ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅନେକ ଲୋକ୍ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବେସ ଲୋକ ପ୍ରିୟ ହୋଇ ପାରୁଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ ନ କରି ମଧ୍ୟ ବେସ ଲୋକ ପ୍ରିୟ ହୋଇ ପାରୁଛନ୍ତି । ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଲୋକ ପ୍ରିୟ ହେବା ପାଇଁ ହେଲେ ଅଭିନୟ କିମ୍ବା କୌଣସି କଳା ରହିଥିବା ଆବଶ୍ୟକ , ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ନ ଦେଇ ବର୍ତ୍ତମାନ୍ ସମୟ ରେ ଅନେକ ଲୋକ ପ୍ରିୟ ବ୍ୟକ୍ତି ବାହାରିଛନ୍ତି ।
ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବାହାରି ଥାଆନ୍ତି କେବଳ ସୋସିଆଲ ମିଡିଆ ରେ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି ଓ ସୋସିଆଲ ମିଡିଆ ରେ କେତେ ଯୁବକ ଓ ଯୁବତୀ ମାନେ ଭଲ ଟଙ୍କା ରୋଜଗାର କରୁଛନ୍ତି । କହିବାକୁ ଗଲେ ସୋସିଆଲ ମିଡିଆ ସମସ୍ତ ଙ୍କ ପାଇଁ ବେସ ଲୋକ ପ୍ରିୟ ।
ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଅନେକ ବ୍ୟକ୍ତି ସକ୍ରିୟ ରହିବା ସହ you tube ଆପ ରେ ଆଜି ଅନେକ ଲୋକ ବ୍ଲଗିଙ୍ଗ , କିଏ ଆଲବମ ଓ କମିଡି କରି ଆଜି ବେସ ଲୋକ ପରିଚିତ ହୋଇ ପାରିଛନ୍ତି । କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ବ୍ଲଗର ବାହାରିଛନ୍ତି ଓ ସେମାନଙ୍କ ମଧ୍ୟ ରୁ ବେଶ୍ ଲୋକ ପରିଚିତ ଯୋଡି ହେଉଛନ୍ତି ।
ଆମ ଓଡିଶା ର ନମ୍ବର ୱାନ ବ୍ଲଗର ରୂପା ଓ ପିଣ୍ଟୁ । ଏହି ଯୋଡି ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ଉଭୟ ଙ୍କ you tube ଚ୍ଯାନେଲ ହେଉଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ । ଏହି ଚ୍ୟାନେଲ ଟି ରେ ରୂପା ଓ ପିଣ୍ଟୁ ଙ୍କ ଅନେକ ବ୍ଲଗ୍ ଭିଡିଓ କରି ପୋଷ୍ଟ କରି ଥାଆନ୍ତି ଓ ଯାହାକି ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ହୋଇଥାଏ ।
ଉଭୟ କେବଳ ବ୍ଲଗ୍ କରୁ ନାହାଁନ୍ତି ବରଂ ଭଲ ଅଭିନୟ କରୁଛନ୍ତି , କିଛି ଆଲବମ୍ ରେ ମଧ୍ୟ ଆପଣ ମାନେ ତାଙ୍କୁ ଦେଖିବାକୁ ପାଇବେ । ଏହି ଯୋଡି ବେଳେ ବେଳେ ନିଜ ଭିଡିଓ କୁ ନେଇ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଯାହାକି ଆଜି ଆମେ ଜାଣିବା ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଦଶହରା ଉପଲକ୍ଷେ ରୂପା ଙ୍କ ସୁନ୍ଦର୍ ଭଜନ ଆସିଛି ଓ ଯାହାକି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି । ଏହି ଭଜନ ଟି କୁ ରୂପା ପିଣ୍ଟୁ ଙ୍କ ପରିବାର ଲୋକ ଦେଖୁଛନ୍ତି ,କିଏ ମୋବାଇଲ ରେ ଦେଖୁଛନ୍ତି ତ ଆଉ କିଏ ଟିଭି ମାଧ୍ୟମ ରେ ।
ଏହାରି ଭିତରେ ପିଣ୍ଟୁ ଙ୍କ ଜେଜେ ଏହି ଭଜନ ଟି କୁ ଦେଖିବା ପରେ ରୂପା ଙ୍କୁ ଦେଖି କାନ୍ଦି ପକାଇ ଛନ୍ତି । ହଁ ବନ୍ଧୁ ସେ ଏହି ଭଜନ ଟି କୁ ବହୁତ୍ ପସନ୍ଦ କରିବା ସହ ରୂପା ଙ୍କୁ ଦେଖି କାନ୍ଦି ଛନ୍ତି ଓ ଯାହାର ଦୃଶ୍ୟ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।