Breaking News

ରିଲ ଲାଇଫରୁ ରିଏଲ ଲାଇଫରେ ସ୍ୱାମୀ-ସ୍ତ୍ରୀ ହେଲେ ଜଣାଶୁଣା ସିନେ କଳାକାର ରୋଶନ ପଣ୍ଡା ଓ ମୁନିଆ ପାଣିଗ୍ରାହୀ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଯେଉଁ ମାନେ କି ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଅନେକ ଭିଡିଓ ପ୍ରସ୍ତୁତ କରି ଥାଆନ୍ତି ଯାହାକି ଭିନ୍ନ ଭିନ୍ନ ଦୃଶ୍ୟ କୁ ନେଇ । ଦର୍ଶକ ମାନେ ନିଜର ମନୋରଞ୍ଜନ କରାଇବା ପାଇଁ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।

ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି, ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ସକ୍ରିୟ ରହି ବେଶ୍ ଲୋକ ପ୍ରିୟ ହୋଇ ଭଲ ଟଙ୍କା ଉପାର୍ଜନ କରନ୍ତି । ସୋସିଆଲ ମିଡ଼ିଆ ଆଜି ଅନେକ ବ୍ୟକ୍ତି ଙ୍କୁ ସ୍ବାବଲମ୍ବୀ କରାଇ ପାରିଛି ।

ଏହି ସୋସିଆଲ ମିଡ଼ିଆ ରୁ ଆଜି ଅନେକ ବ୍ୟକ୍ତି ରୋଜଗାର କରୁଛନ୍ତି । ବର୍ତ୍ତମାନ ସମୟ ରେ ଏହି ସୋସିଆଲ ମିଡ଼ିଆ ମାଧ୍ୟମ ରେ ସମସ୍ତେ ନିଜ ପସନ୍ଦ ର ଜୀବନ ସାଥି ପାଇଛନ୍ତି । ହଁ ବନ୍ଧୁ ସୋସିଆଲ ମିଡ଼ିଆ ବର୍ତ୍ତମାନ ସମୟ ରେ କିଛି ଯୁବକ ଓ ଯୁବତୀ ମାନ ଙ୍କ ପାଇଁ ମଧ୍ୟସ୍ଥି ହୋଇଛି । କିଛି ଯୁବକ ଓ ଯୁବତୀ ମାନେ ନିଜ ପସନ୍ଦ ର ଜୀବନ ସାଥି କୁ ପାଉଛନ୍ତି ।

ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ପ୍ରତ୍ୟେକ ଦିନ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥାଆନ୍ତି । ଏହି ଛୋଟ ଛୋଟ ଭିଡିଓ କରି ଆଜି ବେଶ୍ ଲୋକ ପ୍ରିୟ ହୋଇ ପାରିଛି , ଛୋଟ ଛୋଟ ଭିଡିଓ ଆଜି ତାଙ୍କୁ ବେଶ୍ ଲୋକ ପ୍ରିୟ କରାଇ ପାରିଛି । ଛୋଟ ଭିଡିଓ ଆଜି ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।

ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଦୁଇ ଲୋକ ପରିଚିତ ଯୁବକ ଯୁବତୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏହି ଯୋଡ଼ି ହେଉଛନ୍ତି ରୋଷଣ ପଣ୍ଡା ଓ ମୁନିଆ ପାଣିଗ୍ରାହୀ । ଏହି ଯୋଡ଼ି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଉଭୟ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ସୋସିଆଲ ମିଡ଼ିଆ ରୁ ବେଶ୍ ଲୋକ ପରିଚିତ ମଧ୍ୟ ହୋଇ ପାରିଛନ୍ତି ।

ବର୍ତ୍ତମାନ ସମୟ ରେ ଏହି ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ଟି ବେଶ୍ ଧୁମ୍ ଧାମରେ ହୋଇଥିଲା ଓ ଯାହାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *