Breaking News

ରାସ୍ତା ଉପରେ ଅଟୋ ରିକ୍ସା ଚଲେଇଲେ ହିରୋଇନ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ (Jhilik) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଏହି ଦୁନିଆ ରେ ସୋସିଆଲ ମିଡ଼ିଆ ବେଶ୍ ଲୋକ ପ୍ରିୟ ହୋଇ ପାରିଛି , କାରଣ ଏହି ସୋସିଆଲ ମିଡ଼ିଆ ରେ ସାଧାରଣ ଲୋକ ଙ୍କ ଠାରୁ ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ବେଶ୍ ସକ୍ରୀୟ ରହି ଥାଆନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ସୋସିଆଲ ମିଡ଼ିଆ ରେ ପ୍ରାୟତ ଅଧିକ ସମୟ ରେ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ଆପଣ ମାନେ ଜାଣିଥିବେ ଯେ ପ୍ରାୟତ ଅଧିକ ସମୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ରୁହନ୍ତି , ତାହା ନିଜ ଜୀବନ ର ବ୍ୟକ୍ତିଗତ ଦୃଶ୍ୟ କୁ ନେଇ ହେଉ ବା ଅଭିନୟ ଜୀବନୀ ର ସୁଟିଂ ସେଟ ର ଦୃଶ୍ୟ କୁ ନେଇ । ବର୍ତ୍ତମାନ୍ ସମୟ ରେ ଠିକ ସେହିଭଳି ଭାବେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତ୍ରୀ , ନିଜ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଥିଲେ । ଏହି ଅଭିନେତ୍ରୀ ଜଣକ ଅଣଓଡ଼ିଆ କିନ୍ତୁ ଓଡ଼ିଶା ବୋହୂ । ତାଙ୍କ ପ୍ରକୃତ ଘର୍ କହିଲେ କୋଲକାତା , ଅଭିନୟ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ଆସି ଥିବା ସମୟ ରେ ବାସ୍ତବିକ ଜୀବନ ଓଡ଼ିଶା ରେ ବିବାହ କରି ନିଜ ସଂସାର ଙ୍କୁ ଆଗ କୁ ବଢାଇ ବେଶ୍ ଖୁସି ରେ ଅଛନ୍ତି ।

ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ୟ , ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ । ଆପଣ ମାନେ ଅଭିନେତ୍ରୀ ଝିଲ୍ଲିକ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ମାନ ଙ୍କ ସହ ଅଭିନୟ କରି ସେ ଆଜି ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ ।

ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ବେଶ୍ ପସନ୍ଦ କରି ଥାଆନ୍ତି । ଆପଣ ମାନେ ଜାଣିଥିବେ ଝିଲ୍ଲିକ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରି ଥିଲେ । ବିବାହ ପରେ ବର୍ତ୍ତମାନ୍ ସମୟ ରେ ପ୍ରୀତି ରଞ୍ଜନ ଘଡେ଼ଇ ଓ ଝିଲ୍ଲିକ ଦୁଇ ଟି କନ୍ୟା ସନ୍ତାନ ର ବାପା ମା ହୋଇଛନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଜଣକ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ ।

ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଙ୍କ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚ୍ଚିତ୍ର ନାମ ହେଉଛି ଋଦ୍ରାଣି । ଏହି ଚଳଚ୍ଚିତ୍ର ସୁଟିଂ ସେଟ ବର୍ତ୍ତମାନ୍ ସମୟ ସମୟ ରେ ବେଶ ଜୋର୍ ସୋର ରେ ଚାଲିଛି । ଏହାରି ଭିତରେ ଝିଲ୍ଲିକ ଙ୍କ ଏକ ମଜା ମସ୍ତି ର ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଏହି ଭିଡିଓ ଟି ରେ ଝିଲ୍ଲିକ ରାସ୍ତା ରେ ଅଟୋ ଚଳାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *