Breaking News

ରିକ୍ସାରେ ବସି ଷ୍ଟୂଡିଓ ଗଲେ ନମିତା ଅଗ୍ରୱାଲ (Namita Agrawal) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଏହି ମଣିଷ ଜୀବନ ରେ ଜନ୍ମ ଦିନେ ହୋଇଛ ମାନେ ମୃତ୍ୟୁ ନିଶ୍ଚିନ୍ତ , ଏହି ଜନ୍ମ ମରଣ ମଧ୍ୟ ରେ ଯେଉଁ ସମୟ ଆପଣ ଙ୍କ ପାଖ ରେ ଅଛି ତାହାଲେ ସମସ୍ତ ଙ୍କ ମିସନ୍ତୁ , ହସ ଖୁସି ହୁଅନ୍ତୁ କିନ୍ତୁ କେବେ ହେଲେ ଜୀବନ ରେ ଅହଙ୍କାର ଏବଂ ଗର୍ବ କରନ୍ତୁ ନାହିଁ ଆପଣ ଯେତେ ବଡ ଲୋକ ହୋଇଥିଲେ ମଧ୍ୟ କାରଣ ଆପଣ ଙ୍କ ଅହଙ୍କାର ଓ ଗର୍ବ ଆପଣ ଙ୍କୁ ଅମର କରିଦେବ ନାହିଁ ।

ଲୋକ ମାନ ଙ୍କ ସହ ଭଲ ରେ ମିସିଲେ ଲୋକ ମାନେ ଆପଣ ଙ୍କୁ ତାଙ୍କ ହୃଦୟ ରେ ରଖିବେ , ମୃତ୍ୟୁ ହୋଇଗଲେ ମଧ୍ୟ ସେ ଅମର ହୋଇ ରହିବେ ଲୋକ ଙ୍କ ହୃଦୟ ରେ । ସେଥିପାଇଁ ବର୍ତ୍ତମାନ୍ ସମୟ ରେ ସବୁ କିଛି ତ୍ୟାଗ କରି ଲୋକ ମାନ ଙ୍କ ସହ ସୂ ସଂପର୍କ ରଖନ୍ତୁ । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ଲୋକ ପ୍ରିୟ ଗାୟିକା ନମିତା ଅଗ୍ରୱାଲ , ଯିଏ କି ଓଡ଼ିଶା ର ଘର୍ ଘରେ ପରିଚିତ । ଛୋଟ ପିଲା ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜାଣିଛନ୍ତି । ଏହି ଗାୟିକା ଜଣକ ଏତେ ଲୋକ ପ୍ରିୟ ହୋଇଥିଲେ ମଧ୍ୟ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ ଓ ଲୋକ ମାନେ ମଧ୍ୟ ତାଙ୍କୁ ପ୍ରଶଂସା କରୁଛନ୍ତି । ଆଜି ଆମେ ସେହି ବିଷୟ ରେ ଜାଣିବା

ତାହେଲେ ବନ୍ଧୁଗଣ ଆପଣ ଜାଣିଥିବେ ଯେ ନମିତା ଅଗ୍ରୱାଲ ବହୁ ସାରା ଓଡିଆ ଗୀତ ଗାଇଛନ୍ତି ଓ ସବୁଠାରୁ ଅଧିକ ଗୀତ ଗାଇଛନ୍ତି ଭଜନ ଓ ତାଙ୍କ ସମସ୍ତ ଭଜନ ସୁପର ହିଟ ହୋଇଛି ଓ ବର୍ତ୍ତମାନ ସମୟ ରେ ମଧ୍ଯ ବେଶ ଲୋକ ପ୍ରିୟ । ଦର୍ଶକ ମାନ ଙ୍କୁ ସେ ଅନେକ ଗୀତ ଦେଇଛନ୍ତି । ନମିତା ଅଗ୍ରୱାଲ ଙ୍କ ଗୀତ ବେଶ୍ ହୃଦୟସ୍ପର୍ଶୀ ।

ବନ୍ଧୁଗଣ ନମିତା ଅଗ୍ରୱାଲ ଗୀତ ଗାଇବା ସହ ନିଜର ଅନେକ ଚ୍ୟାନେଲ ଖୋଲିଛନ୍ତି ଯାହାକି ସିଦ୍ଧାର୍ଥ ନାମ କୁ ନେଇ ହୋଇଛି । ଏହି ଚ୍ୟାନେଲ ରେ ଘରେ ବସି ରହିଥିବା ମହିଳା ମାନ ଙ୍କ ଧାରାବାହିକ ପ୍ରସ୍ତୁତ କରି ପ୍ରସାରିତ କରୁଛନ୍ତି , ଚଳଚ୍ଚିତ୍ର ମଧ୍ୟ ଦେଉଛି , ଦର୍ଶକ ମାନ ଙ୍କ ମନୋରଂଜନ ବହୁ ପରିମାଣ ରେ କରୁଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଗାୟିକା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି କାରଣ ଏହି ଗାୟିକା ଜଣକ ଷ୍ଟୁଡିଓ ଆସିଛନ୍ତି ତାହା ପୁଣି ରିକ୍ସା ରେ ବସି । ଷ୍ଟୁଡିଓ ରେ ପହଞ୍ଚିବା ପରେ ସେ ରିକ୍ସା ଭିଡୁଥିବା ଲୋକ କୁ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ଦେଇଛନ୍ତି ଓ ଯାହାକୁ ଦେଖି ରିକ୍ସା ବାଲା ଖୁସି ହେବା ସହ ମୁହଁ ରେ ହସ ଦେଇଛନ୍ତି ।।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *