ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ ରେ ଅନେକ ଲୋକ ବହୁ ସମୟ ପର୍ଯ୍ୟନ୍ତ ସକ୍ରୀୟ ରହି ଥାଆନ୍ତି । କହିବାକୁ ଗଲେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ସକ୍ରିୟ ରହିଥାନ୍ତି । ଏହି ସୋସିଆଲ ମିଡ଼ିଆ ରେ ସବୁ କିଛି ଦେଖିବା ମିଳିଥାଏ ।
ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଏହି ସୋସିଆଲ ମିଡ଼ିଆ ରୁ ଭଲ ଟଙ୍କା ଅର୍ଜନ କରୁଛନ୍ତି, ସୋସିଆଲ ମିଡ଼ିଆ ରେ ଟଙ୍କା ରୋଜଗାର କରିବା ବହୁ ବ୍ୟକ୍ତି ଭିନ୍ନ ପ୍ରକାର କାର୍ଯ୍ୟ କରି ଥାଆନ୍ତି । ସବୁଠୁ ଅଧିକ ବ୍ୟକ୍ତି ମାନେ you tube ଚ୍ୟାନେଲ ରେ ଖୋଲି ବ୍ଲଗ୍ କରି ଥାଆନ୍ତି । ଅନେକ ଲୋକ ବ୍ଲଗ୍ କରି ଥାଆନ୍ତି କିନ୍ତୁ କିଛି ସଫଳ ହୋଇ ଥାଆନ୍ତି ଆଉ କିଛି ବ୍ୟକ୍ତି ହୋଇ ପାରି ନ ଥାଆନ୍ତି ।
ତାହେଲେ ବନ୍ଧୁଗଣ ଆଜି ଆମେ ସେହି ଏକ ଯୋଡି ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ you tube ମାଧ୍ୟମ ରେ ବେଶ୍ ଲୋକ ପ୍ରିୟ ପ୍ରିୟ ହେବା ସହିତ ଓଡ଼ିଶା ର ଘରେ ଘରେ ପରିଚିତ । ଏହି ଯୋଡି ହେଉଛନ୍ତି ରୂପା ଓ ପିଣ୍ଟୁ , ଆପଣ ମାନେ ଏହି ଯୋଡି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଉଭୟ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ପରିଚିତ , ତାଙ୍କ ବ୍ଲଗ୍ ଭିଡିଓ କୁ ଦର୍ଶକ ମାନେ ବହୁତ୍ ପଶନ୍ଦ କରି ଥାଆନ୍ତି । ଆପଣ ମାନେ ନିଶ୍ଚୟ ତାଙ୍କ ବ୍ଲଗ୍ ଭିଡିଓ ଦେଖିଥିବେ । ସବୁ ସମୟ ରେ ସେ କିଛି ନା କିଛି ବ୍ଲଗ୍ ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥାଆନ୍ତି , ତେବେ ତାହା ନିଜ ବ୍ୟକ୍ତିଗତ ଜୀବନ ର କିଛି ହସ୍ ଖୁସି ର ଭିଡିଓ କୁ ନେଇ ହେଉ ବା କୌଣସି ପର୍ବ ପର୍ବାଣୀ କୁ ନେଇ ଭିଡିଓ କରି ଥାଆନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ରୂପା ପିଣ୍ଟୁ ଙ୍କ ଆଉ ଏକ ବ୍ଲଗ୍ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି । ଏହି ବ୍ଲଗ୍ ଭିଡିଓ ରେ ପିଣ୍ଟୁ ରୂପା ଙ୍କୁ ତାଙ୍କ ମୁଣ୍ଡ ଚୁଟି ବିଷୟ ରେ ପଚାରୁଛନ୍ତି ଓ ଏହା। କେମିତି ଏତେ ଲମ୍ବ ହେଲା ବୋଲି ରହସ୍ୟ ପଚାରୁ ଛନ୍ତି ଓ ରୂପା ଏହାର ରହସ୍ୟ କିଛି ନାହିଁ ବୋଲି କହୁଛନ୍ତି ସେ ସବୁ ତେଲ ବ୍ୟବହାର କରୁଛନ୍ତି ବୋଲି କହୁଛନ୍ତି ଓ ଆହୁରି ଅନେକ କିଛି କଥା କହିଛନ୍ତି ଯାହାକି ଆପଣ ମାନେ ଦେଖିବାକୁ ପାଉ ଥିବେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଉଭୟ you tube ରେ ବେଶ୍ ଚର୍ଚ୍ଚା ରେ ରହୁଥିଲେ ମଧ୍ୟ ଉଭୟ ଙ୍କୁ ସର୍ଵ ପ୍ରଥମେ ଲୋକ ଲୋଚନ କୁ ଆଣିଥିଲା ଟିକ ଟକ୍ ଓ ପରେ ଏହା ବନ୍ଦ ହୋଇ ଯିବା ପରେ ଉଭୟ ବର୍ତ୍ତମାନ ସମୟ ରେ you tube ଏବଂ ଇନିଷ୍ଟାଗ୍ରାମ ରେ ବେଶ୍ ସକ୍ରୀୟ ରହୁଛନ୍ତି ।।