ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଏବଂ ତାଙ୍କ ସ୍ଵାମୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଅଛନ୍ତି ଯାହାକି ଆଜି ଅମର ଏହି ପେଜ ମାଧ୍ୟମ ରେ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଙ୍କୁ ନେଇ ଆସି ଯାଇଛି ଏକ ଚଳଚ୍ଚିତ୍ର ।
ଏହି ଚଳଚ୍ଚିତ୍ର ଟି ହେଉଛି ରୁଦ୍ରାଣି , ଏହି ଚଳଚ୍ଚିତ୍ର ଟି ବର୍ତ୍ତମାନ୍ ସମୟ ରେ ସିନେମା ହଲ ରେ ରିଲିଜ୍ ହୋଇଛି ଓ ଯାହାକୁ ଦେଖିବା ଅନେକ ଦର୍ଶକ ମାନେ ଯାଇଛନ୍ତି । ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଙ୍କ ଏହି ଚଳଚ୍ଚିତ୍ର ଟି କୁ ଦେଖିବା ପାଇଁ ଯାଇଛନ୍ତି ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନ ଘଡାଇ । ଚଳଚ୍ଚିତ୍ର ଟି ଦେଖିକି ଆସିବା ପରେ ସେ କଣ କହୁଛନ୍ତି ତାହା ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ ହେଉଛନ୍ତି ଜଣେ ବଙ୍ଗୀୟ ଯିଏ କି ଓଡ଼ିଶା କୁ ଅଭିନୟ କରିବା ପାଇଁ ଆସିଥିଲେ ଅଭିନୟ କରୁ କରୁ ସେ ରିଅଲ ଲାଇଫ ର ଓଡ଼ିଆ ବୋହୂ ହୋଇ ଯାଇଥିଲେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ବିବାହ କରି । ଆପଣ ମାନେ ଝିଲ୍ଲିକ ଙ୍କ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ।
ସେ ଅନେକ ଅଭିନେତା ଙ୍କ ସହ ଅଭିନୟ କରି ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଥିଲେ । ଏହି ଅଭିନେତ୍ରୀ ବିବାହ ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ସମ୍ପୂର୍ଣ ଭାବେ ଦୂରେଇ ଯାଇଥିଲେ । ବିବାହ ପରେ ସେ ଦୁଇ କନ୍ୟା ସନ୍ତାନ ର ମାଆ ହୋଇଥିଲେ । ବର୍ତ୍ତମାନ୍ ସମୟ ରେ ସେ ଅଭିନୟ ଦୁନିଆ କୁ ପ୍ରବେଶ କରିଛନ୍ତି ଓ ତାଙ୍କର ଚଳଚ୍ଚିତ୍ର ରୁଦ୍ରାଣି କୁ ଦେଖିବା ଅନେକ ଦର୍ଶକ ମାନେ ଆସିଛନ୍ତି ।
ପ୍ରିତୀ ରଞ୍ଜନ ଘଡାଇ ଏହି ଚଳଚ୍ଚିତ୍ର ଟି କୁ ଦେଖିବାକୁ ଆସି କହିଛନ୍ତି ଏହି ଚଳଚ୍ଚିତ୍ର ଟି ବହୁତ୍ ଭଲ ହେଇଛି ଏହି ଚଳଚ୍ଚିତ୍ର ର ଟିମ୍ କୁ ବହୁତ୍ ବହୁତ୍ ଧନ୍ୟବାଦ୍ । ଏହି ଚଳଚ୍ଚିତ୍ର ଟି ସମାଜ ପାଇଁ ଭଲ ମେସେଜ , ଝିଲ୍ଲିକ ଏହି ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଚଳଚ୍ଚିତ୍ର ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଛନ୍ତି । ଏହି ଭଳି ଅନେକ କିଛି କହିଛନ୍ତି ଡାନି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।