Breaking News

ରାନୀ ପଣ୍ଡା (Rani panda) ନିଜର ଜୀବନର ଦୁଃଖର ଦିନ କଥା କହି କାନ୍ଦି କାନ୍ଦି ଭିଡିଓ କରିଲେ, ଆପଣ ବି ଦେଖିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ହଁ ବନ୍ଧୁ ସେହି ଦୃଶ୍ୟ ନିଜ ସୁଟିଂ ସେଟ ର ହେଉ ବା ବ୍ୟକ୍ତିଗତ ଜୀବନ ଦୃଶ୍ୟ ହେଉ ।

ଠିକ୍ ସେହିଭଳି ଭାବେ ବର୍ତ୍ତମାନ୍ ସମୟ ରେ ଜଣେ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ଅଛନ୍ତି ଏକ ଭିଡିଓ ଜାରି କରି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ,ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ।

ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବେ ଓଡ଼ିଶା ର ଘର୍ ଘରେ ପରିଚିତ । ଏହି ଅଭିନେତ୍ରୀ ଯାତ୍ରା ଜଗତ ଆଇଟମ ଗାର୍ଲ୍ ଭାବେ ବେଶ୍ ପରିଚିତ । ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ । ଏହି ଅଭିନେତ୍ରୀ ଜଣକ ଯେତିକି ନିଜ ଅଭିନୟ ପାଇଁ ଲୋକ ପ୍ରିୟ ହୋଇ ପାରି ନ ଥିଲେ ବିବାଦ ଘେର କୁ ଆସିବା ପରେ ଲୋକ ପ୍ରିୟ ହୋଇ ପାରିଥିଲେ ।

ଏହି ଅଭିନେତ୍ରୀ ଜଣକ ବିବାଦ କୁ ଆସିବା ପରେ ବିବାଦ ଘେର କୁ ଆସିବା ଅନେକ ହଇରାଣ ଓ କଷ୍ଟ ପାଇଥିଲେ ଓ ସେହି ସମୟ ରେ ଅଭିନୟ କରିବାକୁ ସୁଯୋଗ ମିଳୁ ନ ଥିଲା କିନ୍ତୁ ବର୍ତ୍ତମାନ୍ ସମୟ ରେ ସେ ନିଜ ଅଭିନୟ ପାଇଁ ସୁଯୋଗ ମିଳିବା ସହ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ । ବର୍ତ୍ତମାନ୍ ସମୟ ଅଭିନୟ କରିବା ସହ ତାଙ୍କ ଜୀବନ ର କାହାଣୀ କୁ ନେଇ ନାଟକ ପ୍ରସ୍ତୁତ ମଧ୍ୟ ହୋଇଛି ।

ଏହି ନାଟକ ଟି ହେଉଛି ଘୋଡ଼ା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା , ଏହି ନାଟକ ଟି ପରିବେଷଣ ହୋଇ ସାରିଛି ଓ ଓଡ଼ିଶା ର ଦର୍ଶକ ମାନେ ଏହାକୁ ବହୁତ୍ ଭଲ ପାଇବା ଦେଉଛନ୍ତି କହିବାକୁ ଗଲେ ହାଉସଫୁଲ ହୋଇ ଯାଇଥାଏ ଏହି ନାଟକ ଟି ଯେଉଁ ଠାରେ ପଡ଼ିଥିଲେ ମଧ୍ୟ । ବର୍ତ୍ତମାନ୍ ସମୟ ରେ ରାନୀ ପଣ୍ଡା ଏକ ଭିଡିଓ କରି ଦର୍ଶକ ମାନ ଙ୍କୁ ନିବେଦନ କରି କିଛି କହିଛନ୍ତି ।

ହଁ ବନ୍ଧୁ ସେ କହିଛନ୍ତି ଯେ ଯେଉଁ ଭଳି ଭାବେ ତାଙ୍କ ଅତୀତ ଜୀବନ ର ଦୃଶ୍ୟ କୁ ନେଇ ନାଟକ ପ୍ରସ୍ତୁତ ହୋଇଥିଲା ଓ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଥିଲେ , ଠିକ୍ ସେହିପରି ଭାବେ ତାଙ୍କ ଜୀବନ କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର କୁ ଭଲ ପାଇବା ଦେବା ପାଇଁ ସେ ଅନୁରୋଧ କରି କହିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *