Breaking News

ରାନୀ ପଣ୍ଡା (Rani Panda) କହିଲେ ପଣ୍ଡା କୁଆଡେ ଗଲୁ ବେ,ଅଣ୍ଡା ଦୋଉଛୁ କୋଉଠି,ମୁଁ ତ ଅଣକଳାକାର… ତେବେ ରାନୀ କାହାକୁ ଇଙ୍ଗିତ କରି କହୁଛନ୍ତି ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ସମସ୍ତ ଦର୍ଶକ ମାନେ ଯାତ୍ରା ଜଗତ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଯାତ୍ରା ଜଗତ ରେ ମଧ୍ୟ ପ୍ରସାରିତ ହେଉଥିବା ସମସ୍ତ ନାଟକ ବେଶ୍ ଲୋକ ପ୍ରିୟ ହୋଇ ପାରିଛି କାରଣ ଭଲ ଭଲ କାହାଣୀ କୁ ନେଇ ହୋଇଥାଏ । ଯାତ୍ରା ଜଗତ ଏତେ ଲୋକ ପ୍ରିୟତା ହୋଇ ମଧ୍ୟ କଣ ପାଇଁ ଏଥି ରେ ଅ-ଶ୍ଳି-ଳ-ତା ପୁରା ଯାଉଛି ।

ଯେଉଁ ଜିନିଷ କୁ ଦର୍ଶକ ମାନେ ଦେଖିବାକୁ ପସନ୍ଦ କରୁ ନାହାଁନ୍ତି କିନ୍ତୁ ତାଙ୍କ୍ ସାମ୍ନା ରେ ଅ-ଶ୍ଳୀ-ଳ ନୃତ୍ୟ କରିବା କାରଣ ରୁ ସେମାନେ ଏହାକୁ ବାରଣ କରିବା ଦରକାର ନ ହେଲେ ଦର୍ଶକ ମାନେ ନିଜ ପରିବାର ଲୋକ ଙ୍କୁ ନେଇ ଯାତ୍ରା ଦେଖିବାକୁ ଯାଇ ପାରିବେ ନାହିଁ । ହଁ ବନ୍ଧୁ ଯାତ୍ରା ଜଗତ ରେ ପ୍ରସାରିତ ହେଉଥିବା ନାଟକ କୁ ଦେଖିବା ପରିବାର ଲୋକ ଏକାଠି ହୋଇ ଯାଇ ଥାଆନ୍ତି ନିଜ ଝିଅ ପୁଅ , ବାପା ସହିତ ।

ସେଥି ନାଟକ ଦେଖିବା ପୂର୍ବ ରୁ ଏହି ପରି ନୃତ୍ୟ ଦେଖିଲେ ନିଶ୍ଚୟ ସମସ୍ତ ଙ୍କୁ ଖରାପ୍ ଲାଗିବ ଓ ଯାହା ଫଳ ରେ ସେମାନେ ଆଉ କେବେ ବି ନିଜ ପରିବାର ଲୋକ ଓ ନିଜେ ନାଟକ ଦେଖିବାକୁ ଆସିବେ ନାହିଁ । ସେଥିପାଇଁ ଯେଉଁଠି ଅ-ଶ୍ଳୀ-ଳ ନୃତ୍ୟ ହେଉଛି ସେଠୀ ପ୍ରତିବାଦ କରିବା ନିହାତି ଦରକାର । ବର୍ତ୍ତମାନ୍ ସମୟ ରେ ଆମେ ଆପଣ ଙ୍କୁ ଏହି କଥା ଟି କଣ ପାଇଁ କହୁଛୁ ତାହା ଆପଣ ମାନେ।

ବେଶ୍ ଭଲ ଭାବରେ ଜାଣିଥିବେ ଅତି ନିକଟ ରେ ଭଦ୍ରକ ଜିଲ୍ଲା ରେ ଏକ ନାଟକ ପରିବେଷଣ ହେବା ପୂର୍ବ ରୁ ମେଲୋଡି କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା ଓ ଏହି ମେଲୋଡି କାର୍ଯ୍ୟକ୍ରମ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଆଇଟମ ଗାର୍ଲ୍ ନାଚ କରିଥିଲେ । ସର୍ଟ କଷ୍ଟ୍ୟୁମ ପିନ୍ଧି ନାଚ କରିଥିଲେ ଯାହାକି ଅ-ଶ୍ଳୀ-ଳ ନୃତ୍ୟ ବୋଲି ଜଣେ ମହିଳା ଲାଗିଲା ଓ ଯାହା ଫଳ ରେ କି ସେ ଏହାକୁ ବିରୋଧ କରି ଚପଳ ମା-ଡ ମାରି ଥିଲେ ।

ଯାହାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି , ଏହି ବିବାଦ କୁ ନେଇ କେହି କେହି ଏହାକୁ ଭଲ ବୋଲି କହିଥିବା ସମୟ ରେ ଆଉ କେହି ଏହାକୁ ଭୁଲ ବୋଲି କହିଛନ୍ତି । ଯାହା ବି ହେଉ ମହିଳା ଜନକ ପ୍ରତିବାଦ କରି ଛନ୍ତି ଓ ଏହି ପ୍ରତିବାଦ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଚର୍ଚ୍ଚା ରେ ଅଛି ।

ବର୍ତ୍ତମାନ୍ ସମୟ ରେ ଏହି ଖବର କୁ ନେଇ ଅଭିନେତ୍ରୀ ରାନୀ ପଣ୍ଡା ଯିଏ କି ଆଇଟମ ଗାର୍ଲ୍ ଭାବେ ବେଶ୍ ପରିଚିତ , ଏହାକୁ ନେଇ ସେ ବର୍ତ୍ତମାନ୍ ସମୟ ରେ ନିଜ ପ୍ରତିକ୍ରୀୟା ରଖିଛନ୍ତି ଯାହାକି କହି ହେବ ନାହିଁ , ଖାଲି ଏତିକି ଜାଣନ୍ତୁ ଯେ ସେ କେଉଁ ପଣ୍ଡା ର ନାମ ନେଇ ଅ-ଶ୍ଳୀ-ଳ ଭାଷା ରେ ଗା-ଳି ଗୁ-ଲ-ଜ କରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *