Breaking News

ରାନୀ ପଣ୍ଡାଙ୍କ (Rani Panda) ମହାନତା, କାହିଁକି ରାନୀ ପଣ୍ଡା ସାହାର୍ଯ୍ୟରେ କିଛି ଟଙ୍କା ମାଗୁଛନ୍ତି, ତାଙ୍କ ଆଖିରେ ଲୁହ କାହିଁକି – ଦେଖନ୍ତୁ ଭିଡିଓ

ବହୁ ବାଦ ବିବାଦ ପରେ ବି କେବେ ବି ସେ ବିବାଦ କୁ ଖାତିରି କରି ନାହାନ୍ତି । ସବୁବେଳେ ସାହାଯ୍ୟ ର ମନବୁର୍ତି ନେଇ ଛନ୍ତି ଆଉ କିଛି ଖାତିରି ନ କରି ଆଗେଇ ଆସୁଛନ୍ତି ଅସହାୟ ଲୋକ ଙ୍କ ପାଖ ରେ ପହଞ୍ଚି ଯାଇଛନ୍ତି ଆଉ ସବୁବେଳେ ତାଙ୍କ ର ସାହାଯ୍ୟ ହାତ ବଢ଼ାଇଛନ୍ତି ଆଉ ସାହାଯ୍ୟ କରି ତାଙ୍କ ମୁହଁ ରେ ଟିକେ ହସ ଭରି ଦେବା ପାଇଁ ସବୁ ବେଳେ ଚେଷ୍ଟା ମଧ୍ୟ କରି ଆସୁଛନ୍ତି ।

ସେ କୋଭିଡ୍ ର ସମୟ ହେଉ କି ସାଇକ୍ଲୋନ୍ ସବୁବେଳେ ଆସହାୟ ଲୋକ ଙ୍କ ପାଖ ରେ ଛିଡା ହୋଇ ଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ମାନଙ୍କ ର ପ୍ରିୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ଦିବାନ ସ୍ବାଇଁ ଙ୍କ ର କି-ଡି-ନ୍ ଟ୍ରାନ୍ସଫର ପାଇଁ ଲକ୍ଷା ଧିକ ଟଙ୍କା ଦରକାର ସେଇଠି ପାଇଁ ସେ ଆସି ଯାଇଥିଲେ କଟକ ର ଏସିପି ମେଡିକାଲ ।

ରାନୀ ପଣ୍ଡା ନ୍ୟୁଜ ରେ 3 ରୁ 4 ଦିନ ଧରି ଦେଖୁଥିଲେ ତା ପରେ କଲେଜ ପିଲା ମାନେ ମଧ୍ୟ ରାନୀ ପଣ୍ଡା ପାଖ କୁ ଆସିଥିଲେ ସାହାଯ୍ୟ ମାଗି ବାକୁ ଆଉ ରାନୀ ପଣ୍ଡା କହିଲେ କି ଏମିତି ସାହାଯ୍ୟ କରି ହେବନି ସତ କଣ ନଜାଣିଲା ପର୍ଯ୍ୟନ୍ତ । ଆଉ ସେହି ଲୋକ କୁ ସାମ୍ନା ରେ ଦେଖି ଲା ପରେ ତାର ଅବସ୍ଥା କଣ ଅଛି ଜାଣିଲା ପରେ କିଛି କରି ହେବେ ।

ଆଉ ରାନୀ ପଣ୍ଡା ନିଜେ ହସ୍ପିଟାଲ କୁ ଯାଇ ଭେଟିଛନ୍ତି ସେହି ପେସେଣ୍ଟ କୁ ଯାହାକୁ କଥା ଦେଇ କହିଛନ୍ତି ତାଙ୍କ ଦ୍ବାରା ଯେତିକି ହେବ ସେ ନିଶ୍ଚିତ ଭାବରେ ସାହାଯ୍ୟ କରିବେ । ଆଉ ତାଙ୍କ ସମ୍ପୁର୍ଣ୍ଣ ମନବ୍ରୁତ୍ତି ସହ ସେ ସାହାଯ୍ୟ କରିବେ । ତାହା ସହ ରାନୀ ପଣ୍ଡା ସମସ୍ତ ଓଡିଶା ବାସୀ ନୂ ଅନୁରୋଧ କରି କହିଛନ୍ତି ଯେ କିଛି ସାହାଯ୍ୟ କରିବା ପାଇଁ ଫୋନ ପେ ମାଧ୍ୟମ ରେ ।

ଆଉ ଏହି ପେସେଣ୍ଟ ଙ୍କ ର ବାପା ମାଆ ଙ୍କ ର ସକ୍ଷମ୍ ନାହିଁ ଯେ ସେ ତାଙ୍କ ପୁଅ କୁ ସମ୍ପୁର୍ଣ୍ଣ ଭଲ କରି ପାରିବେ । ଯଦି ସାରା ଓଡିଶା ବାସୀ ଚାହିବେ ତାହେଲେ ସେ ନିଶ୍ଚିତ ଭାବରେ ଭଲ ହେଇ ଯିବେ । ଏହି ପେସେଣ୍ଟ ଙ୍କ ବୟସ ମାତ୍ର 25 ବର୍ଷ ସେ ରାଜଧାନୀ କଲେଜ ରେ ପାଠ ପଢୁଛନ୍ତି ଏବେ ସେ ସମ୍ପୁର୍ଣ୍ଣ ଅକ୍ଷମ୍ ତାଙ୍କୁ ଭଲ କରିବା ପାଇଁ ।

ଲୋକ ମାନେ ଅଛନ୍ତି ବହୁତ ବେକାର ରେ ପଇସା ଖର୍ଚ୍ଚ କରୁଛନ୍ତି ଯଦି ଚହିବେ ତେବେ ଗୋଟିଏ ପିଲା ର ଜୀବନ ବଞ୍ଚାଇଅ ପାରିବେ । ରାନୀ ପଣ୍ଡା ଏବେ ବି ଯେମିତି ଲୋକ ସେବା କରୁଛନ୍ତି ସେମିତି ଆଗକୁ କରିବେ ତାଙ୍କ ଦ୍ବାରା ଯେତିକି ସମ୍ଭବ ସେ ସାହାଯ୍ୟ କରିବେ ଆଉ ବାକି ଓଡିଶା ବାସୀ ଙ୍କୁ ମଧ୍ୟ ସାହାଯ୍ୟ ମାଗି ଅନୁରୋଧ କରିଛନ୍ତି ରାନୀ ପଣ୍ଡା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *