Breaking News

ରଚନାଙ୍କ ଭଳି ହିରୋଇନ ଇଣ୍ଡଷ୍ଟ୍ରିକୁ ଆସିଲେ ଦର୍ଶକ ଦେଖିବେ ଓଡିଆ ସିନେମା : ଅଭିନେତା ପ୍ରତିଭା ପଣ୍ଡା (Parativa Panda)

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟତା ଦିନ କୁ ଦିନ କମିବା ରେ ଲାଗିଛି । ଲୋକ ପ୍ରିୟତା କମିବା ର କାରଣ କହିଲେ ଲୋକ ମାନ ଙ୍କୁ ଚଳଚ୍ଚିତ୍ର କାହାଣୀ ଭଲ ଲାଗୁ ନ ଥିବ ନ ହେଲେ ନିଜ ପସନ୍ଦ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ଅଭିନୟ ନ ଦେଖି ପାରୁ ଥିବାରୁ ।

 

 

କହିବାକୁ ଗଲେ ଦର୍ଶକ ମାନେ ସେହି ପୁରୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର , ଅନୁଭବ ମହାନ୍ତି ଭଳି ଅଭିନେତା ଙ୍କ ଅଭିନୟ ଦେଖିବାକୁ । ଠିକ୍ ସେହିପରି ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଦର୍ଶକ ମାନେ ଗୋଟିଏ ଅଭିନେତ୍ରୀ ଅଭିନୟ ଦେଖିବାକୁ ବେଶ୍ ଇଚ୍ଛୁକ ଅଟନ୍ତି , ସେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ରଚନା ବାନାର୍ଜୀ ।

 

 

ଏହା କୁ ନେଇ ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅନେକ ଦର୍ଶକ , କଳାକାର , ମାନେ ନିଜ ନିଜ ପ୍ରତିକ୍ରିୟା ରଖି ସାରିଛନ୍ତି ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ପ୍ରତିଭା ପଣ୍ଡା କଣ କହୁଛନ୍ତି ତାହା ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ମାନ ଙ୍କୁ ରଚନା ବାନାର୍ଜୀ ଙ୍କ ଭଳି ହିରୋଇନ୍ ଦରକାର୍ , ଯିଏ କି ସୁନ୍ଦରତା ଓ ଅଭିନୟ ମାଧ୍ୟମ ରେ ଦର୍ଶକ ମାନ ଙ୍କୁ ମୁଗ୍ଧ କରୁଥିଲେ ।

 

ଓଡିଆ ଇଣ୍ଡଷ୍ଟ୍ରି ର ହିରୋଇନ୍ ହେବା କୁ ହେଲେ କେବଳ ଅଭିନୟ କରିଦେଲେ ହେବ ନାହିଁ ତା ପାଖ ରେ ଅନେକ ରହିଥିବା ଦରକାର୍ ଓ ଦର୍ଶକ ମାନ ଙ୍କୁ ମୁଗ୍ଧ କରି ପାରୁଥିବ । ଅଭିନେତ୍ରୀ ପ୍ରତିଭା ପଣ୍ଡା ଯିଏ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ , ବର୍ତ୍ତମାନ୍ ସମୟ ରେ ନିଜ ଅଭିନୟ ଜାରି ରଖିଛନ୍ତି । ସେତେବେଳେ ଏହି ଅଭିନେତ୍ରୀ ଜଣକ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ ।

 

 

ତାଙ୍କର ସବୁଠୁ ପପୁଲାର ଧାରାବାହିକ ଥିଲା ରାଜନୀତି । ଏହି ଅଭିନେତ୍ରୀ ଜଣକ ଏକ ସାକ୍ଷାତକାର କୁ ଆସି ଅନେକ କିଛି କଥା କହିଛନ୍ତି । ଦର୍ଶକ ମାନ ଙ୍କୁ ସେ କହିଛନ୍ତି ପୂର୍ବ ଭଳି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ବହୁତ୍ ସାରା ଭଲ ପାଇବା ଦିଅନ୍ତୁ ।।

About admin

Check Also

ଓଲିଉଡ଼ ଅଭିନେତା ଶ୍ରୀତମ ଦାସ(Sritam Das) ଙ୍କ ମା ଙ୍କ ସହ ଶେଷ କଥା …. ଦେଖନ୍ତୁ

ଗତ କାଲି ଓଲିଉଡ଼ ଅଭିନେତା ଶ୍ରୀତମ ଦାସ୍ ଙ୍କ ମାଆ ଙ୍କ ର ମୃତ୍ୟୁ ହୋଇଛି । ହୃଦ୍ ଘାତ …

Leave a Reply

Your email address will not be published. Required fields are marked *