Breaking News

ରିକ୍ସାରେ ବସି ପୁରୀ ବୁଲିଲେ ହିରୋଇନ ଝିଲ୍ଲିକ (Jhilik) ଓ ହିରୋ ସୁଭାଶିଷ (Subhasish) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ କିଛି ନା କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ ।

ଆଜି ଆମେ ସେହି ବିଷୟ ରେ ଜାଣିବା , ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ , ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଝିଲ୍ଲିକ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଓଡ଼ିଶା ର ଘର୍ ଘରେ ପରିଚିତ ।


ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଜଣେ ବଙ୍ଗୀୟ ଅଭିନେତ୍ରୀ କିନ୍ତୁ ସେ ଓଡ଼ିଶା ରେ ବେଶ୍ ନାମ ଅର୍ଜନ କରିବା ସହ ଓଡ଼ିଶା ର ବୋହୂ ଓ ବର୍ତ୍ତମାନ୍ ସମୟ ରେ ଦୁଇ ଟି କନ୍ୟା ସନ୍ତାନ ର ମାଆ ହୋଇଛନ୍ତି । ଠିକ୍ ସେହିଭଳି ଆପଣ ମାନେ ସୁଭାସିସ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଅଭିନେତା ସୁଭାସିସ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବା ଆଗ ଧାଡି ର ଅଭିନେତା ।

ସୁବାସିଶ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିବେଶ ଲୋକ ପରିଚିତ ହୋଇପାରିଛନ୍ତି । ଆପଣ ମାନେ ସୁଭାସିସ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସୁଭାସିସ ଆଜି ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ବେସ ଲୋକ ପରିଚିତ ହେବା ସହିତ ଓଡିଶା ର ଘର ଘରେ ପରିଚିତ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଉଭୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା । ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଏକ ଭିଡିଓ କୁ ନେଇ । ଯାହାକି ଆଜି ଆମେ ଜାଣିବା , ବର୍ତ୍ତମାନ୍ ସମୟ ରେ ଉଭୟ ଏକାଠି ହୋଇ ପୁରୀ ଯାଉଛନ୍ତି ।

ତାହା ପୁଣି ଗାଡି ନୁହଁ କି କାର ନୁହଁ ବରଂ ରିକ୍ସା ରେ ଉଭୟ ବସି ପୁରୀ ଯାଉଛନ୍ତି , ଏହି ଦୃଶ୍ୟ ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଆପଣ ମାନେ ମଧ୍ୟ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ଯେ ରାସ୍ତା ଉପରେ ଉଭୟ ରିକ୍ସା ମାଧ୍ୟମ ରେ ପୁରୀ ଯାଉ ଥିବାର ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *