ବନ୍ଧୁଗଣ ଆପଣ ମାନେ ରୁପା ଓ ପିଣ୍ଟୁ ଙ୍କ ର ଭିଡିଓ କୁ ପ୍ରାୟ ସବୁ ଦେଖି ଥିବେ । ତାଙ୍କ ପ୍ରତ୍ୟେକ ଭିଡିଓ କିଛି ଅଲଗା ଅଲଗା କାହାଣୀ କୁ ନେଇ ଅସିଥାଏ କହିବାକୁ ଗଲେ ଘର କରଣା ବା ଆମ ଓଡ଼ିଆ ବୋହୁ ଙ୍କ ର ଚାଲି ଚଳନ କୁ ନେଇ ସେ ପ୍ରାୟ ଭିଡିଓ କରି ଥାନ୍ତି । ଆଉ ତାଙ୍କ ର ସବୁ ଭିଡିଓ କୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି ମଧ୍ୟ ।
ରୁପା ଓ ପିଣ୍ଟୁ ଙ୍କ ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ଗୋଡିଏ ସୁନ୍ଦର ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ମାନଙ୍କୁ ଦେଖାଇ ଛନ୍ତି। ସେ ତାଙ୍କ ର ପ୍ରତ୍ୟେକ ଭିଡିଓ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ହୃଦୟ ପାଖ କୁ ଯାଇ ପାରିଛନ୍ତି । ତେବେ ସେମାନେ ମ୍ୟୁଜିକ ଭିଡିଓ ଗୁଡ଼ିକୁ ଭଲ ଭାବରେ ଅଭିନୟ ରେ ସମସ୍ତ ଦର୍ଶକ ମାନକଂ ମନରେ ଅଭିନେତା ଓ ଅଭିନେତ୍ରୀ ଭାବରେ କରି ପାରିଛନ୍ତି।
ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ସେ ଏବେ ଘରେ ଘରେ ପରିଚିତ୍ ହୋଇ ପାରିଛନ୍ତି । ସେ ତାଙ୍କ ର ପ୍ରତ୍ୟେକ ବ୍ଲଗ୍ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ଖୁବ ପାଖ କୁ ଯାଇ ପାରନ୍ତି । ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ ତେବେ ଏହି ନାଁ ଟି ଏବେ ବହୁତ ଚର୍ଚ୍ଚା ରେ ରହିଛି । ରୁପା ଓ ପିଣ୍ଟୁ ବର୍ତ୍ତମାନ ସମୟରେ ବହୁତ ସାରା ଓଡ଼ିଆ ଆଲବମ କରିଛନ୍ତି ଯାହା ରିଲିଜ ହୋଇ ସାରିଛି । ଆଉ ତାଙ୍କ ର ଆଲବମ୍ ଗୀତ ମଧ୍ୟ ବହୁତ ସୁପରହିଟ୍ ମଧ୍ୟ ହୋଇଛି ।
ତେବେ ବର୍ତ୍ତମାନ ସମୟରେ ଫୁଣି ଥରେ ନଜର ରେ ଆସୁଛନ୍ତି ରୂପା । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ସାରିଲାଣି ଆଉ ମାଆ ଏହି ଧାରା କୁ ଯେତେବେଳେ ମାଆ ଆସିଛନ୍ତି ତାଙ୍କ ର ସ୍ବାଗତ୍ ମଧ୍ୟ କରିଥାଏ ଏ ପ୍ରକୃତି । ତେବେ ମାଆ ଙ୍କ ପୂଜା ଅବସର କୁ କେମିତି ଛାଡ଼ିବେ ରୁପା ତେଣୁ ରୁପା ଏବେ ପୂଜା ରେ ବ୍ୟସ୍ତ ।
ରୂପା ଆଉ ପିଣ୍ଟୁ ସେହି ପୂଜା ରେ ବସି ସେ ବହି ପଢୁ ଛନ୍ତି ଆଉ ସେ ବହୁତ ଭକ୍ତି ଭାବରେ ଓ ବହୁତ ସୁନ୍ଦର କଣ୍ଠ ରେ ଗୀତ ଗାଇଛନ୍ତି ଯାହା ସମସ୍ତ ଙ୍କୁ ବହୁତ ଭଲ ଲାଗିଛି । ଆଉ ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ବହୁତ ଭାଇରାଲ୍ ହେଉଛି ସୋସିଆଲ୍ ମିଡ଼ିଆ ରେ ।