Breaking News

ରାନୀ ପଣ୍ଡା (Rani Panda) ପ୍ରଥମେ ଓଡିଶାର ବିପଦରେ ଠିଆ ହୋଇଛି, ନିଜ ହାତରୁ ଟଙ୍କା ଖର୍ଚ କରି ସାହାର୍ଯ୍ୟ କରିଛି – ଦେଖନ୍ତୁ ଭିଡିଓ

ରାଜଧାନୀ କଲେଜ ର ପୂର୍ବତନ ଛାତ୍ର ଦେବାନ ଏବେ ବଡ଼ ରୋଗ ରେ ପୀଡିତ ଅଛନ୍ତି । ଦୁଇଟି ଯାକ କି-ଡି-ନ୍ ଦେବାନ ଙ୍କ ର ନଷ୍ଟ ହୋଇ ଯାଇଛି । ଯାହା କୁ ନେଇ ରାଜ୍ୟ ବାସୀ ଙ୍କ ସହଯୋଗ ଲୋଡିଛନ୍ତି ଦିବାନ କେବଳ ଦିବାନ ନୁହନ୍ତି ଦିବାନ ଙ୍କ ସାଙ୍ଗ ସାଥି କିଭଳି ଭାବରେ ଦିବାନ ଙ୍କୁ ସୁସ୍ଥ କରା ଯାଇ ପାରିବ ସେଥି ପାଇଁ ସେହି ଦିଗ ରେ ଲାଗି ପଡିଛନ୍ତି ।

ଯେତେବେଳେ ଏହି ଖବର ଗଣ ମାଧ୍ୟମ ରେ ପ୍ରକାସ ପାଇଛି ସେତେବେଳେ ଯାତ୍ରା ର ଅଭିନେତ୍ରୀ ରାନୀ ପଣ୍ଡା ତାଙ୍କ ପାଖ କୁ ଯାଇଥିଲେ ଏବଂ ତାଙ୍କୁ ସହଯୋଗ ର ହାତ ମଧ୍ୟ ବଢ଼ାଇଛନ୍ତି କାହିଁକି ନା ଯେହେତୁ ଆମେ ପୂର୍ବ ରୁ ଦେଖିଛେ ଯେ କିଭଳି ଭାବରେ କୋଭିଡ୍ ସମୟ କଥା ରେ ହେଉ କିମ୍ବା ବନ୍ୟା ବାତ୍ୟା ଯେତେ ବେଳେ ଆସେ ସେତେବେଳେ ସେ ବିଭିନ୍ନ ସମୟ ରେ ତାଙ୍କୁ ସହ ଯୋଗ ର ହାତ ବଢାନ୍ତି ।

ଗତ କାଲି ରାନୀ ପଣ୍ଡା ଦିବାନ ଙ୍କୁ ଦେଖା କରି ଆସିଛନ୍ତି । ଆଉ ତାଙ୍କ ର ପରିସ୍ଥିତି ଜମା ରୁ ବି ଭଲ ନାହିଁ । ସେହି ପିଲା କୁ କେବଳ 25 ବୟସ ହେଇଚି । ତାଙ୍କ ର ଦୁଇଟା ଯାକ କି-ଡି-ନ୍ ପୁରା ନଷ୍ଟ ହୋଇ ସାରିଛି । ସେହି ପିଲଟିର୍ ବାପା ଜଣେ ରଙ୍ଗ ମିସ୍ତ୍ରୀ ତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ହିଁ କେବଳ ଆଗାମୀ ଭବିଷ୍ଯତ ର ରୋଜଗାର କରି ଥାନ୍ତା ।

ବର୍ତ୍ତମାନ ସମୟରେ ତାଙ୍କ ବାପା ମାଆ ଙ୍କ ର ଅବସ୍ଥା ବହୁତ ଖରାପ ଅଛି । ଏବେ ପିଲା ଟି ଭଲ ହେବା ପାଇଁ 30 ରୁ 40 ଲକ୍ଷ ଟଙ୍କା ଦରକାର । ବହୁତ ଟଙ୍କା ମଧ୍ୟ ସରି ସାରିଲାଣି ଆହୁରି ବି ଟଙ୍କା ଦରକାର । ଏହା କୁ ନେଇ ରାନୀ ପଣ୍ଡା ଙ୍କୁ ତାଙ୍କ କଲେଜ ର ପିଲା ମାନେ କଲ୍ କରି ସାହାଯ୍ୟ ମାଗି ଥିଲେ ଆଉ ରାନୀ ପଣ୍ଡା ଙ୍କ ଦ୍ବାରା ଯାହା ହେବ ସେ ସାହାଯ୍ୟ କରୁଛନ୍ତି ।

ତଥାପି ସେତିକି ରେ ହେଉ ନାହିଁ ଅନ୍ୟ ମାନେ ମଧ୍ୟ ଟଙ୍କା ଆଦାୟ କରୁଛନ୍ତି ଆଉ ତାହା ସହ ରାନୀ ପଣ୍ଡା ସମସ୍ତ ଓଡିଶା ବାସୀ ଙ୍କୁ ମଧ୍ୟ ଅନୁରୋଧ କରି କହୁଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ । କିଛି ନହେଲେ ତାଙ୍କ ର ଗୋଟିଏ କି-ଡି-ନ୍ ଲାଗି ଗଲେ ସେ ସୁସ୍ଥ ଅନୁଭବ କରି ପାରିବେ । ତାହା ରାନୀ ପଣ୍ଡା କହିଛନ୍ତି ସେ ଓଡିଶା ରେ ପ୍ରଥମେ ବିପଦ ରେ ଠିଆ ହୋଇଛନ୍ତି ରାନୀ ପଣ୍ଡା ନିଜେ ବନ୍ଧା ପଡି ଅନ୍ୟ କୁ ସାହାଯ୍ୟ କରିଛନ୍ତି ଆଉ କେହି ଅଛନ୍ତି ଯେଉଁ ମାନେ ଟ୍ରଷ୍ଟ ଟଙ୍କା ଆଣି ଦେଖାଣିଆ ସାହାଯ୍ୟ କରୁଛନ୍ତି କିନ୍ତୁ ରାନୀ ପଣ୍ଡା ନିଜେ ସବୁ ବେଳେ ଚେଷ୍ଟ କରିଛନ୍ତି ସମସ୍ତେ ଭଲ ରୁହନ୍ତୁ ବୋଲି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *