Breaking News

ରିକ୍ସାରେ ବସିକି କେଉଁ ଆଡେ ଯାଉଛନ୍ତି ଷ୍ଟାର ଅନୁଭବ (Anubhav) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ନିଜ ସୁଟିଂ ସେଟ ର ଭିଡିଓ ହେଉ ବା ବ୍ୟକ୍ତିଗତ ଜୀବନ ଭିଡିଓ କୁ ନେଇ ହେଉ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଚର୍ଚ୍ଚା ରେ ଅଛନ୍ତି । ସେ ଚର୍ଚ୍ଚା ରେ କଣ ପାଇଁ ଅଛନ୍ତି ତାହା ଆଜି ଆମେ ଜାଣିବା ପୂର୍ବ ରୁ ନିଜ ପାରିବାରିକ ବିବାଦ କୁ ନେଇ ଚର୍ଚ୍ଚା ରେ ରହୁଥିଲେ । ତାହେଲେ ଆସନ୍ତୁ ଜାଣିବା , ଆପଣ ମାନେ ଅନୁଭବ ମହାନ୍ତି ଙ୍କୁ ଭଲ ଭାବ ରେ ଜାଣିଥିବେ ।


ଅଭିନେତା ଅନୁଭବ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି ଓ ବର୍ତ୍ତମାନ ସମୟ ରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରାଜନୀତି ଦୁନିଆ ରେ ପାଦ ଥାପି ଛନ୍ତି । ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚିତ୍ର ଅଭିନୟ କରିଛନ୍ତି ।

ଦର୍ଶକ ମାନେ ମଧ୍ୟ ଅନୁଭବ ଙ୍କୁ ବେସ ପସନ୍ଦ କରିବା ସହିତ ତାଙ୍କ ଅଭିନୟ କୁ ବେସ ପସନ୍ଦ କରିଥାନ୍ତି । ତାହେଲେ ବନ୍ଧୁଗଣ ଅନୁଭବ ଆଜି ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଘର ଘରେ ପରିଚିତ । ବର୍ତ୍ତମାନ୍ ସମୟ ରେ ସେ କେନ୍ଦ୍ରାପଡ଼ା ର ସାଂସଦ ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପୂର୍ବ ରୁ ଅନୁଭବ ମହାନ୍ତି ନିଜ ପାରିବାରିକ ବିବାଦ ପାଇଁ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ଆପଣ ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ ଓ ଉଭୟ ଙ୍କ ବିବାଦ ବର୍ତ୍ତମାନ୍ ସମୟ ରେ ମଧ୍ୟ କୋର୍ଟ ରେ ରହିଛି । ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି

ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅନୁଭବ ରିକ୍ସା ମାଧ୍ୟମ ରେ ନିଜ ଘର୍ କୁ ଆସୁଛନ୍ତି ଓ ସଙ୍ଗ ରେ ନିଜ ଭାଇ ଙ୍କ କୁନି ଝିଅ କୁ ସାଥିରେ ଧରିଛନ୍ତି । ରିକ୍ସା ରେ ଯାଉ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *