Breaking News

“ରିମେକ ପାଇଁ ମରି ଯାଉଛି ଓଡିଆ ଚଳଚିତ୍ର” : ଓଡିଆ ଫିଲ୍ମ କୁ ନେଇ ଏମିତି କହିଲେ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କା … ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ସମୟରେ ବହୁତ ସାରା ସିନେମା ଏବେ ରିଲିଜ ହେବାକୁ ଲାଗୁଚି ଯାହା କି ଆପଣ ମାନେ ଜାଣି ଥିବେ ବହୁତ ଭଲ ଭାବରେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୀର୍ଘ 2 ବର୍ଷ ହେବ କୋଭିଡ୍ କଟକଣା ପାଇଁ ଓଡ଼ିଆ ସିନେମା ରିଲିଜ ହୋଇ ପାରି ନଥିଲା ଆଉ ଦର୍ଶକ ମାନଙ୍କ ମନ ବି ବହୁତ ଦୁଃଖ ହୋଇ ଥିଲା କାରଣ ଆମ ଓଡ଼ିଆ ହେଇ କିଛି ନୂଆ ଓଡ଼ିଆ ସିନେମା ଦେଖି ପାରୁ ନଥିଲେ ।

ତେବେ ବର୍ତ୍ତମାନ ସମୟରେ ଏବେ ଆଉ କୋଭିଡ୍ ର କଟକଣା ନାହିଁ ତେଣୁ ବହୁତ ସିନେମା ସୁଟିଂ ହେଲାଣି ଆଉ ରିଲିଜ ମଧ୍ୟ ହେଲାଣି । ଆପଣ ମାନେ ନିଶ୍ଚିତ ଭାବରେ ଭାବୁ ଥିବେ ଆଜି ଆମେ କାହା ବିଷୟ ରେ ଆଉ କେଉଁ ସିନେମା ବିଷୟ ରେ କହି ବାକୁ ଯାଉଛୁ । ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ସେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ଆମେ ଦେଇ ଥିବା ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।

ବନ୍ଧୁଗଣ ଏବେ ସିନେମା ରିଲିଜ ହେବା ପୂର୍ବ ରୁ ଚର୍ଚ୍ଚା ରେ ରହିଛି ଓଡିଆ ସିନେମା ବୋଉ ର ହାତ ରନ୍ଧା । ଏହି ସିନେମା କାହାଣୀ କୁ ନିଖୁଣତା ଭାବରେ ସଜେଇଛନ୍ତି ନିର୍ଦ୍ଦେଶକ୍ ନାରାୟଣ ପତି । ଏଥିରେ ମୁଖ୍ୟ ବୋଉ ଭୂମିକା ରେ ଅଭିନୟ କରିଛନ୍ତି ଲୋପାମୁଦ୍ରା ମିଶ୍ର । ଏହି ସିନେମା ରେ ଗାଁ ରେ ଅଭିନୟ କରୁଛନ୍ତି ଆଉ ଏଥିରେ ଜଣେ ମାଆ ତାର ପୁଅ ପ୍ରତି ଥିବା ତାର ସ୍ନେହ ମମତା କୁ ନେଇ କାହାଣୀ ହୋଇଛି । ଏକ ଦମ ଗମ୍ଭୀର ଅଭିନୟ ଜରିଆ ରେ ଦର୍ଶକ ମାନଂକୁ ମନ୍ତ୍ର ମୁଗ୍ଧ କରିବ ତାଙ୍କ ଅଭିନୟ ।

ସବୁ ଠାରୁ ଗୁରୁତ୍ବ୍ ପୂର୍ଣ୍ଣ କଥା ହେଲା କିଛି ବର୍ଷ ହେଲା ଓଡ଼ିଆ ସିନେମା ରେ ଘରୋଇ ଓ ପରିବାର ବିଶେଷ ଗୁରୁତ୍ବ୍ ଦେଉ ନଥିଲା ବେଳେ ନିର୍ଦ୍ଦେଶକ୍ ନାରାୟଣ ପତି ଓ ନିର୍ମାତା ସଞ୍ଜୟ ଦାସ ପାରମ୍ପାରିକ୍ ସିନେମା ଠାରୁ ଦୂର କୁ ଯାଇ ନୂଆ କିଛି କରିବାକୁ ଚେଷ୍ଟା କରିଛନ୍ତି । ଖାସ କରି ପିଲା ମାନଙ୍କ ପାଇଁ ବୋଉ କିପରି ସବୁ କଷ୍ଟ କୁ ସହି ଯାଉଛି ସେ ନେଇ ହେଇଛି ଏ ଓଡ଼ିଆ ସିନେମା ।

ଚାଇରୋସନା ଫିଲ୍ମ ପ୍ରଜୋଜକ୍ ଏହି ସିନେମା ରେ ଦେବଦାସ ଛୋଟରାୟ୍ ଓ ମାନ ଗୋବିନ୍ଦ ବାରିକ ଗୀତ ରଚନା କରି ଥିବା ବେଳେ ସଜାଇଛନ୍ତି କ୍ଷତି ପ୍ରକାଶ ମହାପାତ୍ର । ତେବେ ଏ ସବୁ ପ୍ରଦ୍ୟୁମ୍ନ ଲେଙ୍କା ବହୁତ ଉତ୍ସାହ ର ସହ କହି ଥିବାର ନଜର ରେ ଆସିଛନ୍ତି ଯାହା କି ଏହାର ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାକୁ ଲାଗୁଚି ସୋସିଆଲ୍ ମିଡ଼ିଆ ରେ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *