Breaking News

ଯୁବକଙ୍କ ସାଙ୍ଗ ମାନେ ମଜା ନେବା ତାଙ୍କ ମ-ଳ-ଦ୍ଵା-ର ରେ ଗ୍ଳାସ ଭର୍ତ୍ତି କରି ଦେଲେ ଆଉ ତାପରେ ଯାହା ହେଲା – ଦେଖନ୍ତୁ ଭିଡିଓ

ସାଙ୍ଗ ମାନଙ୍କ ର ଉ-ନ୍ମ-ତ କାଣ୍ଡ । ଭାବୁ ନାହାନ୍ତି ଆଗକୁ ପରିସ୍ଥିତି କ’ଣ ହେଇ ପାରେ । ମ-ଦ ପାନ କରିସାରିଲା ପରେ ଭୁଲି ଯାଉଛନ୍ତି ମଣିଷ ପଣିଆ । ଯୁବକ ଙ୍କ ମ-ଳ-ଦ୍ବା-ର ରେ ଷ୍ଟିଲ ଗ୍ଲାସ ପୁରାଇ ଦେଲେ ମ-ଦ ପିଉଥିବା ବନ୍ଧୁ । ଏମକେସିଜି ଅସ୍ତ୍ରୋପଚାର ପରେ ବାହାରିଲା ଗ୍ଲାସ । ତେବେ ମ-ଦ ପିଇଥିବା ଅବସ୍ଥା ରେ ସାଙ୍ଗ ମାନେ 45 ବୟସ ଯୁବକ ଙ୍କ ର ମଳଦ୍ବାର ରେ ଷ୍ଟିଲ ଗ୍ଲାସ ପୁରାଇ ଦେଇଥିଲେ । 8 ଦିନ ପରେ ଷ୍ଟିଲ ଗ୍ଲାସ ମ-ଳ-ଦ୍ବା-ର ରହି ଯାଇ ପେଟ କୁ ପଳେଇ ଜାଇଥିଲା ।


ଏମକେସିଜି ସମ୍ପୁର୍ଣ୍ଣ ଯୁବକ ଙ୍କ ର ଅସ୍ତ୍ରୋପଚାର କରାଜାଇ ଷ୍ଟିଲ ଗ୍ଲାସ ବାହାର କରା ଯାଇଛି । ସେ ଏବେ ସୁସ୍ଥ ଥିଲା ପରେ ମଧ୍ୟ ତାଙ୍କ ର ଚିକିତ୍ସା ଜାରି ରହିଛି । ଏହି କଥା ଟି ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ମ-ଦ ପିଇ ନିଜ ର ହୋସ ରେ ନଥିଲା ବେଳେ ଜଣଙ୍କ ମ-ଳ ଦ୍ବାର ରେ ଷ୍ଟିଲ୍ ଗ୍ଲାସ ପୁରାଇ ଦେବା ବହୁତ ବଡ଼ ଖ-ରା-ପ କାମ ଅଟେ । ଏ ନେଇ ଏପର୍ଯ୍ୟନ୍ତ କୌଣସି କେସ ନ ହୋଇ ଥିବା ଜଣା ପଡିଛି ।

ତେବେ ଏହି ଯୁବକ ଜଣକ ଗଞ୍ଜାମ ଜିଲ୍ଲା ବାଲିପଡା ଅଞ୍ଚଳ ର ନିକଟ ରେ ରହି କାମ କରୁଥିଲେ । ଗତ ଦୁଇ ମାସ ପରେ ସୁରତ ରେ ସାଙ୍ଗ ମାନଙ୍କ ସହ କାମ କରୁଥିଲେ । ଦିନେ ସେମାନେ ସବୁ ଏକାଠି ମଦ୍ଯ ପାନ କରିଥିଲେ ଆଉ ମଦ ପିଇ ଜଣେ ଯୁବକ ଙ୍କ ମଳଦ୍ବାର ରେ ଷ୍ଟିଲ ଗ୍ଲାସ ପୁରେଇ ଦେଇଥିଲେ । ଏହି ଗ୍ଲାସ ଟି ସେଠାରେ ରହି ଯାଇଥିବାରୁ ଯୁବକ ଜଣଙ୍କ ବହୁତ କଷ୍ଟ ପାଇଥିଲେ ।

ଯେହେତୁ ଗ୍ଲାସ ଟି ତାଙ୍କ ମଳଦ୍ବାର ରହି ଯାଇଥିଲା ଏହି କଥା ଟିକୁ କହିବା ପାଇଁ ସମସ୍ତ ଙ୍କୁ ତାଙ୍କୁ ବହୁତ ଖରାପ ଲାଗି ଥିଲା ସେଥି ପାଇଁ ସେ କାହାକୁ ଏହି କଥା କହି ପାରିଲେ ନାହିଁ । ପରେ ଏହି ଷ୍ଟିଲ୍ ଗ୍ଲାସ ଟି ଅଧିକ ଦିନ ଧରି ରହି ଯିବା କାରଣ ରୁ ପେଟ ଓ ଗୋଡ଼ ଫୋଲିବା ସହିତ ଯ-ନ୍ତ୍ର-ଣା ହେବାକୁ ଲାଗିଥିଲା । ସେ ଗତ 19 ତାରିଖ ରେ ଏମକେସିଜି ଭର୍ତ୍ତି ହୋଇ ଥିଲେ । ତାଙ୍କ ମଳଦ୍ବାର ଦ୍ବାର ରେ ଗ୍ଲାସ ରହିଥିବା କାରଣ ରୁ ପେଟ କାଟୁ ଥିବା ଡାକ୍ତର କହୁଥିଲେ ।


ମଳଦ୍ବାର ରାସ୍ତା ରେ ଗ୍ଲାସ ବାହାର କରିବାକୁ ଡାକ୍ତର ମାନେ ଉଦ୍ୟମ କରିଥିଲେ । କିନ୍ତୁ ଗ୍ଲାସ ଯିବାର 8 ଦିନ ହୋଇ ଥିବାରୁ ତାହା ଭିତରକୁ ପଶି ଯାଇଥିଲା । ତେଣୁ ଡାକ୍ତର ମାନେ ମଳଦ୍ବାର ବାଟେ ଗ୍ଲାସ ବାହାର କରିବା ରେ ବିଫଳ ହୋଇ ଥିଲେ । ତେଣୁ ଡାକ୍ତର ମାନେ ଅସ୍ତ୍ରୋପଚାର କରିବା କୁ କହି ଥିଲେ । ପରେ ସେହି ଦିନ ରାତି ରେ ହିଁ ଅସ୍ତ୍ରୋପଚାର ଡାକ୍ତର ମାନେ କରିଥିଲେ ।

ରାତି 8 ଟା ରେ ଅସ୍ତ୍ରୋପଚାର ଆରମ୍ଭ କରା ଯାଇଥିଲା । ଆଉ ପେଟ ମଧ୍ୟ ଗ୍ଲାସ ବାହାର କରିବା ବହୁତ ଜଟିଳ ହୋଇ ଯାଇଥିଲା । ପେଟ ରୁ ଗ୍ଲାସ ବାହାର କରାଜିବା ରେ ବିଫଳ ହେବା କାରଣ ରୁ ସେହି ଯୁବକ ଙ୍କ ର ଖାଦ୍ୟନଳି କଟା ଯାଇ ଗ୍ଲାସ ବାହାର କରା ଯାଇଥିଲା । ଦୀର୍ଘ ଦିନ ଧରି ଅସ୍ତ୍ରୋପଚାର ପରେ ସଫଳ ହେବା କାରଣ ରୁ ଏବେ ଯୁବକ ଜଣକ ର ସ୍ବାସ୍ଥ୍ୟ ଭଲ ଅଛି ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *