Breaking News

ଯିଏ ଦିନେ ହସାଉଥିଲା ସେ ଆଜି ଦୁଃଖରେ, କମେଡି ଷ୍ଟାର ପପୁ ପମପମଙ୍କ (Papu Pom pom) ଘରକୁ ଆସିଲା ବଡ ଦୁଃଖ ଖବର – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆସି ଯାଇଛି ଏକ ବଡ ଦୁଃଖ ର ଖବର । ଏହି ଦୁନିଆ କୁ ଯିଏ ବି ଆସିଛି ତାର ମୁ-ତ୍ୟୁ ସୁନିଶ୍ଚିନ୍ତ୍ । ଏହି ଭୁ ପୃଷ୍ଟ ରେ ଭଗବାନ୍ ଜନ୍ମ ନେଇ ମଧ୍ୟ ମୃ-ତ୍ୟୁ ବରଣ କରିଛନ୍ତି ଆମେ ତ ମଣିଷ ଆମେ ଜନ୍ମ ହୋଇଛେ ମାନେ ମୃ-ତ୍ୟୁ ନିଶ୍ଚିନ୍ତ । ଆଜି ଆମେ ଏହି ମୃ-ତ୍ୟୁ ବିଷୟ ରେ କହିବା ର କାରଣ ହେଲା ଯେ ପୁଣି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଆସି ଯାଇଛି ଏକ ଦୁଃଖ୍ ଖବର ।

ହସାଉଥିବା ଲୋକ ଟି ଆଜି କାନ୍ଦୁଛି । ଯେଉଁ ହାସ୍ୟ ଅଭିନେତା ନିଜ ଅଭିନୟ ଫଳ ରେ ଲୋକ ମାନ ଙ୍କୁ ହସାଇ ହସାଇ ବେଦମ କରି ଥାଏ ସେ ଆଜି ଦୁଃଖ ରେ , ତାହେଲେ ଆସନ୍ତୁ ଜାଣିବା ଘଟଣା ଟି କଣ ଓ ଆମେ କେଉଁ ହାସ୍ୟ ଅଭିନେତା ଙ୍କ ବିଷୟ ରେ କହୁଛି । ଆପଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ପପୁ ପମପମ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।

ପପୁ ପମପମ୍ ନିଜ କମେଡି ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ , ବର୍ତ୍ତମାନ୍ ସମୟ ରେ ସମସ୍ତ ଙ୍କୁ ହସାଉ ଥିବା ଅଭିନେତା ଜଣକ ଆଜି ଦୁଃଖ ରେ ।  ଆଜି ଏହି ଅଭିନେତା ଜଣକ କାନ୍ଦୁଛନ୍ତି କାରଣ ତାଙ୍କୁ ଯେଉଁ ବ୍ୟକ୍ତି ଜଣକ ଏହି ଦୁନିଆ କୁ ଆଣିଥିଲେ , ନିଜ କାନ୍ଧ ରେ ବସାଇ ଦୁନିଆ ଦେଖାଇ ଥିଲେ ଆଜି ସେହି ବ୍ୟକ୍ତି ଏହି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ମାନେ ଆଉ ନାହାନ୍ତି ପପୁ ପମପମ୍ ଙ୍କ ବାପା ।

ପପୁ ପମପମ୍ ଙ୍କ ବାପା ଆଜି ମୃ-ତ୍ୟୁ ବରଣ କରିଛନ୍ତି ଓ ଏହି ଖବର ଟି ନିଜେ ପପୁ ପମପମ୍ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ। ପୋଷ୍ଟ କରି ଜଣାଇଛନ୍ତି । ମାଆ ପରି ବାପା ମଧ୍ୟ ନିଜ ପିଲା ପାଇଁ ବେଶ୍ ବ୍ୟସ୍ତ ଥାଏ , ନିଜେ ପରିଶ୍ରମ କରି ପିଲା ଙ୍କ ଭବିଷ୍ୟତ ଉଜ୍ଜ୍ବଳ କରି ଥାଏ । ନିଜ କାନ୍ଧ ପିଲା ଙ୍କୁ ବସାଇ ଦୁନିଆ ଦେଖାଇ ଥାଏ । ଆଜି ପପୁ ପମପମ୍ ଙ୍କ ବାପା ଏହି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ।

ନିଜ ବାପା କୁ ହରାଇ ଆଜି ପପୁ ବେଶ୍ ଦୁଃଖ ରେ ଅଛନ୍ତି । ଆମେ। ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଭଗବାନ୍ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ଓ ସେ ଯେଉଁଠି ବି ରୁହନ୍ତୁ ଭଲ ରେ ରୁହନ୍ତୁ । ବାପା ଙ୍କୁ ହରାଇ ଆଜି ଦୁଃ-ଖ ରେ ଭାଙ୍ଗି ପଡିଛନ୍ତି , ଭଗବାନ୍ ତାଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *