ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି ଅଜବ ପ୍ରାଣୀ କୁ ଧରିଛି ପୋଲିସ ଓ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଜବ ପ୍ରାଣୀ କୁ ଯିଏ ବି ଦେଖିବ ସେ ସମ୍ପୂର୍ଣ ଭାବ ରେ ଆଶ୍ଚର୍ଯ୍ୟ ହୋଇଯିବେ । ଅବିକଳ ଭାଲୁ ଭଳି ଦେଖା ଯାଉଥିଲା । ହଁ ବନ୍ଧୁ ଯେମିତି ଜଣେ ଭାଲୁ ମଣିଷ ପୋଷାକ ପିନ୍ଧିଛି।
ସତେ ଯେମିତି ଲାଗୁଛି ଓଡ଼ିଆ ଚଳଚ୍ଚିତ୍ର ର ବବୁକୁ ପୁଣି ଫେରିଛି । ଭାଲୁ ବେଶ୍ ରେ ଦେଖା ଯାଉଥିବା ପ୍ରାଣୀ ହେଉଛି ଜଣେ ବ୍ୟକ୍ତି ଯିଏ କି ଭାଲୁ ର ମୁଖା ପିନ୍ଧିଛନ୍ତି ଓ ମୁଖା ପିନ୍ଧିଛନ୍ତି ଯେ ପୋଲିସ ଆଗ ରେ ଧରା ପଡ଼ିଥିଲେ ମଧ୍ୟ ସେ ଆଉ ମୁଖା ଖୋଲି ନାହାଁନ୍ତି । ହାତ ରେ ଶାବଳ ଓ ଛୁରା ଧରି ଆସିଥିଲେ , ଏବଂ ଘର ତାଡୁଥିଲେ।
ମୁହଁ ରେ ଥିଲା ଭାଲୁ ମୁଖା । ସେଠାରୁ ଚେଷ୍ଟା କରିଥିଲେ ପଳାଇ ଆସିବେ ବୋଲି । ଅନେକ ଦିନ ହେବ ୪ ଜିଲ୍ଲା ରେ ନିଜ ଲୁଟ ର ସାମ୍ରାଜ୍ୟ ବିସ୍ତାର କରିଥିବା ୪ ଲୁଟେରା ବର୍ତ୍ତମାନ ସମୟ ରେ ପୋଲିସ ପଞ୍ଝା ରେ । ଭିନ୍ନ ଭିନ୍ନ ଉପାୟ ବାହାର କରି ଲୁଟୁ ଥିଲେ କିନ୍ତୁ ଚୋର ଘର ସଦା ବେଳେ ଅନ୍ଧାର ନ ଥାଏ । ବର୍ତ୍ତମାନ ସମୟ ରେ ଉଭୟ ଧରା ପଡ଼ୁଛନ୍ତି ।
ଏହି ୪ ଡକାୟତ ହେଉଛନ୍ତି ଭଦ୍ରକ ଜିଲ୍ଲା ର , ଦୀର୍ଘ ବର୍ଷ ହେବ ନିଜ ଚୋରି କାର୍ଯ୍ୟ କରୁଥିଲେ । ଏହି ୪ ଲୁଟେରା ଙ୍କ ବୟସ ୧୯ ରୁ ୨୩ ବର୍ଷ ମଧ୍ୟ ରେ ହେବ ପୂର୍ବ ରୁ ଅନେକ ଚୋରି କରିଛନ୍ତି ଓ ପରେ ଗିରଫ ହୋଇ ଜେଲ ଯାଇଥିଲେ । ଚୋର ଘର ସଦା ସର୍ବଦା ଅନ୍ଧାର ନ ଥାଏ କେତେବେଳେ କଣ ହୋଇଥାଏ ତାହା କେହି ବି ଜାଣି ନାହାଁନ୍ତି । ଅନେକ ଦିନ ହେବ ଚୋରି କରୁଥିଲେ ।
ଆଜି ତାର ଫଳ ମିଳି ଯାଇଛି , ବର୍ତ୍ତମାନ ୪ ଲୁଟେରା ମାମୁଁ ଧରି ଦେଇଛନ୍ତି ଓ ମାମୁଁ ଘର କୁ ଯାଇ ଚକି ପେଶିବେ । ଯେଉଁ ମାନେ ଦୁନିଆ ରେ କର୍ମ କଣ ବୋଲି ଜାଣନ୍ତି ନାହିଁ ସେ ନିଶ୍ଚୟ ଭାବେ ଖରାପ କାର୍ଯ କୁ ଅପଣାଇବେ । ଖରାପ କାର୍ଯ୍ୟ ଜୀବନ ପାଇଁ ବିପଦ ଓ ଏହାର ବଡ ବଡ ରୋଗ ଠାରୁ ମଧ୍ୟ ବହୁତ୍ ବଡ । ବ୍ୟକ୍ତି ଜଣକ ଯେଉଁ ରୂପ ରେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି ତାକୁ ଯିଏ ବି ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ ।
ସତେ ଯେମିତି ଲାଗୁଛି ଅତୀତ ରେ ପୂର୍ଣ୍ଣିମା ରାତି ରେ ଭାଲୁ ହେଇ ଯାଉଥିବା ବବୁଲୁ ଆଜି ବଡ ହୋଇ ବଡ ଭାଲୁ ହୋଇ ଯାଇଛି ଓ ଏହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।