Breaking News

ଯୁବକଙ୍କୁ ଖୋଜା ପଡିଛି, କିନ୍ତୁ ଯୁବକଙ୍କ ଇଚ୍ଛା ସେ ୯୯ ରାଣୀଙ୍କର ରାଜା ହେବେ ଓ ୧୦୦ ଜଣଙ୍କୁ ବାହା ହେବେ – ଦେଖନ୍ତୁ ଭିଡିଓ

ପୁରୀ ଜିଲ୍ଲା କାକଟପୁର ଥାନା ଫକୀରସାହିରୁ ଆସିଛି ବଡ ଅଭିଯୋଗ।  ଫକୀରସାହିର ସେକ ଅସଲମଙ୍କ ପୁଅ ଏସକେ ଫାୟାଜ ଚାରି ବର୍ଷରେ ବାହାହେଲାଣି ଚାରୋଟି ଝିଅ। ହୋଟେଲ ମ୍ୟାନେଜର ଭାବରେ କାମ କରୁଥିବା ଫାୟାଜ ସବୁ ଝିଅଙ୍କୁ ମିଛ କହି ବାହାହେଉଥିବାର ଗୁ-ରୁ-ତ-ର ଅଭିଯୋଗ ଆଣିଛନ୍ତି ପ୍ରଥମ ପତ୍ନୀ ତବସମ।

ତବସମ ଅଭିଯୋଗ ଅନୁସାରେ ବିବାହର କିଛି ବର୍ଷ ତାଙ୍କ ସ୍ୱାମୀ ତାଙ୍କ ସହ ଭଲ ସମ୍ପର୍କ ରଖିବା ସହିତ ୨ଟି ସନ୍ତାନ ମଧ୍ୟ୍ୟ ହୋଇଥିଲେ କିନ୍ତୁ ଏଇ ୪ବର୍ଷ ହେବ ସେ ଏବଂ ତାଙ୍କ ବାପା,ମା ତବସାମ ଙ୍କୁ ଅକଥନିଅ ନି-ର୍ଯା-ତ-ନା ଦେବା ସହିତ ନିଆଁ ଲଗେଇ ପୋଡ଼ିବାକୁ ଚେଷ୍ଟା କରିଥିଲେ। ପ୍ରତିବାଦ କରିବାରୁ ୧ଲକ୍ଷ ଡିମାଣ୍ଡ କରିଥିଲେ ଶାଶୂଘର ଲୋକ। ଏମିତିକି ଶାଶୂଘରୁ ତଡି ଦେଇଥିବା କହିଛନ୍ତି ତବସମ ବାପା,ମା।

ସବୁବେଳେ ନୂଆ ଝିଅ ଖୋଜୁଥିବା ଫାୟାଜ ଚେନାଇରେ ଚାକିରୀ କରିଛନ୍ତି। ସେଠି ଲିୟମର ନାମକ ଏକ ମହିଳାଳୁ ବିବାହ କରି ଛାଡି ଦେଇ ଦିଲ୍ଲୀରେ ସବିତାକୁ ମିଛ ପ୍ର-ଲୋ-ଭ-ନ ଦେଖାଇ ବିବାହ କରିଥିଲେ। ତାଙ୍କୁ ମଧ୍ୟ୍ୟ ଧୋକା ଦେଇ ଜଗତସିଂହପୁରର ସୁଲେମାନଙ୍କୁ ବିବାହ କରିଛନ୍ତି। ଯାହା ସମାଜ ପାଇଁ ଏକ ନି-ନ୍ଦ-ନୀ-ୟ କଥା। ଏ ବିବାହରେ ପୁଅ ବାପା,ମା ପୁଅକୁ ସମର୍ଥନ କରନ୍ତି।

ସବୁଠାରୁ ଆଶ୍ଚର୍ୟ୍ୟ କଥା ଏ ସମ୍ପର୍କ ରେ କାକଟପୁର IICଙ୍କୁ ବାର ବାର ଅଭିଯୋଗ ପରେ ସେ ଶୁଣନାହାନ୍ତି। ପୋ-ଡି ମା-ରି-ଦେ-ବା-କୁ ଉଦ୍ୟମ କରୁଥିବା ସମୟରେ ପୋ-ଡା ଶରୀର ଦେଖି IIC କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଏମିତିକି ଅଧ ରାତିରେ ଡାକି ସାଧା କାଗଜରେ ଦଶଖତ ନେଇ ଆମକୁ ଥାନାରୁ ବାହାର କରିଥିଲେ। ଏପରି ଅନେକ ଝିଅ ମୋ ପରି ଶି-କା-ର ଅଛନ୍ତି।

ଆମେ ମୁ-ସ-ଲ-ମା-ନ ବୋଲି ଆମକୁ ବାହାରକୁ ଆସିବାକୁ ଦେଉନାହାନ୍ତି। ବାଧ୍ୟ ହୋଇ ଅ-ତ୍ୟା-ଚା-ର ସହିବା ପରେ ନିରବ ରହୁଚୁ। ମୋ ଶଶୁର ବିଜେଡିର ନେତା ହେଉଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି ଆଗାମୀ ଦିନରେ ଯଦି ମୋତେ ନ୍ୟାୟ ନମିଳେ ମୁଁ ମୋ ପିଲା ଙ୍କ ସହିତ ଆ-ତ୍ମ–ହ-ତ୍ୟା କରିବେ ବୋଲି କହିଛନ୍ତି ଅଭିଯୋଗ କାରିଣୀ,ନି-ର୍ଯ୍ୟା-ତି-ତା ସ୍ତ୍ରୀ ତବସମ।

About admin

Check Also

ମୋ ସ୍ତ୍ରୀ ସହ ଶୋଇଲା, ମୋତେ ଭିଡିଓ ପଠେଇ 20,000 ଟଙ୍କା ମାଗୁଛି ସରପଞ୍ଚର ଭାଇ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏମିତି ଏକ ଲଜ୍ୟା ଜଣକ ଖବର ଆସିଛି ଯାହା ଆପଣ ମାନେ ଜାଣିଲେ …

Leave a Reply

Your email address will not be published. Required fields are marked *