Breaking News

ଯେତେବେଳେ ଅପରାଜିତାକୁ (Aparajita) ପ୍ରଥମ ଥର ଦେଖିଥିଲି ସେତେବେଳେ ହିଁ ଡ଼ିସାଇଡ କରିଥିଲି ତାକୁ ହିଁ ବାହାହେବି:ଉତ୍ତମ ମହାନ୍ତି (Uttam Mohanaty) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ୍ କମ୍ ବରିଷ୍ଠ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ।

ଏହି ବରିଷ୍ଠ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଦୀର୍ଘ ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରିବା ପରେ ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ସମ୍ପୂର୍ଣ ଭାବେ ଦୂରେଇ ହୋଇ ରହିଛନ୍ତି । କିଛି ବରିଷ୍ଠ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ସୁଟିଂ ସେଟ୍ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି । ସେହିଭଳି ଯୋଡ଼ି ହେଉଛନ୍ତି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ।

ଏହି ଯୋଡ଼ି ଙ୍କୁ ଆପଣ ମାନେ ବେଶ୍। ଭଲ ଭାବରେ ଜାଣିଥିବେ , ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ । ଏହି ଅଭିନେତା ଅଭିନେତ୍ରୀ ଙ୍କ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ମଧ୍ୟ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ସମୟ ରେ ଊତ୍ତମ୍ ମହାନ୍ତି ଯିଏ କି ନିଜ ଅତୀତ ର ନିଜ ପ୍ରେମ ବିଷୟ ରେ କହିଛନ୍ତି ।

ଆଜି ଆମେ ସେହି ବିଷୟ ରେ ଜାଣିବା , ଉତ୍ତମ ମହାନ୍ତି ଯଦି ଜଣେ ଭଲ ଅଭିନେତା ହୋଇ ନ ଥାଆନ୍ତେ ତାହେଲେ ସେ ଜଣେ ଭଲ ଚାଷୀ ହେବେ ବୋଲି କହିଥିଲେ । ଆଉ ଯଦି ଜନ୍ମ ନିଏ ତେବେ ମୋ ପତ୍ନୀ ର ସ୍ବାମୀ ହେବା ସହ ଜଣେ ଭଲ କଳାକାର ହେବି । ଅପରାଜିତା ଙ୍କୁ ପ୍ରଥମ ଦେଖାରୁ ସେ ପସନ୍ଦ କରି ଥିଲେ ଓ ତାଙ୍କୁ ବିବାହ କରିବେ ବୋଲି ଇଛା ପ୍ରକାଶ କରିଥିଲେ ।

ବର୍ତ୍ତମାନ ସମୟ ରେ ଉଭୟ ଙ୍କ ପୁଅ ବାବୁଶାନ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡ଼ି ର ଅଭିନେତା । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ବର୍ତ୍ତମାନ ସମୟ ରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି , ସେ ଜେଜେ ବାପା ଓ ଜେଜେ ମାଆ ମଧ୍ୟ ହୋଇ ସାରିଛନ୍ତି ଓ ନିଜ ନାତି ସହ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ବର୍ତ୍ତମାନ ଉତ୍ତମ ମହାନ୍ତି ଗଣ ମାଧ୍ୟମ ନିକଟ କୁ ଆସି ନିଜ ବିଷୟ ରେ ନିଜ ପତ୍ନୀ ଓ ପୁଅ ଙ୍କ ବିଷୟ ରେ ଅନେକ କିଛି କଥା କହିଛନ୍ତି । ଅତୀତ ର ଚଳଚ୍ଚିତ୍ର ବିଷୟ ରେ ଅନେକ କିଛି କଥା କହିଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *