ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଦେଖିବାକୁ ପାଉଥିବେ । ସୋସିଆଲ ମିଡ଼ିଆ ରେ ଅଧିକାଂଶ ଭାଇରାଲ ହେଉଥିବା ଭିଡିଓ ମଧ୍ୟ ରୁ ଅଧିକ ଭିଡିଓ ବେଶ୍ ଲଜ୍ୟା ଜନକ । ଏହି ଲ-ଜ୍ୟା ଜନକ ଖବର ସାଧାରଣ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଆସିଥାଏ । ଆଜି ଆମେ ଆପଣ ଙ୍କୁ ସେହିଭଳି ଏକ ଖବର ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ ଓ ଆପଣ ଙ୍କ ଛାତି ଥରି ଉଠିବ ।
ତାହେଲେ ବନ୍ଧୁଗଣ ଘଟଣା ଟି ହେଉଛି କେନ୍ଦୁଝର ଜଣେ ପ୍ରେମିକା ତାର ପ୍ରେମିକ କୁ ମଦ୍ୟ ପାନ କରାଇ ତାର ଗୁ-ପ୍ତା-ଙ୍ଗ କା-ଟି ଦେଇଥିବା ଘଟଣା ବର୍ତ୍ତମାନ୍ ସମୟ ରେ ସବୁ ଆଡେ ଚର୍ଚ୍ଚା ରେ । ୧୭ ଜଣ ଙ୍କ ସାକ୍ଷ୍ୟ ପ୍ରମାଣ ଭିତ୍ତି କରି କେସ ର ବିଚାର କରି ପ୍ରେମିକା କମଳା ପାତ୍ର ଙ୍କୁ ମାନ୍ୟବର sjm ରଞ୍ଜୁଲତା ଲେଙ୍କା ୩୦୭ ଓ ୩୭୦ ଦଫା ରେ
୭ ବର୍ଷ ପର୍ଯ୍ୟନ୍ତ ଜେଲ ଦ-ଣ୍ଡ ସହ୍ ୨୦ ହଜାର ଟଙ୍କା ର ଜୋରିମାନା କରିଛନ୍ତି ।
ତାହା ସହିତ ଆଉ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ୭-୧-୨୦୦୦ ମସିହା ରେ ହରିଚନ୍ଦନ ପୁର ଥାନା ଅନ୍ତର୍ଗତ ନୂଆଗାଁ ରେ ଏହି ଭଳି ଅଭାବନୀୟ ଅ-ଘ-ଟ-ଣ ଘଟିଥିଲା । ହରିଚନ୍ଦନ ପୁର ଥାନା ଅଞ୍ଚଳ ର ଝାରବେଡା ଗ୍ରାମ ର ରାଜେନ୍ଦ୍ର ନାଏକ । ସେ ବାହାର୍ ରାଜ୍ୟ ରେ କାମ କରନ୍ତି ସେ ୭-୧-୨୦୦୦ ରେ ବାହାର୍ ରାଜ୍ୟ ରୁ କେନ୍ଦୁଝର ଫେରିବା ପରେ ସେ ତାଙ୍କ ବିବାହିତ ପ୍ରେମିକା କମଳା ପାତ୍ର ଙ୍କ ଘର୍ କୁ ଆସିଥିଲେ ।
ସେଠାରେ କମଳା ପାତ୍ର ତାଙ୍କୁ ଅତ୍ୟଧିକ ମ-ଦ ପିଆଇ ତାଙ୍କ ଗୁ-ପ୍ତ-ଙ୍ଗ କୁ ଧା-ରୁ-ଆ ଅ-ସ୍ତ୍ର-ରେ କା-ଟି ଦେଇ ଦେ-ହ ରୁ ଆଲାଗ କରି ଦେଇଥିଲେ । ଯାହା ଫଳରେ କି ରାଜେନ୍ଦ୍ର ଙ୍କ ବାପା ଅଭିମନ୍ୟୁ ନାଏକ ଥାନା ରେ ଅଭିଯୋଗ କରିବା ପରେ କମଳା ଗିରଫ ହୋଇଥିଲେ ଓ ବର୍ତ୍ତମାନ୍ ସମୟ ରେ ବେଲ ପାଇଁ ହାଇ କୋର୍ଟ ରେ ବେଲ ରେ ଅଛନ୍ତି । ଆପଣ ମାନେ ଏହି ଖବର ଟି ଜାଣିବା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।