Breaking News

ରକ୍ଷା ବନ୍ଧନରେ ସୁର ଭାଇ (Sura Rout) ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ରାନୀ ପଣ୍ଡା (Rani Panda), ଭଉଣୀକୁ ଉପହାର ଦେଲେ ସୁର – ଦେଖନ୍ତୁ ଭିଡିଓ

ଆପଣ ମାନେ ରାନୀ ପଣ୍ଡା ଓ ସୁର ରାଓଟରାଏ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଦୁହିଁଙ୍କର ଭିଡିଓ ସୋସିଆଲ ମିଡ଼ିଆ ର ଆଗ ଧାଡି ର ଭିଡିଓ । ରାନୀ ପଣ୍ଡା ଙ୍କୁ ସମସ୍ତେ ବହୁତ ଭାବରେ ଜାଣିଥିବେ କାରଣ ସେ ଯାତ୍ରା ଦୁନିଆ ର ଅଭିନେତ୍ରୀ । ଆଉ ତାଙ୍କ ଅଭିନୟ କୁ ବହୁତ ଭଲ ପାଉଛନ୍ତି ସବୁ ଦର୍ଶକ ମାନେ । ରାନୀ ପଣ୍ଡା ଙ୍କ ଭିଡିଓ ସୋସିଆଲ ମିଡ଼ିଆ ରେ ଅଧିକ ରୁ ଅଧିକ ମାତ୍ରା ରେ ଭାଇରାଲ ହୁଏ ।


ଆପଣ ମାନେ ସୁର ରାଓତ୍ ରାଏ ଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣିଥିବେ । ସେ କଂଗ୍ରେସ ର ସିନିୟର୍ ଏମଏଲ୍ ଅଛନ୍ତି । ସୁର ରାଓତ୍ ସବୁବେଳେ ଚର୍ଚ୍ଚା ରର ଥାଆନ୍ତି । ତାଙ୍କ ନାଁ କୁ କହିଲେ ତାଙ୍କୁ ସମସ୍ତେ ଜାଣି ଥାନ୍ତି । ଛୋଟ ରୁ ବଡ଼ ସମସ୍ତେ ତାଙ୍କୁ ଚିହ୍ନି ଛନ୍ତି । ସବୁବେଳେ ସମସ୍ତ ଙ୍କ ଉପରେ ତାଙ୍କ ନଜର ଆଉ ସମସ୍ତ ଙ୍କ ନଜର ତାଙ୍କ ଉପରେ ।

ଆଜ ହେଉଛି ରାକ୍ଷୀ ପୂର୍ଣ୍ଣିମା ଆଉ ଆଜି ଭଳି ଦିନ ରେ ଭାଇ କୁ ଅତି ସ୍ନେହ ରେ ରାକ୍ଷୀ ଭିଡେ ଭଉଣୀ ଆଉ ବର୍ଷକ ଯାକର ସୁରକ୍ଷା ମାଗି ନିଏ ଭଉଣୀ ଭାଇ ଠାରୁ । ତେବ୍ ଆଜି ଭଳି ଦିନ ରେ ଏମିତି କିଛି ଦୃଶ୍ୟ ଦେଖି ବାକୁ ମିଳିଛି କଙ୍ଗ୍ରେସ ଭବନ ରେ । ଏ ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ ।


ରାନୀ ପଣ୍ଡା ଯିଏ ଯାତ୍ରା ଦୁନିଆ ର ଅଭିନେତ୍ରି ସିଏ ଆଜି କାହାକୁ ରାକ୍ଷୀ ଭିଡିଲେ ଆପଣ ମାନେ ଜାଣିବାକୁ ନିଶ୍ଚିତ ଭାବରେ ଜାଣିବାକୁ ଚାହୁଁଥିବେ । ତେବେ ଆଜି ଭଳି ରାକ୍ଷୀ ପୁର୍ଣିମା ରେ ରାନୀ ପଣ୍ଡା ଭଉଣୀ ସାଜି ସୁର ରାଓତ୍ ରାଏ ଙ୍କୁ ଭାଇ ସଜେଇ ଭିଡିଲେ ରାକ୍ଷୀ କଙ୍ଗ୍ରେସ ବାସ ଭାବନ ରେ । ଏହି ଫୋଟ ଓ ଭିଡିଓ ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ।


ବହୁତ ଭଲ ପାଇବା ଓ ସ୍ନେହ ରଖି ଆଉ ଶ୍ରଦ୍ଧା ର ସହ ରାନୀ ପଣ୍ଡା ଆଜି ସୁର ରାଓତ୍ ରାଏ ଙ୍କ ଭଉଣୀ ସାଜିଲେ ଫୁଲ ଦ୍ବିପ୍ ରେ ବନ୍ଦାଇଲେ ଓ ସୁର ରାଓତ୍ ରାଏ ଙ୍କ ମଥା ରେ ଚନ୍ଦନ ଲଗାଇ ହୁଳ ହୁଳି ଦେଇ ବନ୍ଦାଣ କରି ସୁର ରାଓତ୍ ରାଏ ଙ୍କ ହାତ ରେ ବାନ୍ଧିଲେ ରାକ୍ଷୀ ରାନୀ ପଣ୍ଡା । ଯାହା କି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *