Breaking News

ରାତି ଅଧରେ ଫସିଲେ ହିରୋ ସବ୍ୟସାଚୀ (Sabyasachi) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବର୍ତ୍ତମାନ୍ ସମୟ ରେ ଠିକ ସେହିଭଳି ଜଣେ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ।ପ୍ରିୟ ଅଭିନେତା ସବ୍ୟସଚି , ସୁଟିଂ ସେଟ ରୁ ସବ୍ୟ ଘର୍ କୁ ଫେରୁଥିବା ସମୟରେ ଘଟିଲା ଅଘଟଣ ଯାହାକି ଆଜି ଆମେ ଜାଣିବା । ଆପଣ ଅଭିନେତା ସବ୍ୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗଧଡ଼ି ର ଅଭିନେତା ।

ତାହେଲେ ଆପଣ ମାନେ ଅଭିନେତା ସବ୍ୟ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ନାମ ଅର୍ଜନ କରିଛନ୍ତି । ଏହି ଅଭିନେତା ତାଙ୍କ ଜୀବନ ରେ ବହୁ ସାମାଜିକ କାମ କରିଛନ୍ତି ।

ଅଭିନେତା ସବ୍ୟ ଙ୍କ ଅଭିନୟ ଜୀବନୀ ଆଲବମ୍ ଜଗତ ରୁ ହୋଇଥିଲା , ସେ ଆଲବମ୍ ଦୁନିଆ ରେ ଲୋକ ପରିଚିତ ହେବା ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ଆପଣ ମାନେ ଜାଣିଥିବେ ଅଭିନେତା ସବ୍ୟ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ସହ ବହୁ ସାରା ଚଳଚ୍ଚିତ୍ର କରିଛନ୍ତି । ଚଳଚ୍ଚିତ୍ର ଅଭିନୟ କରୁ କରୁ ଉଭୟ ପରସ୍ପର କୁ ଭଲ ପାଇ ବସିଥିଲେ ।

ପରେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଉଭୟ ବର୍ତ୍ତମାନ୍ ସମୟ ରେ ବେଶ୍ ଖୁସି ରେ ଅଛନ୍ତି । ସବ୍ୟ ଅର୍ଚ୍ଚିତା ଉଭୟ ଏକାଠି ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବହୁ ସ୍ଥାନ କୁ ଏକାଠି ହୋଇ ବୁଲିବାକୁ ଯାଇଛନ୍ତି । ବର୍ତ୍ତମାନ୍ ସମୟ ରେ ଅଭିନେତା ସବ୍ୟ ଙ୍କୁ ନେଇ ବଡ ଖବର ଆସି ଯାଇଛି ଏହି ଖବର ଟି କଣ ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଅଭିନେତା ସବ୍ୟସଚି ନିଜ ସୁଟିଂ ସେଟ ରୁ ଘର୍ କୁ ଫେରୁଥିବା ସମୟରେ ତାଙ୍କ କାର ଚକା ଲିକ୍ ହୋଇଗଲା ଓ ରାତି ମଧ୍ୟ ହୋଇଥିଲା । ସବ୍ୟ ନିଜେ କାର ଚକା କୁ ବାହାର୍ କରି ଆଉ ଏକ ଚକା କାର ରେ ସଂଯୋଗ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଓ ଆପଣ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *