Breaking News

ରାନୀ ପଣ୍ଡା (Rani Panda) ଲାଇଫ ଗୋଟେ ସିରିଏଲ : ମୁଁ ଆଗରୁ ବଦନାମ ଆଉ ବଦନାମ କରନି – ଦେଖନ୍ତୁ ଭିଡିଓ

ଯାତ୍ରା ଦୁନିଆ ର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ଓଡିଶା ର ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି । ତେବେ ତାଙ୍କୁ ନେଇ ଏକ ନୂଆ କାହାଣୀ କରା ଯାଇଛି ଯାହାର ନାଁ ହେଉଛି ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା । ଯାହା କି ଏହି କାହାଣୀ ଟି ସମ୍ପୁର୍ଣ୍ଣ ରୂପେ ରାନୀ ପଣ୍ଡା ଙ୍କ ଜୀବନ ର ସଂଘର୍ଷ କୁ ନେଇ କରା ଯାଇଛି । ଏ ନେଇ ରାନୀ ପଣ୍ଡା ବି କିଛି କହିଛନ୍ତି ତେବେ ଆସନ୍ତୁ ଜାଣିବା ଏ ବିଷୟ ରେ ରାନୀ ପଣ୍ଡା କ’ଣ କହିଛନ୍ତି ।

ରାନୀ ପଣ୍ଡା ଙ୍କ ଏହି କାହାଣୀ ଟି ସଙ୍ଘର୍ଷ ପୂର୍ଣ୍ଣ କାହାଣୀ ଯାହା କି ଏ କାହାଣୀ ଟି ବହୁତ ଭଲ ହେଇଚି । ଏହି ନାଟକ ସୁର୍ଣ୍ଣ ମନ୍ଦିର ରେ ହେଇଚି ତେଣୁ ସେ ଚାହୁଁଛନ୍ତି ଦର୍ଶକ ମାନଙ୍କ ଇଚ୍ଛା ମଧ୍ୟ ନିଶ୍ଚିତ ଥିବ ଏହା ଦେଖିବାକୁ । ତାହା ସହ ରାନୀ ପଣ୍ଡା କହିଛନ୍ତି କି ଦର୍ଶକ ମାନେ ଯଦି ଏହି ନାଟକ କୁ ଦେଖିବେ ତାହେଲେ ଜାଣିବେ କି ରାନୀ ପଣ୍ଡା ଙ୍କ ଜୀବନ କେମିତି ଲୋକ ମାନେ ଯାହା ଭାବୁଥିଲେ ତାହା ଆଦୌ ନୁହଁ ।

ଏହି ନାଟକ ରେ ସବୁ ପ୍ରକାର କ୍ୟାରକ୍ଟର୍ କୁ ପ୍ଲେ କଲା ଭଳି ରାନୀ ପଣ୍ଡା ଙ୍କୁ ଲୋକ ମାନେ ଦେଖିବେ । ଏହି ନାଟକ ରେ ଆଇଟମ ଗୀତ ବି ଅଛି ଯାହା ଏହି ନାଟକ ଭୀତ ରେ ଅଛି ଯାହା କି ରାନୀ ପଣ୍ଡା କରିବେ । ଯାହା କି ରାନୀ ପଣ୍ଡା ଆଶା କରିଛନ୍ତି ଯାତ୍ରା ରେ ଏହା ଧୁମ ମଚେଇବ । ଯେହେତୁ ଏହା ଗୋ଼ଟିଏ ଆଇଟମ ଡ୍ୟାନ୍ସ ତାହେଲେ ଏହା ଆଇଟମ ଭଳି ହିଁ ହେବ ଏଥିରେ କିଛି ଚେଞ୍ଜ୍ ଆସିବ ନାହିଁ । ଯେମିତି ଆଗରୁ ଲୋକ ମାନେ ରାନୀ ପଣ୍ଡା ଆଇଟମ ଡ୍ୟାନ୍ସ ରେ ଦେଖିଥିଲେ ତାହା ଏବେ ବି ଠିକ ସେମିତି ହେବ ।

ରାନୀ ପଣ୍ଡା ଙ୍କ ସଂଘର୍ଷ ବିଷୟ ରେ କହିଲେ ଏହା ଗୋଟିଏ ନାଟକ ରେ ସରିବ ନାହିଁ ଏହା ଗୋଟିଏ ସିରିଏଲ ଭଳି ହେଇ ଯିବା କାରଣ ଏହାର କାହାଣୀ ବହୁତ ବଡ଼ । ତେଣୁ କିଛି କିଛି ଜିନିଷ ଏ ବର୍ଷ ନାଟକ ରେ ଦେଖାଯିବ ଆଉ କିଛି କାହାଣୀ ଆର ବର୍ଷ ନାଟକ ରେ ଦେଖାଯିବ । ଏହି ନାଟକ ର ଡିରେକ୍ଟର ହେଉଛନ୍ତି ଦୀପକ ଜେନା । ମ୍ୟୁଜିକ ଦେଇଛନ୍ତି ଟିଟିନ୍ ସାର । ରାନୀ ପଣ୍ଡା ଙ୍କ ହିରୋ ହେଉଛନ୍ତି ରମା ଯିଏ କି ବହୁତ ପୁରୁଣା ଆକ୍ଟ୍ରିସ୍ । ଏହି ନାଟକ ରେ ସମସ୍ତେ ପୁରୁଣା ଅକ୍ଟ୍ରିସ୍ ମାନେ ଅଭିନୟ କରୁଛନ୍ତି ।

ଏହି ନାଟକ କରିବା ପାଇଁ ସେ 70 % ଘୋସିକ୍ କରିଛନ୍ତି ଆଉ 30%ସେ ପଢି ନାହାନ୍ତି ବହି । ସେ ନାଟକ ହେଉ କି ସିନେମା ସିରିଏଲ ସମସ୍ତେ ବହୁତ କଷ୍ଟ କରନ୍ତି । ଏବେ ରାନୀ ପଣ୍ଡା ଚାହୁଁଛନ୍ତି ବହୁତ ପରିଶ୍ରମ କରି ଟଙ୍କା ରୋଜଗାର୍ କରିବା ପାଇଁ କାରଣ ଭବିଷ୍ୟତ ରେ କେବେ ଯେମିତି ଟଙ୍କା ପାଇଁ ହଇରାଣ ନ ହେବେ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *