ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ।
ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଥାନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ନେଗେଟିଭ ଚରିତ୍ର ରେ ଅଭିନୟ କରୁଛନ୍ତି ।
ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ସ୍ବର୍ଗତ ଲୋକ ପ୍ରିୟ ଅଭିନେତ୍ରୀ ରାଜେଶ୍ୱରି , ସେ ମୃତ୍ୟୁ କରିବାର ଆଜି କୁ ପ୍ରାୟ ୧୨ ଦିନ ହୋଇ ଗଲାଣି ।
ଆପଣ ମାନେ ଅଭିନେତ୍ରୀ ରାଜେଶ୍ୱରି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ସେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ ।
ସେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହ ଅନେକ ନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅନେକ ଦିନ ହେବ ଅଭିନୟ ଦୁନିଆ ରୁ ଦୂରେଇ ରହିଥିଲେ କାରଣ ତାଙ୍କୁ କ୍ୟା-ନ-ସ-ର ହୋଇ ଥିବାରୁ । ତାହେଲେ ବନ୍ଧୁଗଣ ରାଜେଶ୍ଵରି ନିଜ ରୋ-ଗ ସହ ଲଢ଼ି ଆଜି ହାରି ଯାଇ ଛନ୍ତି ଓ ମୃ-ତ୍ୟୁ ବରଣ କରିଛନ୍ତି ।
ଅତି ନିକଟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଏ ଦୁନିଆ ଛାଡ଼ି ଚାଲି ଯାଉଛନ୍ତି । ଏହି ଭିତରେ ରାଜେଶ୍ୱରି ଙ୍କ ବାର ତିଥି ରେ ଉସାଶି ମିଶ୍ର ଯୋଗ ଦେଇ ଅତୀତ ର କଥା କୁ ମନେ ପକାଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ବହୁତ୍ କମ୍ ବୟସ ରୁ ହସ ଖୁସୀଆ ପିଲା ଟି ଚାଲି ଯାଇଛି ବହୁତ୍ ବାଧୂଛି ।
ରାଜେଶ୍ୱରି କୁ ଭଲ ସ୍ୱାମୀ ଟିଏ ମିଳିଥିଲା , ସେ ତା ଜୀବନ ବଞ୍ଚେଇବା ପାଇଁ ଅନେକ କିଛି କରିଥିଲା କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲା ନାହିଁ । ସେ ଯେଉଁଠି ରହୁ ଭଲ ରେ ରହୁ , ପବିତ୍ର ଆତ୍ମା ଟିଏ , ଏହି ଭଳି ଭାବେ ଅନେକ କିଛି ଉସାସି ମିଶ୍ର ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।