ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ସମସ୍ତ ଅଭିନେତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ମାନେ ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହିତ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି । ଆଜି ଆମର ଏହି ପେଜ ଇମିତି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଆଉ ଏହି ଦୁନିଆ ରେ ନାହାଁନ୍ତି କିନ୍ତୁ ଅଭିନୟ ବେଶ୍ ପ୍ରଶଂସିତ ।
ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଅଭିନେତା ଜଣକ ହେଉଛନ୍ତି ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସ୍ବର୍ଗତ ରାଇ ମୋହନ ପରିଡା । ଏହି ଅଭିନେତା ନିଜ ଜବରଦସ୍ତ ଅଭିନୟ ପାଇଁ ସବୁଠି ପରିଚିତ । ଅଭିନେତା ରାଇ ମୋହନ ପରିଡା ଙ୍କୁ ଛୋଟ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ।
କହିବାକୁ ଗଲେ ଓଡ଼ିଶା ର ଘର୍ ଘରେ ଏହି ଅଭିନେତା ଜନକ ବେଶ୍ ପରିଚିତ । ତାହେଲେ ବନ୍ଧୁଗଣ ଆଜି ଆମେ ଅଭିନେତା ସ୍ବର୍ଗତ ରାଇ ମୋହନ ପରିଡା ଙ୍କ ଶେଷ ଯାତ୍ରା ରେ କରିଥିବା ଅଭିନୟ ବିଷୟ ରେ ଜାଣିବା । ଆସନ୍ତୁ ଜାଣିବା , ସ୍ବର୍ଗତ ରାଇ ମୋହନ ପରିଡା ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତା ଥିଲେ ।
ଖଳଚରିତ୍ର ତାଙ୍କୁ ବେଶ୍ ଲୋକ ପରିଚିତ କରାଇ ପାରିଥିଲା ରାଇ ମୋହନ ପରିଡା ଙ୍କୁ । କେବଳ ଚଳଚ୍ଚିତ୍ର ରେ ନେଗେଟିଭ ଚରିତ୍ର ଅଭିନୟ କରିବା ସହ ଆପଣ ମାନେ ତାଙ୍କୁ ବହୁତ୍ ନାଟକ ରେ ଦେଖିଥିବେ ସେ ଖଳ ନାୟକ ଚରିତ୍ର ରେ ନଜର ଆସିବା ସହ ପାର୍ଥେଟିଭ ଚରିତ୍ର ରେ ଅଭିନୟ କରି ଥିବାର ।
ସବୁ ଚରିତ୍ର ରେ ଅଭିନୟ କରିବା ରେ ବେଶ୍ ପାରଙ୍ଗମ ଥିଲେ ଏହି ଅଭିନେତା ଜନକ । ଏହି ଅଭିନେତା ଙ୍କ ଓଡିଆ ଇଣ୍ଡଷ୍ଟ୍ରି ଓ ଯାତ୍ରା ଜଗତ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲା । ଆପଣ ମାନେ ଜାଣିଥିବେ ଯେ ଆଜି କୁ ଅନେକ ଦିନ ହୋଇଗଲାଣି ସେ ମୃତ୍ୟୁ କରିବା ର । ଆମ ଗହଣ ରେ ସେ ନ ଥିଲେ ମଧ୍ୟ ତାଙ୍କ ଅଭିନୟ ତାଙ୍କୁ ଅମର କରି ରଖିଛି ।
ବର୍ତ୍ତମାନ୍ ସମୟ ରେ ତାଙ୍କ ଶେଷ ଯାତ୍ରା ଅଭିନୟ କରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଯାତ୍ରା ଟି ପଶ୍ଚିମ ଓଡ଼ିଶା ରେ ହୋଇଥିଲା ଓ ରାଇ ମୋହନ ପରିଡା ଖଳ ନାୟକ ଚରିତ୍ର ରେ ନଜର ଆସୁଥିଲେ ମଧ୍ୟ ଦର୍ଶକ ମାନେ ବହୁ ପରିମାଣ ରେ ମନୋରଂଜନ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।