ଦର୍ଶକ ବନ୍ଧୁ ଆମ ଓଡ଼ିଆ ରେ ଗୋଟେ କଥା ଅଛି ମୋତେ ଯେତେ ମାଠିବୁ ମାଠେ ମୁଁ ସେହି ଦରପୋଡ଼ା କାଠେ । ମାନେ ମୋ ନିଜ ଇଛା ଅନୁଯାୟୀ ମୁଁ ସବୁ କରିବୁ ଯିଏ ଯାହା କୁହ ପଛ କେ , ମୁଁ ଅର୍ଦ୍ଧ ନ-ଗ୍ନ ହୋଇ ନାଚିବି ମୋତେ ଯିଏ ଯାହା କୁହ ପଛ କେ ମୁଁ କାହା କଥା ଶୁଣିବି ନାହିଁ । ମୋ ଅ-ର୍ଦ୍ଧ-ନ-ଗ୍ନ ଦେହ କୁ ଦର୍ଶକ ମାନେ ଦେଖିବାକୁ ଭଲ ପାଉଛନ୍ତି ।
ଯେଉଁ ମାନେ ଦେଖିବାକୁ ପସନ୍ଦ କରୁ ନାହାଁନ୍ତି ସେମାନେ ନ ଆସନ୍ତୁ , ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆପଣ ଙ୍କୁ ଏହି କଥା ଟି କହିବା ର କାରଣ ହେଲା ଯେ ଅତି ନିକଟ ରେ ଚପଳ ମା-ଡ ଖାଇ ଅ-ପ-ମା-ନି-ତ ହୋଇଥିବା ରାନୀ ପ୍ରିୟଦର୍ଶିନୀ । ସୁନ୍ଦରଗଡ଼ ର ଏକ ଯାତ୍ରା ପେଣ୍ଡାଲ ରେ ପୁଣି ସେହି ବୋ-ଲ୍ଡ ନାଚ । ଦର୍ଶକ ମାନେ ରାନୀ ଙ୍କ ଏହି ନାଚ ଦେଖିବାକୁ ପାଗଳ ।
କମିଟି ଓ ଦର୍ଶକ ମାନେ ଚାହୁଁ ଛନ୍ତି ବୋଲି ରାନୀ ଆଜି ପେଣ୍ଡାଲ ରେ ଏହି ଭଳି ଭାବେ ନଚୁଛନ୍ତି । ଟଙ୍କା ନ ଥିବା ଲୋକ ପାଖ ରେ ରାନୀ ଟଙ୍କା ଫୋପାଡୁଛି । ଯାତ୍ରା ମାଲିକ ଙ୍କ କହିବା ଅନୁସାରେ ରାନୀ ଏହି ଭଳି ନାଚ କରୁଛନ୍ତି , ଏହି ରାନୀ ଗତ ଶୁକ୍ରବାର ଦିନ ଭଦ୍ରକ ର କାଳୀପୂଜା ଉପଲକ୍ଷେ ଏକ ପେଣ୍ଡାଲ ରେ ଅର୍ଦ୍ଧ ନ-ଗ୍ନ ନାଚ କରୁ ଥିବା ସମୟ ରେ, ଜଣେ ମହିଳା ଆସି ତାଙ୍କୁ ଚପଲ ମା-ରି ଥିଲେ ।
ତାଙ୍କୁ ମା-ଡ ମାରିବା ଷ୍ଟେଜ ଉପର କୁ ଚଢ଼ି ଯାଇଥିଲେ କିନ୍ତୁ ରାନୀ ସେଠାରୁ ପଳାଇ ଯାଇଥିଲେ । ଏହା କୁ ବିରୋଧ କରି ସେ ଷ୍ଟେଜ ଉପରେ ବସିବା ପରେ କମିଟି ସଦସ୍ୟ ଆଜି ବୁଝା ସୂଜା କରିବା ପରେ ସେ ଆସିଥିଲେ । ଏଠି କଣ ପାଇଁ ପ୍ରୋତ୍ସାହନ ଦିଆ ଯାଇଛି ଏହି ଅର୍ଦ୍ଧ ନ-ଗ୍ନ ନୃତ୍ୟ ପାଇଁ। ଏହି ଯାତ୍ରା ଜଗତ କୁ ଅନେକ ଛୋଟ ଛୋଟ ପିଲା ମାନେ ଯାଉଛନ୍ତି ।
ସେମାନେ ଏଥିରୁ କଣ ସେଖିବେ ଏହା ସମାଜ ଉପରେ ପ୍ରଭାବ ପକାଉ ଥିଲେ ମଧ୍ୟ ଏହାକୁ ନିଜର କରୁଛନ୍ତି । ଏହା କୁ ପ୍ରତିବାଦ କରିଥିଲେ ମଧ୍ୟ କିଛି ଲାଭ ମିଳୁ ନାହିଁ । ସମାଜ ରେ ଅନେକ ଭଲ କାର୍ଯ୍ୟ ରହିଛି , ତାହେଲେ କଣ ପାଇଁ ଯାତ୍ରା ଜଗତ ରେ ଏହି ଅ-ଶ୍ଳି-ଳ-ତା , ଯାହାକୁ ଦେଖିବା ପାଇଁ ବହୁ କମ ଲୋକ ମାନେ ଇଚ୍ଛୁକ ଥାଆନ୍ତି ।
ଏହି ଭଳି ଯଦି ଏହି ଅ-ଶ୍ଳୀ-ଳ ନୃତ୍ୟ ଯାତ୍ରା ଜଗତ ରେ ଜାରି ରହିବ ତାହେଲେ ନିଶ୍ଚିନ୍ତ ଭାବରେ ଦିନେ ନା ଦିନେ ଯାତ୍ରା ଜଗତ କୁ କେହି ପସନ୍ଦ କରିବେ ନାହିଁ ଓ ନାଟକ ମଧ୍ୟ ଦେଖିବାକୁ ଯିବେ ନାହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।