍ ଲୋକ ପ୍ରିୟ ହୋଇ ପାରିଛି , ଏହି ଯାତ୍ରା ଜଗତ ରେ ଅନେକ ଗଣନାଟ୍ୟ ରହିଛି ଓ ଏହି ସମସ୍ତ ଗଣନାଟ୍ୟ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ।

ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଯାତ୍ରା ଜଗତ ର ଅନେକ ନାଟକ ରେ ଅଭିନୟ କରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଯାତ୍ରା ଜଗତ ରେ ପ୍ରସାରିତ ହେଉଥିବା ନାଟକ ଗୁଡ଼ିକୁ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି କାରଣ ଅନେକ କାହାଣୀ ରହିଛି ଯାହାକି ବାସ୍ତବିକ୍ ଜୀବନ ରେ ଏକ ପାରିବାରିକ ଜୀବନ କୁ ନେଇ ହୋଇଥାଏ ।

ପାରିବାରିକ କାହାଣୀ କୁ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । କିଛି ବାସ୍ତବିକ୍ କାହାଣୀ କୁ ନେଇ ମଧ୍ୟ ନାଟକ ପ୍ରସ୍ତୁତ ହୋଇଥାଏ ।ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ବହୁତ୍ ସାରା ଭଲ ପାଇବା ପାଇଛି ଓ ଦର୍ଶକ ମାନେ ମଧ୍ୟ ଦେଖିବା ପାଇଁ ଯାଇ ଥାଆନ୍ତି । ଯେତେବେଳେ ଚଳଚ୍ଚିତ୍ର ନ ଥିଲା କୌଣସି ସୋସିଆଲ ମିଡ଼ିଆ ମଧ୍ୟ ନ ଥିଲା କିନ୍ତୁ ଯାତ୍ରା ଜଗତ ଥିଲା ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ।

ସେବେ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ଜଗତ ଲୋକ ପ୍ରିୟ ହୋଇ ରହିଛି । ଯାତ୍ରା ଜଗତ ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନେତା ଗୌରା ଦାସ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଯାତ୍ରା ଜଗତ ର ଆଗ ଧାଡ଼ି ର ଅଭିନେତା ଭାବେ ବେଶ୍ ପରିଚିତ । ବର୍ତ୍ତମାନ ସମୟ ରେ ଯାତ୍ରା ଧୌଳି ଗଣନାଟ୍ୟ ରେ ନିଜ ଅଭିନୟ ଜାରୀ ରଖିଛନ୍ତି ।

ଚଳିତ ବର୍ଷ ୪ ଟି ନାଟକ ପ୍ରସ୍ତୁତ ହୋଇଛି ଗୋରା ଦାସ ଙ୍କ ର । କହ୍ନେଇ ରଜା ମୋ ବାଇଦ ବଜା , କାନ୍ଦି ବୁନି ତତେ ରହିଲା ରାଣ , କଳଙ୍କ ମୋ ପାଇଁ ଚନ୍ଦନ ଟିପା । ଗୌରା ଦାସ ଯିଏ କି ନିଜ ଜୀବନ୍ତ ଅଭିନୟ ପାଇଁ ଆଜି ଓଡିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ନିଜ ଅଭିନୟ ଜୀବନ ମଧ୍ୟ ରେ ସେ ବହୁ ସାରା ନାଟକ ରେ ଅଭିନୟ କରୁଛନ୍ତି ଓ ବହୁତ୍ ଗଣନାଟ୍ୟ ରେ ମଧ୍ୟ ନଜର ଆସୁଛନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ଗୌରା ଦାସ ନିଜ ଅଭିନୟ ଜୀବନୀ ମଧ୍ୟ ରେ ନିଜ ଅତୀତ ବିଷୟ ରେ ଏକ ଗଣ ମାଧ୍ୟମ ନିକଟ ରେ ଆସି ଅନେକ କିଛି କଥା କହିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *